ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ମିଶନ ଶକ୍ତି ଗ୍ରୁଫକୁ ସୁଧ ରିହାତି

୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ଟଙ୍କା ସୁଧ ରିହାତିଆଗାମୀ ୫ ବର୍ଷରେ ମିଳିବ ୧୨୦୦ କୋଟି ଟଙ୍କାର ସୁଧ ରିହାତିମା ମାନେ ଆଜି ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଇପାରୁଛନ୍ତି, ଏହା ହିଁ ପ୍ରକୃତ ରୂପାନ୍ତର - ମୁଖ୍ୟମନ୍ତ୍ରୀମା ମାନଙ୍କୁ ଉଦ୍ୟୋଗୀ ଭାବରେ
Read More...

ଜଳିଗଲା ପର୍ଯ୍ୟଟକଙ୍କ ବସ୍

ସାକ୍ଷୀଗୋପାଳ; ସାକ୍ଷୀଗୋପାଳ ମନ୍ଦିର ପାଖରେ ପାର୍କିଂ ହୋଇଥିବାବେଳେ ଏକ ବସ୍ ଜଳିଯାଇଛି। ସାକ୍ଷୀଗୋପାଳ ମନ୍ଦିର ପଛ ପଟେ ଘଟିଛି ଅଘଟଣ । ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇ ନଥିବା ବେଳେ ବସରେ ଥିବା ଯାତ୍ରୀଙ୍କ ଲୁଗା ପଟା ସହିତ ଆବଶ୍ୟକ ଜିନିଷ ପୋଡି ଯାଇଛି। ମିଳିଥିବା ସୂଚନା
Read More...

ଜେଲରୁ ମୁକୁଳିବେ କୋଚର ଦମ୍ପତି

ମୁମ୍ବାଇ; ବହୁଚର୍ଚ୍ଚିତ ଆଇସିଆଇସିଆଇ ବ୍ୟାଙ୍କ୍-ଭିଡିଓକନ୍ ଋଣ ଘୋଟାଲା ମାମଲାରେ ଡିସେମ୍ବରରେ ଗିରଫ ହୋଇଥିଲେ ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚର । ଆଜି ବମ୍ବେ ହାଇକୋର୍ଟରୁ ଉଭୟଙ୍କୁ ଜାମିନ ମିଳିଛି । ବମ୍ବେ ହାଇକୋର୍ଟଙ୍କ କହିବା ଅନୁଯାୟୀ, ପୂର୍ବରୁ ଉଭୟ ଚନ୍ଦା
Read More...

ଆସନ୍ତା ୨୮ରୁ ଖଣ୍ଡଗିରି ମେଳା

୨ବର୍ଷ ପରେ ଦର୍ଶକଙ୍କ କରତାଳିରେ କମ୍ପିବ ଖଣ୍ଡଗିରିଆସନ୍ତା ୨୮ରୁ ଫେବ୍ରୁଆରୀ ୧୦ଯାଏଁ ଚାଲିବ ମେଳାଅପେରାରେ ନଗ୍ନତା ଓ ଅଶ୍ଳୀଳତା ଉପରେ କଟକଣା ଭୁବନେଶ୍ବର; ମାଘ ମେଳା ପାଇଁ ସଜେଇ ହେଲାଣି ଖଣ୍ଡଗିରି । ଦୁଇ ବର୍ଷ ପରେ ପୁଣି ଜମିବ ଯାତ୍ରା । ଐତିହାସିକ ପାହାଡ ପାଦ ଦେଶରେ ଦୁଲୁକିବ
Read More...

ପାହାଡି ସହରର ସ୍ଥିତି ସାଂଘାତିକ ହେବାରେ ଲାଗିଛି

ଡେରାଡୁନ୍‌: ଧସି ଧସି ଯାଉଛି ଯୋଶୀମଠ। ଭୂମି-ସ୍ଖଳନ ଓ ଭୂମି-ଚପା ଉପଦ୍ରୂତ ଜୋନ୍‌ ଭାବେ ଘୋଷିତ ହେବା ପରେ ଯୋଶୀମଠରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟକୁ ଜୋର କରାଯାଇଛି। ସେଥିପାଇଁ ଉତ୍ତରାଖଣ୍ଡର ଚୋମୋଲି ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରୁଛି। ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଘରେ
Read More...

ଗାଁରେ ପଶିଲା ଦନ୍ତା, ଲୋକେ ଆତଙ୍କିତ

ଚନ୍ଦନପୁର: ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତର କୃଷ୍ଣାଜନପୁର ଗାଁର ହୋତା ସାହି ଅଞ୍ଚଳରେ ପଶିଛି ଦନ୍ତା। ହାତୀକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି। ତେବେ ହାତୀଟି କୃଷ୍ଣାଜନପୁର ଗାଁ ନିକଟରେ ଏକ ଜଙ୍ଗଲରେ ରହିଥିବା ବେଳେ ହାତୀ ଉପରେ ଜଙ୍ଗଲ ବିଭାଗ ପକ୍ଷରୁ ନଜର ରଖାଯାଇଛି।
Read More...

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଅଧିକାରୀ

ରାୟଗଡା; ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଅଧିକାରୀ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ ଭାବେ ନିଯୁକ୍ତ ଅଛନ୍ତି କିଶୋରଚନ୍ଦ୍ର ନାୟକ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ ୫
Read More...

ଠେଲାପେଲାରେ ଚାଲିଗଲା ମହିଳାଙ୍କ ଜୀବନ

ପୁରୀ; ପୁରୀ ରେଲ୍‌ୱେ ଷ୍ଟେସନରେ ଘଟିଛି ଅଘଟଣ । ଅସମ୍ଭାଳ ଭିଡ଼ ଯୋଗୁଁ ଠେଲାପେଲାରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ମୃତକ ଜଣକ ଡେଲାଙ୍ଗ କଣ୍ଟାପଡାର କୁନିମଣି ନାୟକ। ସୂଚନା ଅନୁସାରେ, ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଆଜକୁ ୧୦୧ ବର୍ଷ ଆଗମନୀ ଉତ୍ସବରେ ହଜାର ହଜାର ଭକ୍ତ ପୁରୀ
Read More...

ଚୟନକର୍ତ୍ତା କମିଟିର ସଦସ୍ୟ ହେଲେ ଓଡିଆ ପୁଅ ଶିବସୁନ୍ଦର

ନୂଆଦିଲ୍ଲୀ: ଭାରତ ତଥା ଓଡ଼ିଶାର ପୂର୍ବତନ ଖେଳାଳି ଶିବସୁନ୍ଦର ଦାସ ବିସିସିଆଇ ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଏବଂ ପୁଣିଥରେ ବିସିସିଆଇ ପୁରୁଷ ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହେଲେ ଚେତନ ଶର୍ମା । ଏନେଇ ବିସିସିଆଇ ସଚିବ ଜୟ ଶାହ ପ୍ରେସ ବିଜ୍ଞପ୍ତି ଜାରି କରି
Read More...

ଆଜି ରାତି ରେ ପ୍ରବଳ ଶୀତ..

ଭୁବନେଶ୍ବର; ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ୩-୫°ସି ତଳେ ରହିଥିଲା। ଝାରସୁଗୁଡା ରେ ସର୍ବନିମ୍ନ ତାପମାତ୍ରା ୫.୬°ସି ରେକର୍ଡ଼ ହୋଇଥିଲା ସେହିପରି ରାଜ୍ୟ ର କିଛି ଅଞ୍ଚଳ ରେ ରାତି ତାପମାତ୍ରା ୧୦.୦°ସି ତଳେ ରହିଥିଲା। ଭୁବନେଶ୍ବର ରେ
Read More...