ସାଇବର ଠକେଇର ଶିକାର ହେଲେ କୁଳପତି
ବ୍ରହ୍ମପୁର: ସାଇବର ଠକେଇର ଶିକାର ହେଲେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ କୂଳପତି। ଭିସି ପ୍ରଫେସର ଗୀତାଞ୍ଜଳୀ ଦାସଙ୍କ ଠାରୁ ଡିଜିଟାଲ ଆରେଷ୍ଟ ଜରିଆରେ ୧୪ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି।
ଏସପିଙ୍କ ସୂଚନା ମୁତାବକ, ଏ ବିଷୟରେ ଜାଣିବା ପରେ, କୁଳପତି!-->!-->!-->…
Read More...
Read More...