ଖୋଲିଲା ସ୍କୁଲ,କଲେଜ..କୋଭିଡ କଟକଣାରେ ପାଠପଢା
ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆଜିଠୁ ପୁଣି ଖୋଲିଛି ସ୍କୁଲ, କଲେଜ । ସବୁ ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହୋଇଛି । କୋଭିଡ କଟକଣା ମଧ୍ୟରେ ପାଠପଢା ଆରମ୍ଭ ହୋଇଛି । ସ୍କୁଲ ପରିସରକୁ ସଂପୂର୍ଣ୍ଣ!-->…
Read More...
Read More...