କଟକ ଲିଙ୍କ ରୋଡ ଛକରେ ବସରେ ଲାଗିଲା ନିଆଁ
କଟକ: କଟକ ଲିଙ୍କରୋଡଠାରେ ଦେଖିବାକୁ ମିଳିଛି ଏକ ଭୟାବହ ଅଗ୍ନିକାଣ୍ଡ। କଟକ ଲିଙ୍କ ରୋଡ ଛକରେ ବସରେ ଲାଗିଲା ନିଆଁ । ସିଟ୍ ଲେଦର ଓ କପଡାରେ ନିଆଁ ଲାଗିଥିବାରୁ ଖୁବ ଜୋରରେ ବସଟି ଜଳିଥିଲା । ବସଟି କିଛି ଦିନ ହେଲା ଛକରେ ରଖାଯାଇଥଲା । ଏହା ନିୟମିତ ଭାବେ କଟକରୁ ବରଗଡ ଯିବା ଆସିବା କରୁଥିଲା!-->…
Read More...
Read More...