ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

କାହା ପାଇଁ ଗ୍ରହଣ, କାହା ପାଇଁ ପରାଗ ଶୁଭ? ଜାଣନ୍ତୁ, କଣ କହୁଛନ୍ତି ଜ୍ୟୋତିଷ..

କାର୍ତ୍ତିକ ଅମାବାସ୍ୟାରେ ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗପୂର୍ବଦିନ ପୟା ଶ୍ରାଦ୍ଧ ଓ ବଡ଼ବଡ଼ୁଆ ଡାକକାର୍ତ୍ତିକ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ସମ୍ପୂର୍ଣ୍ଣ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣଗ୍ରହଣ/ଉପରାଗ ଦିନ ବାର୍ଷିକ ଶ୍ରାଦ୍ଧ ଆମ-ବିଧିରେ କରଣୀୟ ପୁରୀ; ଚଳିତବର୍ଷ କାର୍ତ୍ତିକ ମାସରେ ଦୁଇଦୁଇଟି
Read More...

ଦୀପାବଳି ପାଇଁ ଉତ୍ସବମୁଖର ଗାଁ ଠୁ ସହର

ଭୁବନେଶ୍ବର; ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଦୀପ ଆଲୋକରେ ସଜେଇ ହେବ ଘର ଠାରୁ ବାହାର । ବିଶ୍ବାସ ରହିଛି ଯେ ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଗଲେ ସେମାନେ ମୁକ୍ତି ଲାଭ କରିଥାନ୍ତି । ପୌରାଣିକ କଥା ଅନୁଯାୟୀ ଖୁସିର ପର୍ବ, ଦୀପାବଳିରେ ଲଙ୍କା ଉପରେ ଭଗବାନ ରାମଙ୍କ ବିଜୟର
Read More...

ତୃତୀୟ ଥର ପାଇଁ କ୍ଷମତା ହାତେଇଲେ ଜିନ୍‌ପିଙ୍ଗ

ଚୀନ; ଚୀନ୍‌ରେ ପୁଣି ଆରମ୍ଭ ହେଲା ଜିନ୍‌ପିଙ୍ଗ ଯୁଗ । ବିରୋଧୀଙ୍କୁ ପଛରେ ପକାଇ ଜିନପିଙ୍ଗ ପୁଣି ଥରେ ଚୀନର କ୍ଷମତା ସମ୍ଭାଳିଛନ୍ତି । ତୃତୀୟ ଥର ପାଇଁ ସେ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଆଗାମୀ ୫ ବର୍ଷ ପାଇଁ ସେ ଏହି ଦାୟିତ୍ୱ ତୁଲାଇବେ ।
Read More...

ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ର ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ; ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ କରିଛି ଗୃହ ମନ୍ତ୍ରାଳୟ । ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଆନୁସାରେ ଗୃହ ମନ୍ତ୍ରାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସଂଗଠନ ଉପରେ ବିଦେଶୀ ପାଣ୍ଠିର ଉଲ୍ଲଘଂନର ଅଭିଯୋଗ ରହିଥିବା ବେଳେ ଏଭଳି କାର୍ଯ୍ୟାନୁଷ୍ଠାନ
Read More...

୪୮ ଘଣ୍ଟା ମଧ୍ୟରେ ଉପକୂଳ ଓ ଉତ୍ତର ଓଡ଼ିଶା ରେ ବର୍ଷା ସମ୍ଭାବନା!

ଭୁବନେଶ୍ବର; ସକାଳ ୬.୦୦ ରେ ଉପଗ୍ରହ ରୁ ଉତ୍ତୋଳନ କରାଯାଇଥିବା ପାଣିପାଗ ଚିତ୍ର ଦର୍ଶାଉଛି ଯେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ଡିପ୍ରେଶନ ସକ୍ରିୟ ରହିଛି । ଏହି କ୍ଷେତ୍ର ଆସନ୍ତା ୦୬ ଘଣ୍ଟା ମଧ୍ୟରେ ଡିପ ଡିପ୍ରେଶନ ରେ ପରିଣତ ହେବ ଏବଂ ଗତିପଥ ପରିବର୍ତ୍ତନ
Read More...

ମହାକାଶରେ ସଫଳ ଅବସ୍ଥାନ କଲା ଏଲଭିଏମ୍୩

ଆନ୍ଧ୍ରପ୍ରଦେଶ; ସଫଳ ହେଲା ଇସ୍ରୋର ଐତିହାସିକ ମିଶନ । ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶକୁ ଗଲା ଲଞ୍ଚ ଭେହକିଲ୍‌ ଏଲଭିଏମ୍୩। ରାତି ୧୨ଟା ୭ ମିନିଟରେ ଏଲଭିଏମ୩-ଏମ୨ ମହାକାଶକୁ ଯାତ୍ରା କରିଥିଲା । ଏଥିରେ ଏକାସଙ୍ଗେ ୩୬ଟି
Read More...

ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍

ମେଲମର୍ଣ୍ଣ; ଆଜି ଟି-୨୦ ବିଶ୍ୱକପରେ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ହେବ ଏହି ହାଇଭୋଲ୍ଟେଜ ମ୍ୟାଚ୍ । ଉଭୟ ଦଳ ନିଜ ପ୍ରତିଦ୍ବନ୍ଦୀକୁ ମାତ୍ ଦେବା ଲକ୍ଷ୍ୟରେ ରହିବେ । ଜଣେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିବା
Read More...

ଆଖି ବୁଜିଲା ବାଘୁଣୀ ‘ବିଜୟା’

ଭୁବନେଶ୍ବର; ଆଖି ବୁଜିଲା ନନ୍ଦନକାନନରେ ଥିବା ବାଘୁଣୀ ‘ବିଜୟା’ । ସେ ଗତ ୯ ତାରିଖରେ କୌଣସି କାରଣକୁ ନେଇ ଅସୁସ୍ଥ ହୋଇ ପଡ଼ିଥିଲା। ୧୪ତାରିଖରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ଵତନ୍ତ୍ର ଏନକ୍ଲୋଜର ଭିତରରେ ରଖି ତାର ପରୀକ୍ଷା ନିରୀକ୍ଷା ସହ ଚିକିତ୍ସା କରୁଥିଲେ ନନ୍ଦନକାନନ ଓ ଓୟୁଏଟିର
Read More...

ସତ୍ୟବାଦୀ ଗସ୍ତରେ ସୁରେଶ, ଐତିହ୍ୟ ପ୍ରକଳ୍ପର ସମୀକ୍ଷା

ମୁଖ୍ୟ ଶାସନ ସବିଙ୍କର ସୁଆଣ୍ଡୋ ଗ୍ରାମ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ ଡିସେମ୍ବର ଶେଷ ସୁଦ୍ଧା ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ନିର୍ଦ୍ଦେଶ ସାକ୍ଷୀଗୋପାଳ, ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସତ୍ୟବାଦୀ ଗସ୍ତରେ ଆସି ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପର କ୍ଷେତ୍ର
Read More...

ଦିଲ୍ଲୀରେ ପୁଣି ବଢିଲା ପ୍ରଦୂଷଣ

ନୂଆଦିଲ୍ଲୀ; ଆଗକୁ ଦୀପାବଳି ଥିବାବେଳେ ରାଜଧାନୀର ଆକାଶ ଧୂଆଁରେ ଢ଼ାଙ୍କି ହୋଇଯାଇଛି। ବାୟୁର ମାନ ଖରାପ ହେବା ଯୋଗୁଁ ପୁଣି ଅସ୍ତବ୍ୟସ୍ତ ହେଲେଣି ଦିଲ୍ଲୀବାସୀ । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା କଟକଣା ଲାଗୁ କରାଯାଇଛି। ସୂଚନାନୁସାରେ : ଶନିବାର ଦିଲ୍ଲୀର ବିଭିନ୍ନ
Read More...