ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ପାହାଡ ଉପରେ ଓଲଟିଲା ଟ୍ରାକ୍ଟର: ୧୫ରୁ ଅଧିକ ଶ୍ରଦ୍ଧାଳୁ ଆହତ

ନୟାଗଡ: ପାହାଡ଼ ଉପରେ ନିର୍ମାଣ କରାଯାଇଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ଟ୍ରାକ୍ଟର ଯୋଗେ କେତେଜଣ ଶ୍ରଦ୍ଧାଳୁ ଯାଇଥିଲେ। ହେଲେ ପାହାଡ଼ ଉପରକୁ ଯାଇଥିବା ରାସ୍ତାରେ ଟ୍ରାକ୍ଟର ଡାଲା ଓଲଟି ପଡ଼ିଥିଲା। ଫଳରେ ୧୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।
Read More...

ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଜେଏସପି ଫାଉଣ୍ଡେସନ ଦ୍ବାରା ୪୨୫୪ ଜଣ ବାଳିକା ଓ ମହିଳାଙ୍କୁ ଯଶସ୍ୱୀ ବୃତ୍ତି…

ଯଶସ୍ଵୀ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ଆର୍ଥିକ ସହାୟତା ପାଇବା ନିମନ୍ତେ ଚୟନ କରାଯାଇଥିବା ବାଳିକା ଓ ମହିଳା ମାନଙ୍କ ମଧ୍ୟରୁ ୨୬୮୯ ଜଣ ଓଡ଼ିଶାର ବାସିନ୍ଦା ୨୦୨୨ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏବେ ୧୦ ହଜାରରୁ ଅଧିକ ମହିଳା ଓ ବାଳିକା ସାମିଲ ଭୁବନେଶ୍ବର, ଜିନ୍ଦଲ
Read More...

ଦୁର୍ଘଟଣାରେ ଗୁରୁତର ଆହତ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ

ଭୁବନେଶ୍ବର: ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଟକ ନିକଟ ମଙ୍ଗୁଳି ଛକରେ ଘଟିଛି ଏହି ଦୁର୍ଘଟଣା। ଏକ ଟ୍ରକ୍‌ ପଛରେ ସୁଧାକର ବସନ୍ତଙ୍କ କାର୍‌ ପିଟି ହୋଇଥିଲା। ସେ ଚଣ୍ଡୀଖୋଲ ପଟୁ କଟକ
Read More...

ଆସନ୍ତା ୨୭ରେ ଲୋକାର୍ପଣ ହେବ ମା’ସମଲେଇ ପ୍ରକଳ୍ପ

ସମ୍ବଲପୁର: ଆସନ୍ତା ୨୭ରେ ଲୋକାର୍ପଣ ହେବାକୁ ଯାଉଛି ମା’ସମଲେଇ ପ୍ରକଳ୍ପ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଭଳି ଏହାକୁ ଭବ୍ୟ ଓ ସ୍ମରଣୀୟ କରିବାକୁ ଜୋରଦାର ପସ୍ତୁତିରେ ଲାଗି ପଡିଛନ୍ତି ସମଲେଇ ମନ୍ଦିର ଟ୍ରଷ୍ଟ। ଏଥିପାଇଁ ବିଭିନ୍ନ ଦେବାଦେବୀ ପୀଠ, ସାଧୁ-ସନ୍ଥଙ୍କୁ ନିମନ୍ତ୍ରଣ
Read More...

ଭିଜିଲାନ୍ସ ଜାଲରେ ଆରଆଇ ଶରତ କୁମାର ଜେନା

ବନ୍ତ: ଭିଜିଲାନ୍ସ ଜାଲରେ ଫସିଲେ ଭଦ୍ରକ ଜିଲ୍ଲା ବନ୍ତ ତହସିଲର କେନ୍ଦୁଆପଦା ଆରଆଇ ଶରତ କୁମାର ଜେନା। ଜଣେ ବ୍ୟକ୍ତିଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ସମସ୍ତ ଅର୍ଥ ଜବତ କରାଯାଇଛି। ସୂଚନାଯୋଗ୍ୟ; ଖାନାବାଡ଼ି
Read More...

ଚତୁର୍ଥ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୬୧ ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ

ଭୁବନେଶ୍ବର: ୫ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ତୃତୀୟ ଦିନରେ ଶନିବାର ୫ଟି ଜିଲ୍ଲାରେ ୩୬୧ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲାର ୧୦୫ ହାଇସ୍କୁଲ, ବଲାଙ୍ଗୀର ଜିଲ୍ଲାର ୧୦୦, ସମ୍ବଲପୁର ଜିଲ୍ଲାର ୬୩, ରାୟଗଡ଼ା
Read More...

ଶ୍ରୀରାମଲଲାଙ୍କ ଫଟୋକୁ ନେଇ ବିବାଦ

ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ପ୍ରଭୁ ରାମଙ୍କ ପ୍ରତିମା ଫଟୋ ଭାଇରାଲକୁ ନେଇ ବିବାଦ ମୁଣ୍ଡ ଟେକିଛି । ଶ୍ରୀରାମଲଲାଙ୍କ ଫଟୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ରୀରାମଙ୍କ
Read More...

ପାକିସ୍ତାନ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି ଶୋଏବ

ନ୍ୟୁଜ୍ ବ୍ୟୁରୋ: ବହୁଦିନ ଧରି ଚର୍ଚ୍ଚା ଚାଲିଥିବା ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନ ପୂର୍ବତନ କ୍ରିକେଟର ଶୋଏବ ମଲିକ ଅଲଗା ହୋଇଯାଇଥିବା କଥା ସତ ହୋଇଛି। ପାକିସ୍ତାନ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି ଶୋଏବ ମଲିକ। ଏହି ବିବାହ ପରେ ଭାରତୀୟ ଟେନିସ ଖେଳାଳି
Read More...

ସୋମବାର ୨୦୦୦ ଟଙ୍କିଆ ନୋଟ ବଦଳ ବନ୍ଦ ରହିବ

ମୁମ୍ବାଇ : ଆସନ୍ତା ସୋମବାର ଦିନ ବନ୍ଦ ରହିବ ୨୦୦୦ ଟଙ୍କିଆ ନୋଟ୍ ବଦଳ। ଜାନୁଆରି ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା  ସମାରୋହ ପାଇଁ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସେଦିନ ରିଜର୍ଭ ବ୍ୟାଙ୍କ ବି ଅଧାଦିନ ବନ୍ଦ ରହିବ
Read More...

ଆସନ୍ତାକାଲି ଚିଲିକାରେ ଡଲଫିନ୍ ଗଣନା

ବ୍ରହ୍ମଗିରି: ଏସିଆ ମହାଦେଶର ସବୁଠୁ ବଡ଼ ଖାର ପାଣି ହ୍ରଦ ‘ଚିଲିକା’ରେ ଆସନ୍ତାକାଲି ଶନିବାର ଇରାୱାଡି ଡଲଫିନ୍‌ଙ୍କ ଗଣନା କରାଯିବ। ପୁରୀ ଜିଲ୍ଲା ସାତପଡ଼ାରେ ଇରାୱାଡି ଡ଼ଲଫିନ୍‌ଙ୍କ ଗଣନା ପାଇଁ ମୋଟ ୧୮ଟି ଟିମ୍‌ ନିୟୋଜିତ ହେବେ। ଏହି ଟିମ୍‌ରେ ଥିବା ସଦସ୍ୟମାନେ ଚିଲିକାର ୪ଟି ଅଞ୍ଚଳକୁ
Read More...