ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଆସନ୍ତା ୧୯ରୁ ରାଜ୍ୟରେ ଆରମ୍ଭ ହେବ କରୋନା ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଆରମ୍ଭ ହେବ କରୋନା ଟିକାକରଣ। ଆସନ୍ତା ୧୯ରୁ ରାଜ୍ୟରେ ଏହି ଅଭିଯାନ ଆରମ୍ଭ ହେବ। ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଏହି ଟିକାକରଣ କରାଯିବ। ଏନେଇ ଆଜି ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
Read More...

ମାଛଧରା ଟ୍ରଲରର ପତ୍ତା ମିଳିଲା: ୧୩ ମତ୍ସ୍ୟଜୀବୀ ସୁରକ୍ଷିତ

ପାରାଦ୍ବୀପ; ୫ ଦିନ ପରେ ନିଖୋଜ ହୋଇଥିବା ଦୁଇ ଟ୍ରଲରର ସନ୍ଧାନ ମିଳିଛି। ସୁରକ୍ଷିତ ଅଛନ୍ତି ପାରାଦୀପ ସମୁଦ୍ରରେ ନିଖୋଜ ଥିବା ସମସ୍ତ ୧୩ ମତ୍ସ୍ୟଜୀବୀ । ଏନେଇ ସୂଚନା ଦେଇଛନ୍ତି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡା । ସୂଚନା ଅନୁଯାୟୀ, ୪ ଦିନ ତଳେ
Read More...

ଛୁଆକୁ ମାରିବା ପରେ ମା’ର ଆତ୍ମହତ୍ୟା

କଟକ: ଦୁଇ ବର୍ଷର ଛୁଆକୁ ତଣ୍ଟି ଚିପି ମାରିଲା ମା’ । ଛୁଆକୁ ମାରିବା ପରେ ମା କରିଛି ଆତ୍ମହତ୍ୟା । ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି । ତେବେ ଜଣେ ମା’ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ମିଳିଥିବା ସୂଚନା ଅନୁଯାୟୀ,
Read More...

ଆଜି ମୁହାଁମୁହିଁ ହେବେ ୪ ଦଳ

ଭୁବନେଶ୍ବର; ହକି ବିଶ୍ବକପ୍ ୨୦୨୩, ଓଡ଼ିଶାରେ ଏହି ମ୍ୟାଚ୍ ଖେଳା ଯାଉଥିବାରୁ ଖେଳ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ମ୍ୟାଚ୍ ଦେଖିବା ପାଇଁ ଉଭୟ ବିର୍ସା ମୁଣ୍ଡାରେ ଓ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ସୁଅ ଛୁଟୁଛି । ଏହି ମହାସମର ମଧ୍ୟରେ ଆଜି ଚତୁର୍ଥ ଦିନରେ ପହଞ୍ଚିଛି ହକି
Read More...

୩-୦ରେ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ

ନ୍ୟୁଜ୍ ବ୍ୟୁରୋ; ତୃତୀୟ ଦିନିକିଆରେ ଭାରତର ବିରାଟ ବିଜୟ । ଟିମ୍‌ ଇଣ୍ଡିଆ ଘାତକ ବୋଲିଂ ଆଗରେ ଚିତପଟାଙ୍ଗ ମାରିଲା ସିଂହଳ ଟିମ୍ । ୩-୦ରେ ସିରିଜ୍ କବଜ୍ଜା କଲା ରୋହିତ ବାହିନୀ। ଭାରତ ଦେଇଥିବା ୩୯୧ ର ବିଶାଳ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ମାତ୍ର ୭୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଶେଷ
Read More...

ସିକନ୍ଦରାବାଦ-ବିଶାଖାପାଟନାମକୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ; ଆଜିଠୁ ସିକନ୍ଦରାବାଦ ଓ ବିଶାଖାପାଟନାମକୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ । ଭିଡିଓ କନଫରନସିଂ ଜରିଆରେ ସବୁଜ ପତାକା ଦେଖାଇ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ନୂଆବର୍ଷରେ ପ୍ରଥମ ଥର ପାଇଁ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ । କିନ୍ତୁ
Read More...

ଉଦଘାଟିତ ହେଲା ଡଟ୍ ଫେଷ୍ଟ

ଭୁବନେଶ୍ବର; ଉତ୍ସବମୁଖର ହୋଇଛି ରାଜଧାନୀ । ଉଦଘାଟିତ ହୋଇଯାଇଛି ଡଟ୍ ଫେଷ୍ଟ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଜି ଉଦଘାଟିତ ହୋଇଥିବା ଏହି ଡଟଫେଷ୍ଟ ୨୯ ତାରିଖ ଯାଏ
Read More...

ବିଶ୍ବ ସୁନ୍ଦରୀ ହେଲେ ଆମେରିକାର ଆର ବୋନୀ ଗାବ୍ରିଏଲ

ୱାଶିଂଟନ: ଆମେରିକାର ଆର ବୋନୀ ଗାବ୍ରିଏଲ ବନିଛନ୍ତି ୨୦୨୨ର ବ୍ରହ୍ମାଣ୍ଡ ସୁନ୍ଦରୀ। ସେ ଦୁନିଆର ୮୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍‌ ୟୁନିର୍ଭସର ଜିତିଛନ୍ତି ମୁକୁଟ। ତାଙ୍କୁ ୨୦୨୧ର ବ୍ରହ୍ମାଣ ସୁନ୍ଦରୀ ତଥା ଭାରତ ହରନାଜ ସାନ୍ଧୁ ବିଜୟ ତାଜ୍‌ ପିନ୍ଧାଇ ବ୍ରହ୍ମାଣ ସୁନ୍ଦରୀ
Read More...

ପୋଖରା ବିମାନ ଦୁର୍ଘଟଣା, ସମସ୍ତ ୭୨ ଜଣଙ୍କ ମୃତ ଦେହ ଉଦ୍ଧାର

ନେପାଳ; ନେପାଳରେ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା । ୭୨ ଜଣ ଯାତ୍ରୀ କ୍ଷମତା ଥିବା ଏହି ବିମାନଟି ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଛି । ବିମାନରେ ମୋଟ ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ
Read More...

ସିଂହନାଥ ପୀଠରେ ଜାରି ହେଲା ୧୪୪ ଧାରା

କଟକ; ବଡ଼ମ୍ବାର ସିଂହନାଥ ପୀଠରେ ଜାରି ହୋଇଛି ୧୪୪ ଧାରା । ଦଳଚକଟାରେ ଜଣଙ୍କ ମୃତ୍ୟୁ ଓ ଏକାଧିକ ଲୋକ ଆହତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ଏଥିସହିତ ଆଜି ଓ ଆସନ୍ତାକାଲି ମନ୍ଦିରକୁ ନଆସିବାକୁ ଶ୍ରଦ୍ଧାଳୁଙ୍କୁ କୁହାଯାଇଛି। ସେହିପରି ମକର ମେଳାରେ ପଡ଼ିଥିବା ଦୋକାନ ଗୁଡ଼ିକୁ
Read More...