ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

କରୋନାର ଚତୃର୍ଥ ଲହରକୁ ନେଇ କ’ଣ କହିଲେ ଆଇଆଇଟି ପ୍ରଫେସର

ଦେଶର ଅନେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ପୁଣି ଘାରିଛି କରୋନା ଭୟ । କରୋନାର ଚତୃର୍ଥ ଲହରକୁନେଇ ପୁଣି ପଶିଛି ଚିନ୍ତା ।ତେବେ ପୂର୍ବରୁ ଦୁଇ ଦୁଇ ଥର କରୋନାକୁ ନେଇ ସଠିକ ଭବିଷ୍ୟବାଣୀ କରିସାରିଥିବା କାନପୁରର ଆଇଆଇଟି ପ୍ରଫେସର ଚତୃର୍ଥ ଲହରକୁ ନେଇ
Read More...

ପ୍ରଶାନ୍ତ କିଶୋର କି ନିଷ୍ପତ୍ତି ନେଲେ

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗତ ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କୁ ଭେଟିଛନ୍ତି। ସୋମବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଘରେ ଏକ ବଡ଼ ବୈଠକ ବସିଛି। ସୋନିଆ ଗାନ୍ଧୀ, ପ୍ରିୟଙ୍କା ,ଅମ୍ବିକା ସୋନୀ, ପି.ଚିଦାମ୍ବରମ, ଜୟରାମ
Read More...

ଓମଫେଡ୍ କ୍ଷୀର: କେତେ ଥିଲା, କେତେ ହେବ?

ଭୁବନେଶ୍ବର: ମହଙ୍ଗା ମାଡ଼ରେ ସାଧାରଣ ଲୋକେ ଅସ୍ତବ୍ୟସ୍ତ> ଦିନକୁ ଦିନ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି। ବଢିବ ଓମଫେଡ୍ କ୍ଷୀର ଦର ଓମଫେଡ଼ କ୍ଷୀର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ । ଆସନ୍ତା ୨୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ। ଓମଫେଡ ଦର ବୃଦ୍ଧି ପରେ ୫ ଶହ ମିଲିଲିଟର
Read More...

ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ; କିପରି କରିବେ ଡାଉନଲୋଡ

କଟକ: ଆଜିଠୁ ମିଳିବ ମାଟ୍ରିକ ଆଡମିଟ କାର୍ଡ। ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ ଆସେସମେ ପାଇଁ ଅନଲାଇନରେ ଆଡମିଟ କାର୍ଡ ମିଳିବ। ବୋର୍ଡ ୱେବସାଇଟରୁ ଛାତ୍ରଛାତ୍ରୀ ମାନେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଆଜି ଦିନ ୧୦ଟାରେୁ ବୋର୍ଡ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେବ। ସେହିପରି
Read More...

ମନଲାଖି ନେତା ପାଉନାହାନ୍ତି ସୋନିଆ

ପ୍ରଶାନ୍ତଙ୍କ ଫର୍ମୁଲା ପରେ କଂଗ୍ରେସରେ ଉତ୍ସାହଚାରି କାର୍ଯ୍ୟକାରୀ ସଭାପତିଙ୍କୁ ନିଆଯାଇପାରେଆଲୋଚନା ପାଇଁ ୨୨ରେ ଆସୁଛନ୍ତି ଚେଲ୍ଲାକୁମାର ନୂଆଦିଲ୍ଲୀ: ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ୨୦୨୪ ନିର୍ବାଚନ ସଂକ୍ରାନ୍ତରେ ଯେଉଁ ଫର୍ମୁଲା କଂଗ୍ରେସ ହାଇକମାଣ୍ଡଙ୍କୁ ଧରାଇଛନ୍ତି,
Read More...

୧୧ ସପ୍ତାହ ପରେ ୩୫% ବଢିଲା ଦେଶରେ ସାପ୍ତାହିକ ସଂକ୍ରମଣ

ନୂଆଦିଲ୍ଲୀ: ପୁଣି ଡରାଇଲା କରୋନା। ଦେଶରେ କରୋନା ସଂକ୍ରମଣ ଏବେ ବୃଦ୍ଧି ସଙ୍କେତ ମିଳିଲାଣି। ୧୧ ସପ୍ତାହ ପରେ ଦେଶରେ ସାପ୍ତାହିକ କରୋନା ସଂକ୍ରମଣ ୩୫ ପ୍ରତିଶତ ବୃଦ୍ଧି ପାଇଛି। ମୋଟ ଉପରେ ଦେଶରେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶରେ ସଂକ୍ରମଣ ବଢୁଥିବାରୁ
Read More...

ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ମହାସଙ୍ଘ

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଡ୍ରାଇଭର । ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଲା ଓଡିଶା ଡ୍ରାଇଭର ମହାସଂଘ । ରାଜଧାନୀରେ ୩୦ ଜିଲ୍ଲାର ଗାଡି ଚାଳକ ମାନେ ଏକାଠି ହୋଇଛନ୍ତି । ୧୦ ଦଫା ଦାବି ନେଇ ରାଜଧାନୀରେ ମାଷ୍ଟର କ୍ୟାଣ୍ଟିନରେ ହଜାର ହାଜର ଡ୍ରାଇଭର ଏକାଠି ହୋଇଛନ୍ତି । ଭୁବନେଶ୍ୱରରେ ନିଜ
Read More...

ପ୍ରଫୁଲ୍ଲ କର ଆଉନାହାନ୍ତି

ଭୁବନେଶ୍ବର: ନିଜର ଚମତ୍କାର ସ୍ୱର ପାଇଁ ଜଣାଶୁଣା; ଓଡିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ପୃଷ୍ଠପୋଷକ, ବିଶିଷ୍ଟ ସଙ୍ଗୀତଜ୍ଞ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରଫୁଲ୍ଲ କରଙ୍କର ଆଜି ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ଓଡ଼ିଶାର ଏହି ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ୮୩ ବର୍ଷ ବୟସ
Read More...

କାହିଁକି ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି। ଆସନ୍ତା ୨୧ ତାରିଖରେ ଗୁଜୁରାଟ ଯିବେ ବୋରିସ ଜନସନ। ୨୨ ତାରିଖରେ ଦିଲ୍ଲୀରେ
Read More...

ଏବେ ବି କୋଟି ଓଡିଆଙ୍କ ମନରେ କଳିଙ୍ଗ ଭୂମିପୁତ୍ର ବିଜୁବାବୁ

ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ୧୭ ଏପ୍ରିଲ, ୧୯୯୭ ମସିହା । ଆଜିକୁ ଠିକ ୨୫ ବର୍ଷ ତଳେ ସବୁଦିନ ପାଇଁ ବୀର ପୁଅକୁ ହରାଇସାରିଥିଲା ପୁରା ଓଡିଶା । ଦିଲ୍ଲୀରୁ ଆସିଥିଲା ଏକ ଦୁଃସମ୍ବାଦ ଶୁଣି ପୁରା ଓଡିଶା
Read More...