ଭାରତୀୟ ରେଳରେ ହାଇଡ୍ରୋଜେନ୍ ଟ୍ରେନ୍
ନୂଆଦିଲ୍ଲୀ: ସ୍ୱଚ୍ଛ ଓ ସ୍ଥାୟୀ ପରିବହନ ବ୍ୟବସ୍ଥା ଦିଗରେ ଭାରତୀୟ ରେଳ ବିଭାଗ ଏକ ଐତିହାସିକ ପଦକ୍ଷେପ ନେଇଛି। ରେଳ ମନ୍ତ୍ରଣାଳୟ ୧୦ ଡବା ବିଶିଷ୍ଟ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଚାଳିତ ଟ୍ରେନ୍ ଚଳାଚଳକୁ ଅନୁମୋଦନ କରିଛି। ଏହି ଟ୍ରେନ୍ ଖୁବଶୀଘ୍ର ଉତ୍ତର ରେଲୱେର ହରିୟାଣାସ୍ଥିତ!-->…
Read More...
Read More...