ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ସ୍କୁଲରେ ୧୩ ଛାତ୍ର, ୩ ଶିକ୍ଷକ ସଂକ୍ରମିତ, ବନ୍ଦ ହେଲା ପାଠପଢା

କରୋନା ସଂକ୍ରମଣରୁ ଟିକେ ଆଶ୍ୱସ୍ତି ମିଳିବା ପରେ ଏବେ ଧୀରେ ଧୀରେ ସବୁ ସ୍କୁଲ ଖୋଲିବା ସହ ପାଠପଢା ଆରମ୍ଭ ହୋଇଛି । କିନ୍ତୁ ସ୍କୁଲ ଖୋଲିବାର ଦିନ କେଇଟା ନବିତିଣୁ ପୁଣି ଫେରିଛି କରୋନା ଭୟ । ନୋଏଡା ସେକ୍ଟର ୪୦ ସ୍ଥିତ ଖୈତାନ ସ୍କୁଲରେ ୧୩ ଜଣ ଛାତ୍ର ଓ ୩ ଜଣ ଶିକ୍ଷକ କରୋନା ସଂକ୍ରମିତ ଥିବା
Read More...

ଟ୍ରେନ ମାଡିଯାଇ ୫ ଜଣଙ୍କ ମୃତ୍ୟୃୁ, ମୃତକଙ୍କ ମଧ୍ୟରେ ଜଣେ ଓଡିଆ ଥିବା ସୂଚନା

ସୋମବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଚିପୁରପାଲି ଷ୍ଟେସନ ନିକଟରେ ଟ୍ରେନ ମାଡିଯାଇ ୫ ଜଣଙ୍କ ଜୀବନ ଦୀପ ଲିଭିଯାଇଛି । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ ରାତିର ଅନ୍ଧକାର ମଧ୍ୟରେ ଲୋକଙ୍କ ଉପରେ ମାଡିଯାଇଥିଲା । ତେବେ ମୃତକଙ୍କ ମଧ୍ୟରେ ଜଣେ ଓଡିଆ ଥିବା
Read More...

‘ସରକାରକୁ ଆସିଲ, ସୈତାନଙ୍କୁ ସାବାଡ଼ କର’

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକା ମାଟିରୁ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ବାର୍ତ୍ତା ଦେଇଛନ୍ତି । ରାଜନାଥ ଏବେ ଆମେରିକା ଗସ୍ତରେ ଅଛନ୍ତି । ସେଠାରୁ ସେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ବାର୍ତ୍ତା
Read More...

କେନ୍ଦୁଝରରେ ଇଣ୍ଟରନେଟ ସେବା ବନ୍ଦ

କେନ୍ଦୁଝର ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁଁ ସମସ୍ତ ନେଟୱର୍କର ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ଯୋଡ଼ା ସହରରେ ୧୪୪ ଧାରା ଜାରି କରାଯିବା ସହ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଯୋଡ଼ା ବଜାରରେ ଏକ ଧାର୍ମିକ ଶୋଭାଯାତ୍ରା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ
Read More...

୧୫୦୦ ଫୁଟ ତଳକୁ ଖସିପଡିଲେ ଯୁବକ

ଝାଡ଼ଖଣ୍ଡ ଦେଓଘରରେ ରୋପୱେ ଦୁର୍ଘଟଣାର ୪୦ ଘଣ୍ଟା ପରେ ବି ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ରେସ୍କୁ ଅପରେସନ ସମୟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ତେବେ ଏବେ ବି ୯ ଜଣ ଫସିରହିଥିବା ବେଳେ ହୃଦୟ ଦୋହାଲାଇଦେଲା ଭଳି ଭିଡିଓ ସାମନାକୁ ଆସିଛି । ହେଲିକପ୍ଟରରେ ଉଦ୍ଧାର ବେଳେ ୧୫୦୦
Read More...

କୋଟିଆ ଦଖଲ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପଦବି!

ଭୁବନେଶ୍ବର: କୋଟିଆ ପ୍ରସଙ୍ଗର ସାନି ଶୁଣାଣି ଲାଗି ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ ପରେ ଓଡ଼ିଶା ସରକାର ଯେତିକି ଉତ୍ସାହିତ ଅଛନ୍ତି, ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସେତିକି ବଡ ଝଟକା ଲାଗିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେଇ
Read More...

ଶପଥ ନେଉ ନେଉ ଶାହବାଜ ଇସ୍ତଫା ଦେଇଦେବେ ବୋଲି କାହିଁକି କହିଲେ?

ଇସଲାମବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶାହବାଜ ସରିଫ୍ ଆଜି କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ପାକ୍ ଅଡୁଆ ଛିଡିଲାନି। ଇମ୍ରାନ ଆରମ୍ଭରୁ ଅତ୍ୟନ୍ତ କଡା ଆଭିମୁଖ୍ୟ ଆପଣାଇଥିବା ବେଳେ ଶାହବାଜଙ୍କ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ ସାମ୍ନାକୁ ଆସିିଛି। ପରିସ୍ଥିତି ଏତେ ଗମ୍ଭୀର
Read More...

ପ୍ରଶଂସା କଲେ ବାଇଡେନ୍, ବଢ଼ିଲା ଭାରତର ପତିଆରା

ମୋଦୀ-ବାଇଡେନ୍ ଭର୍ଚୁଆଲ ବୈଠକ ଶେଷ, ଆଗକୁ ସଂପର୍କ ନିବିଡ ହେବ ବୋଲି କହିଲା ଆମେରିକା ନୂଆଦିଲ୍ଲୀ: ଭାରତର ବୈଦେଶିକ ନୀତି ବିଶ୍ବ ଚମକାଇ ଦେଇଛି। ସାମାନ୍ୟ ଗରମ ଓ ନରମ ଭାଷାରେ ୟୁକ୍ରେନ ପ୍ରସଙ୍ଗରେ ଭାରତକୁ ଚେତାବନୀ ଦେଇ ଆସୁଥିବା ଆମେରିକା ଶେଷରେ ୟୁଟର୍ଣ୍ଣ ମାରିଲା। କେବଳ ସେତିକି
Read More...

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀଠାରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହି ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଏହି ଅବସରରେ
Read More...

ଢ଼େଙ୍କାନାଳରେ ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ଘଟଣାରେ ଚିନ୍ତାପ୍ରକଟ କେଲେ କେନ୍ଦ୍ରମନ୍ତ୍ରୀ

ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀଭୟ ଓ ଆତଙ୍କରାଜ ସୃଷ୍ଟି କରି ବିଜେପି ନେତାଙ୍କ ସ୍ୱରକୁ ଦବାଯାଇପାରିବ ନାହିଁଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କେବଳ ମୋ
Read More...