ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମିଳିମିଳାକୁ ନେଇ ‘ହୁ’ର ଚେତାବନୀ

ନୂଆଦିଲ୍ଲୀ; ଭାରତ ସମେତ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଛି ମିଳିମିଳା ସଂକ୍ରମଣ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମିଳିମିଳା ଗମ୍ଭୀର ରୂପ ଧାରଣ କରିଛି। ଗତ କିଛି ଦିନ ଭିତରେ ମୁମ୍ବାଇରେ ମିଳିମିଳାର ସଂକ୍ରମଣ ଚିନ୍ତା ବଢାଇଛି । ଏଯାଏଁ ୨୩୩ ଜଣ ମିଳିମିଳାରେ ଆକ୍ରାନ୍ତ ହୋଇଥିବା…
Read More...

ଦୁନିଆର ସବୁଠୁ ଦାମୀ ଔଷଧ ‘ହେମଜେନିକ୍ସ’

ଆମେରିକା; ଜାଣିଛନ୍ତି କି ଦୁନିଆର ସବୁଠୁ ଦାମୀ ଔଷଧ ବିଷୟରେ । ଏହି ଔଷଧର ଦାମ୍ ଶୁଣିଲେ ପ୍ରାୟ ସମସ୍ତଙ୍କ ହୋସ୍ ଉଡିଯିବ । ଆମେରିକାର ଫେଡେରାଲ ଡ୍ରଗ୍ ଆଡମିନିଷ୍ଟ୍ରେସନ ଏକ ଔଷଧକୁ ଦୁନିଆର ସବୁଠୁ ଦାମି ଔଷଧର ମାନ୍ୟତା ଦେଇଛନ୍ତି । ସେହି ଔଷଧର ନାଁ ହେଉଛି ‘ହେମଜେନିକ୍ସ’ । ଯାହାର ଗୋଟିଏ…
Read More...

କିମ୍ବଦନ୍ତୀ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ମୁମ୍ବାଇ; କିମ୍ବଦନ୍ତୀ ଅଭିନେତା ବିକ୍ରମ ଗୋଖଲେଙ୍କ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ଅଭିନେତା ଆଜି ଅପରାହ୍ନରେ ପୁଣେର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତା ଅସୁସ୍ଥ ଥିବାରୁ ଗତ ୫ ତାରିଖରୁ ତାଙ୍କୁ ପୁଣେର ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ…
Read More...

ବିଜାପୁର ଏନକାଉଣ୍ଟରରେ ଟିଳିଲେ ୩ ନକ୍ସଲ

ଛତିଶଗଡ; ଛତିଶଗଡ଼ରେ ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ବିଜାପୁର ଜଙ୍ଗଲରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ । ଉଭୟ ପକ୍ଷରୁ ଗୁଳିବିନିମୟ ବେଳେ ୩ ମାଓବାଦୀ ନିହତ ହୋଇଛନ୍ତି । ସିଆରପିଏଫ, ଡିଆରଜି ଓ ଏସଟିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ ବେଳେ…
Read More...

ମୁମ୍ବାଇ ଆକ୍ରମଣକୁ ପୁରିଲା ୧୪ ବର୍ଷ,ତଥାପି ଭୁଲି ନାହାନ୍ତି ଲୋକେ

ମୁମ୍ୱାଇ: ଆଜକୁ ଠିକ୍ ୧୪ ବର୍ଷ ତଳେ ୨୬ ନଭେମ୍ୱର ୨୦୦୮ ସନ୍ଧ୍ୟା ସମୟରେ ପାକିସ୍ତାନୀ ଜୈଶ-ଏ-ମୋହମ୍ମଦର ୧୦ ସଇତାନ ଆତଙ୍କବାଦୀ ମୁମ୍ୱାଇରେ ଆକ୍ରମଣ କରିଥିଲେ। ବୋମା ଓ ଗୁଳି ବର୍ଷାରେ ଥରିଥିଲା ପୂରା ସହର। ଭାରତ ଇତିହାସରେ ସେହି କଳା ଦିନକୁ ଆଜି ବି କେହି ଭୁଲି ପାରିନାହାନ୍ତି।…
Read More...

ନାକରେ ଦିଆଯିବ କୋଭିଡ ଭାକ୍ସିନ, ମଞ୍ଜୁରୀ ଦେଲା ଡିସିଜିଆଇ

ନୂଆଦିଲ୍ଲୀ; ଆସିଲା ଭାରତର ପ୍ରଥମ କୋଭିଡ ନାଜାଲ ଭାକ୍ସିନ ‘ଇନକୋଭାକ’ । ଏଣିକି ନାକରେ ଦିଆଯିବ କୋଭିଡ ଭାକ୍ସିନ । ଏହି ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଛନ୍ତି ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । କୋଭିଡ ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ ଏଣିକି ଇନକୋଭାକର ଜରୁରୀକାଳୀନ ବ୍ୟବହାର…
Read More...

ଇତିହାସ ରଚିଲା ଇସ୍ରୋ

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ ଲଞ୍ଚ କରିଛି ୯ଟି ସାଟେଲାଇଟ । ଶ୍ରୀହରିକୋଟା ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହୋଇଛି ରକେଟ । ଏହି ୯ଟି ସାଟେଲାଇଟ ମଧ୍ୟରେ ରହିଛି ମୁଖ୍ୟ ସାଟେଲାଇଠ EOS-06 ଓ ୮ଟି ନାନୋସାଟେଲାଇଟ । ଆଜି ଦିନ ୧୧ଟା ୫୬ରେ ଓସେନସେଟ…
Read More...

ବ୍ରିଟେନରେ ଏସୀୟ ଧନୀ ତାଲିକାର ୧୭ତମ ସ୍ଥାନରେ ଋଷି ସୁନକ

ନୂଆଦିଲ୍ଲୀ; ଦିନକୁ ଦିନ ବଢିବାରେ ଲାଗିଛି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଧବ ଋଷି ସୁନକଙ୍କ ସମ୍ପତ୍ତି । ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି । ତାଲିକାରେ ସୁନକ ଦମ୍ପତ୍ତି ୧୭ତମ ସ୍ଥାନରେ…
Read More...

ସ୍ମାର୍ଟ ଫୋନ୍ ବ୍ୟବହାର ନେଇ ଲାଗିଲା କଟକଣା

ପୁରୀ; ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ୍ ବ୍ୟବହାର ନେଇ ଲାଗିଲା କଟକଣା । ଏଣିକି ଜଗନ୍ନାଥଙ୍କ ମନ୍ଦିର ଭିତରକୁ ପୁଲିସ କର୍ମଚାରୀ ସ୍ମାର୍ଟ ଫୋନ ନେଇ ଯାଇପାରିବେ ନାହିଁ । ଏନେଇ ପୁରୀ ଏସପି କଡ଼ା ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ, ପୁଲିସ…
Read More...

୪୮ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଶୀତ ସହାୟତା

ଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମଧୁବାବୁ ପେନ୍ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀ ମାନଙ୍କୁ ମିଳିବ ଏହି ସହାୟତା ଡିସେମ୍ବର ପହିଲା ସୁଦ୍ଧା ୪୮ ଲକ୍ଷରୁ ଅଧିକ ହିତାଧିକାରୀ କମ୍ବଳ ପାଇଁ ୩୦୦ ଟଙ୍କା ଲେଖାଏ…
Read More...