ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଯାଞ୍ଚ ବେଳେ ୪୦ ହଜାର ରାସନ କାର୍ଡ଼ ରଦ୍ଦ କଲେ ସରକାର

ଭୁବନେଶ୍ବର: ରାସନ କାର୍ଡଧାରୀଙ୍କ ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି। ପ୍ରାୟ ୪୦ ହଜାର କାର୍ଡ଼ ରଦ୍ଦ କଲେ ସରକାର, ଆଉ ମିଳିବନି ମାଗଣା ଡାଲି ଚାଉଳ । ଯାଞ୍ଚ ସମୟରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ନକଲି ରାସନ କାର୍ଡ ଥିବା ଲୋକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି
Read More...

ଯୁକ୍ତ ୨ ଛାତ୍ରୀଛାତ୍ରଙ୍କୁ ଦିଆଯିବ ମାଗଣା କୋଚିଂ

ଭୁବନେଶ୍ବର: ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ଛାତ୍ରୀଛାତ୍ରଙ୍କ ପାଇଁ ବଡ ଘୋଷଣା କରିଛନ୍ତି ସରକାର। ଏଥର ଯୁକ୍ତ ୨ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୋଚିଂ ଦିଆଯିବ। ଏନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ନିଟ୍‌-ୟୁଜି ଜେଇଇ ପିଲାଙ୍କୁ ରାଜ୍ୟ ସରକାର ମାଗଣା କୋଚିଂ
Read More...

ସିନିୟର୍‌ ୱିଙ୍ଗ କମାଣ୍ଡରଙ୍କ ନାଁରେ ବଳାତ୍କାର ଅଭିଯୋଗ

ଜମ୍ମୁ କଶ୍ମୀର: ଭାରତୀୟ ବାୟୁସେନାର ଜଣେ ମହିଳା ଆଇଏଏଫ୍‌ ଅଧିକାରୀ ସିନିୟର୍‌ ୱିଙ୍ଗ କମାଣ୍ଡରଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଜମ୍ମୁ କଶ୍ମୀରର ବଡଗାମ ପୋଲିସ ଷ୍ଟେଶନରେ ଏଫଆଇଆର ଦାଖଲ କରାଯାଇଛି।ମହିଳା
Read More...

ଓଡ଼ିଶାରେ ଚାଲିବ ଆଉ ୩ ନୂଆ ବନ୍ଦେ ଭାରତ ଟ୍ରେନ

ଭୁବନେଶ୍ବର: ଓଡ଼ିଶାରେ ଚାଲିବ ୩ ନୂଆ ବନ୍ଦେ ଭାରତ ଟ୍ରେନ। ଏଥିପାଇଁ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ୧୫ରେ ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ସମାରୋହରେ ଯୋଗ ଦେବା ପାଇଁ
Read More...

ଦୟା ନଦୀରେ ନିର୍ମାଣ ହେବ ଜଳଭଣ୍ଡାର

ପିପିଲି: ଦୟା ନଦୀରୁ ଜଳ ଉଠାଣ ପାଇଁ ତିଆରି ହେବ ୫ ମେଗା ପାନୀୟ ଜଳ ପ୍ରକଳ୍ପ। ଆଜି ଗୃହରେ ପିପିଲି ବିଧାୟକଙ୍କ ପ୍ଲାନରେ ଏହି ଉତ୍ତର ରଖିଛନ୍ତି ପାନୀୟ ଜଳ ମନ୍ତ୍ରୀ ରବି ନାଏକ। ଏନେଇ ମନ୍ତ୍ରୀ କହିଛନ୍ତି, ଦୟା ନଦୀରେ ଜଳଭଣ୍ଡାର ନିର୍ମାଣ ହେବ। ଡେଲାଙ୍ଗରେ ୫ଟି ମେଗା ପାନୀୟ ଜଳ
Read More...

ଦୁର୍ଘଟଣା ଘଟାଇବା ପାଇଁ ଟ୍ରେନ୍ ଟ୍ରାକରେ ସିମେଣ୍ଟ ଖଣ୍ଡ ରଖିଲେ ଦୁର୍ବୃତ୍ତ

ରାଜସ୍ଥାନ: ଉତ୍ତରପ୍ରଦେଶର କାନପୁର ପରେ ଏବେ ରାଜସ୍ଥାନର ପାଳି। ରାଜସ୍ଥାନର ଆଜମେର ଜିଲ୍ଲାରେ ଟ୍ରେନ ଦୁର୍ଘଟଣା କରେଇବା ପାଇଁ ହୋଇଥିଲା ବଡ ଷଡ଼ଯନ୍ତ୍ର। ରାଜସ୍ଥାନରେ ପୁଣି ଥରେ ଟ୍ରେନ୍‌‌ ଲାଇନଚ୍ୟୁତ କରିବା ମାମଲା ସାମ୍ନାକୁ ଆସିଛି। ଏଥର ଦୁର୍ବୃତ୍ତମାନେ ଅଜମେରର ସରାଧନା ଓ ବାଙ୍ଗଡ଼
Read More...

ଆଇସିୟୁରେ ସୀତାରାମ ୟେଚୁରୀ

ନୂଆଦିଲ୍ଲୀ: ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କିଛି ଦିନ ପୂର୍ବରୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ନିଃଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଏକ ଟିମ
Read More...

ଡାକ୍ତରଖାନା କେବୁଲରେ ଛନ୍ଦି ହୋଇ ଚାଲିଗଲା ରୋଗୀଙ୍କ ଜୀବନ

ନୀଳଗିରି: ରୋଗରୁ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଡାକ୍ତରଖାନା ଯାଇଥିଲେ। ହେଲେ ଜଣା ନଥିଲ ସେଠି ହିଁ ଜଗି ବସିଥିଲା ଯମ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ମେଡିକାଲରୁ। ମୃତକ ଜଣଙ୍କ ହେଉଛନ୍ତି ଆମ୍ବଝର ଗାଁର କରଣ ସିଂ। ତେବେ ମିଳିଥିବା ସୂଚନା
Read More...

ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ସାମ୍ନାକୁ ଆସିଲା ମଙ୍କିପକ୍ସର ପ୍ରଥମ ମାମଲା। ଜଣେ ଯୁବକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ରୋଗୀକୁ ବର୍ତ୍ତମାନ ଅଲଗା ରଖାଯାଇଛି।ତାଙ୍କ ଶରୀରରୁ କ୍ଲେଡ ୨ ଭାଇରସ ଠାବ ହୋଇଛି। ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ମକ୍ସିପକ୍ସ ଚିହ୍ନଟ ହୋଇଥିବା
Read More...

ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

ପାଟନା: ବିହାରର ରାଜଧାନୀ ପାଟନରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ରାସ୍ତା କଡରେ ଠିଆ ହୋଇଥିବା ଶ୍ୟାମ ସୁନ୍ଦର ଶର୍ମା ଓରଫ ମୁନାଙ୍କୁ କିଛି ଦୁର୍ବୁତ୍ତ ଗୁଳି କରି ହତ୍ୟା କରିଛନ୍ତି। ମୁନା ଶର୍ମାଙ୍କ ବୟସ ୫୫ବର୍ଷ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଗତକାଲି ଶ୍ୟାମ
Read More...