ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ବାତ୍ୟାକୁ ଗୁଜବ ବୋଲି କହିଲା ଆଇଏମଡି

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ ବତ୍ୟା ଆଶଙ୍କାକୁ ଗୁଜବ ବୋଲି କହିଛି। ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବା କହିଛି ଆମେରିକାର ଜିଏଫଏସ ମଡେଲ। କିନ୍ତୁ ବାତ୍ୟା ନେଇ ଯେଉଁ ଗୁଜବ ଉଠିଛି,ସେଥିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି
Read More...

ଭିଜିଲାନ୍ସ ଜାଲରେ କିରାଣୀ

କେନ୍ଦୁଝର: କେନ୍ଦୁଝର ବାଂଶପାଳ ବିଇଓ ଅଫିସର ଜୁନିୟର କ୍ଲର୍କ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ସରକାରୀ କ୍ୱାଟର୍ସ ସମେତ ୫ଟି ଜାଗାରେ ଚଢାଉ ହେଉଛି । ଗଙ୍ଗାଧରଙ୍କ ବାଂଶପାଳ ଅଫିସ , କେନ୍ଦୁଝରସ୍ଥିତ
Read More...

୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

୨-୧ରେ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା ଧୱନ ବାହିନୀବୋଲାରଙ୍କ କମାଲ ଯୋଗୁଁ ମ୍ୟାଚ୍ ହତେଇଲା ଭାରତ୭ ୱିକେଟରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ଜିତିଲା ଭାରତ। ଶେଷ ମ୍ୟାଚରେ ବୋଲରଙ୍କ
Read More...

ଫେରିବ କି କରୋନା ?

ପୁଣି ଚିନ୍ତା ବଢ଼ାଇଲାଣି ମହାମାରୀ କରୋନାଚୀନରେ ଓମିକ୍ରନ ଦୁଇ ନୂଆ ସବ୍‌-ଭାରିଆଣ୍ଟ ଚିହ୍ନଟଏହା ଅଧିକ ସଂକ୍ରାମକ ଏବଂ ଦ୍ରୁତ ଗତିରେ ବ୍ୟାପୁଛି ଚୀନ: ବିଶ୍ୱରେ କରୋନା ଭାଇରସ ମାମଲା ହ୍ରାସ ପାଉଥିବା ବେଳେ ଚୀନରେ କିନ୍ତୁ ଫେଲ୍ ମାରୁଛି । ପୁଣି ଚୀନରେ ଓମିକ୍ରନର ଦୁଇ ନୂଆ
Read More...

ଏକନାଥଙ୍କ ପାର୍ଟିକୁ ମିଳିଲା ୨ଟି ଖଣ୍ଡା ଓ ଢ଼ାଲ ଚିହ୍ନ

ସିନ୍ଧେଙ୍କ ପାର୍ଟିକୁ ମିଳିଲା ଖଣ୍ଡା ଓ ଢ଼ାଲ ଚିହ୍ନସିନ୍ଧେ ଗୋଷ୍ଠୀ ପଠାଇଥିଲେ ନିଜ ପସନ୍ଦର ୩ଟି ନିର୍ବାଚନ ଚିହ୍ନ ମୁମ୍ବାଇ: ଗତକାଲି ଉଦ୍ଧବ ଠାକରେଙ୍କ ପାର୍ଟିକୁ ମିଳିଥିଲା ମଶାଲ ଚିହ୍ନ, ଆଜି ନିର୍ବାଚନୀ ଚିହ୍ନ ଭାବେ ସିନ୍ଧେ ଗୋଷ୍ଠୀ ପାଇଲେ ୨ଟି ଖଣ୍ଡା ଓ ଢ଼ାଲ। ମହାରାଷ୍ଟ୍ର
Read More...

ଗାଙ୍ଗୁଲିଙ୍କ ସ୍ଥାନ ନେବେ ରୋଜର ବିନ୍ନି !

ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିବେ ସୌରଭ ଗାଙ୍ଗୁଲି !ଗାଙ୍ଗୁଲିଙ୍କ ସ୍ଥାନ ନେଇପାରନ୍ତି ରୋଜର ବିନ୍ନିଅକ୍ଟୋବର ୧୧ ରେ ନାମାଙ୍କନ ଦାଖଲ କରିବେ ବିନ୍ନି ମୁମ୍ବାଇ: ବିସିସିଆଇ ଅଧ୍ୟକ୍ଷ ପଦ ନେଇ ଚାଲିଛି କଳ୍ପନାଜଳ୍ପନା । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଧ୍ୟକ୍ଷ ପାଇଁ ସାମ୍ନାକୁ ଆସୁଛି
Read More...

ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଡି.ୱାଇ ଚନ୍ଦ୍ରଚୂଡ

ପରବର୍ତ୍ତୀ CJI ହେବେ ଡି.ୱାଇ ଚନ୍ଦ୍ରଚୂଡଚନ୍ଦ୍ରଚୂଡଙ୍କ ନାଁ ସୁପାରିଶ କରିଛନ୍ତି ୟୁୟୁ ଲଳିତନଭେମ୍ବର ୯ ତାରିଖରେ ନେବେ ଶପଥ ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ । ନିଜର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ନାଁ ସୁପାରିଶ
Read More...

ବଦଳିବ ମହାକଳେଶ୍ବର ମନ୍ଦିରର ରୂପରେଖ, ଖର୍ଚ୍ଚ ହେବ ୮୫୦ କୋଟି

ଆଜି ମହାକାଳ କରିଡରର ଉଦଘାଟନପ୍ରକଳ୍ପକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀବିକାଶ ପାଇଁ ଖର୍ଚ୍ଚ ହେବ ୮୫୦ କୋଟି ଉଜ୍ଜୟିନୀ; ଭାରତର ୧୨ ଜୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ ହେଉଛି ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିର । ଆଜି ବିଶ୍ବ ପ୍ରସିଦ୍ଧ ମହାକାଳ କରିଡରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।
Read More...

ସୈଫାଇରେ ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ

ଆଜି ପଞ୍ଚଭୂତରେ ଲୀନ ହେବେ ମୁଲାୟମପୈତୃକ ଗାଁ ସୈଫାଇରେ ହେବ ଶେଷକୃତ୍ୟ ସମ୍ପର୍ଣ୍ଣମୁଲାୟମଙ୍କ ବିୟୋଗରେ ୩ଦିନିଆ ଶୋକ ଘୋଷଣା ଉତ୍ତରପ୍ରଦେଶ: ଆଜି ପଞ୍ଚଭୂତରେ ଲୀନ ହେବେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ । ନିଜ ପୈତୃକ
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ୨ ଆତଙ୍କବାଦୀ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ପୁଣି ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ କୁଖ୍ୟାତ ଆତଙ୍କବାଦୀ । ସୋମବାର ସକାଳେ ଅନ୍ତନାଗରେ ବଡ ଧରରଣ ଏନକାଉଣ୍ଟର ହୋଇଛି । ଘଟଣାରେ ହିଜବୁଲ ମୁଜାହିଦ୍ଦିନର ୨ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ନିହତ କରିଛି ଜମ୍ମୁକଶ୍ମୀର ପୁଲିସ ଓ ସେନାର ମିଳିତ ଟିମ।
Read More...