ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଗୁରୁତର ଅବସ୍ଥାରେ ସଲମାନ, ହରାଇପାରନ୍ତି ଆଖି

ଅଭିଯୁକ୍ତକୁ ଚିହ୍ନଟ ପରେ ଗିରଫ କଲା ପୁଲିସଲିଭର ନଷ୍ଟ ହୋଇଥିବା ସୂଚନା, ହାତ ଶିରା ବି ନଷ୍ଟଭେଣ୍ଟିଲେଟରରେ ଅଛନ୍ତି ଏହି ୭୫ବର୍ଷୀୟ ଲେଖକ ନ୍ୟୁୟର୍କ: ଶୁକ୍ରବାର ମଞ୍ଚରେ ବକ୍ତୃତା ଦେବା ବେଳେ ଛୁରାମାଡର ଶିକାର ହୋଇଥିବା ୭୫ବର୍ଷୀୟ ବିଶିଷ୍ଟ ଲେଖକ ସଲମାନ୍ ରୁଶଦିଙ୍କ
Read More...

ତିନିଦିନିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ

•ରାଉରକେଲା ସହରରେ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେବେ•ଭାରତ ସରକାରଙ୍କ ତରଫରୁ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କରିବେ•ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ•ଅଗଷ୍ଟ ୧୪ରେ ଭୁବନେଶ୍ୱର ଠାରେ ବିଭାଜନ ବିଭୀଷିକା ସ୍ମରଣ ଦିବସ
Read More...

ବିଶିଷ୍ଟ ଲେଖକ ସଲ୍‌ମାନ୍ ରସିଦ୍‌ଙ୍କୁ ଛୁରାମାଡ଼

ନ୍ୟୁୟର୍କ: ବିବାଦରେ ଥିବା ବୁକର ପୁରସ୍କାର ଜିତିଥିବା ବିଶିଷ୍ଟ ଲେଖକ ସଲମାନ ରସିଦ୍‌ଙ୍କୁ କେହି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ନ୍ୟୁୟର୍କର ବକ୍ତୃତା ମଞ୍ଚ ଉପରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଆହତ ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ୧୯୮୦ରେ ରସିଦ୍‌ଙ୍କ ‘ଦ
Read More...

ବାବାଙ୍କୁ ସୁନାମୁକୁଟ ଦେଲେ ଭକ୍ତ

ଶିରିଡି: ମହାରାଷ୍ଟ୍ର ଶିରିଡିରେ ଥିବା ସାଇବାବାଙ୍କୁ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ଗୋଟିଏ ସୁନା ମୁକୁଟ ପ୍ରଦାନ କରିଛନ୍ତି। ସତୀଶ ପ୍ରଭାକର ନାମକ ୫୭ବର୍ଷୀୟ ଏହି ବ୍ୟକ୍ତି ୩୬ଲକ୍ଷ ୯୮ ହଜାର ଟଙ୍କା ମୂଲ୍ୟରେ ଏହି ମୁକୁଟ ଦେଇଛନ୍ତି। ଏହାର ଓଜନ ୭୭୦ ଗ୍ରାମ୍ ଓଜନ ହେବ ବୋଲି କୁହାଯାଉଛି।
Read More...

ସ୍ବେରେଜ୍ ପାଣିରେ ପୋଲିଓ ଜୀବାଣୁ

ନ୍ୟୁୟର୍କ: ନ୍ୟୁୟର୍କ ସ୍ବେେରଜ୍ ପାଣିରେ ପୋଲିଓ ଜୀବାଣୁ ଥିବା ନେଇ ଗୋଟିଏ ଆତଙ୍କ ସୃଷ୍ଟିକାରୀ ଖବର ସାମ୍ନାକୁ ଆସିଛି। ସ୍ଥାନୀୟ ସ୍ବାସ୍ଥ୍ୟ କମିସନର ଡ. ମେରି ଟି ବ୍ୟାସେଟ୍ କହିଛନ୍ତି ଯେ ନ୍ୟୁୟର୍କ ସହରର ବର୍ଜ୍ୟଜଳ ନମୁନାରେ‌ ପୋଲିଓ ଭାଇରସ୍ ଚିହ୍ନଟ ହେବା ଗୋଟିଏ ବଡ ଘଟଣା ନୁହେଁ।
Read More...

ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ‘ଜଳଜୀବନ ମିଶନ’ ଯୋଜନା ଅନ୍ତର୍ଗତ ୩ଟି ଜିଲ୍ଲା ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ନିମନ୍ତେ ୧୨୧୦.୦୪କୋଟି ଟଙ୍କାର ୯ଟି ଟେଣ୍ଡରକୁ ଆଜି
Read More...

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ପଶ୍ଚିମ ମିଆଁମାର ନିକଟବର୍ତ୍ତୀ ଅଞ୍ଚଳ ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହି କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ରେ ପରିଣତ ହେବା ସହ ପରବର୍ତ୍ତୀ ୨୪ ଘଣ୍ଟା ରେ ଅଧିକ ଘନୀଭୂତ ହୋଇ ଚିହ୍ନିତ ଲଘୁଚାପ/ ଡିପ୍ରେଶନ୍ ରେ
Read More...

ନବୀନଙ୍କ ହାତରେ ଲୋକାର୍ପିତ ହେଲା ‘ଦେଓ ଓ ସୁବର୍ଣ୍ଣରେଖା ପ୍ରକଳ୍ପ’

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତଉଭୟ ପ୍ରକଳ୍ପରେ ୨୭ ହଜାର ହେକ୍ଟରରୁ ଅଧିକ ଜମିକୁ ମିଳିବ ଜଳସେଚନ ସୁବିଧା, ୨.୫ ଲକ୍ଷରୁ ଅଧିକ ଚାଷୀ ହେବେ ଉପକୃତ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଦୁଇଟି
Read More...

ଆଜି ମୟୁରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଗସ୍ତରେ ଯିବେ । ଗସ୍ତକୁ ଆଖିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।ଆଜି କରଞ୍ଜିଆ ବ୍ଲକର ହାତୀବାରି ଠାରେ ଦେଓ ଜଳସେଚନ ଓ ରାସଗୋବିନ୍ଦପୁର ବ୍ଲକର ଟିକରପଡା ଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିବେ।
Read More...

ଘର କଳି ତୁଟିଲା,ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଗିରିରାଜ ଓ ପ୍ରଦୀପଙ୍କ ଆଲୋଚନା

• ପିଏମ ଆବାସ ଯୋଜନାରେ ସବୁପ୍ରକାର ସହଯୋଗ ଦେବା ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରତିଶ୍ରୁତି• ପିଏମ ଆବାସ ଘରେ କେବଳ ଭାରତ ସରକାରଙ୍କ ଲୋଗୋ ଲଗାଇବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଓଡ଼ିଶା ସରକାରଙ୍କୁ ପରାମର୍ଶ• ରାଜ୍ୟ ସରକାରଙ୍କୁ ସ୍ୱଚ୍ଛତାର ସହ ହିତାଧିକାରୀ ଚୟନ କରିବା,
Read More...