ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଆଜିଠୁ ରିମାଣ୍ଡରେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତ, ସତ ଉଗାଳିବ କ୍ରାଇମବ୍ରାଞ୍ଚ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଖୋଲିପାରେ ଗୁମର । ପଦାକୁ ଆସିପାରେ ହତ୍ୟାକାଣ୍ଡ ପଛର ଥିବା ସତ । ଆଜିଠୁ ମାମଲାର ମୁଖ୍ୟ ଅଭିଯୁକ୍ତ କୁହଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସମେତ ନିରଞ୍ଜନ ସେଠୀ, ରାଜ କମ୍ୟୁନିକେସନର ମାଲିକ
Read More...

୭ମ ବେତନ କମିଶନ ବାବଦ ବକେୟା ୨୦% ଅର୍ଥ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଏହାଦ୍ବାରା କର୍ମଚାରୀମାନେ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେପୂର୍ବରୁ ୮୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଛିଉପକୃତ ହେବେ ୪ ଲକ୍ଷ କର୍ମଚାରୀ, ୮୫୦ କୋଟି ଟଙ୍କା ବ୍ୟୟ ବରାଦ ଭୁବନେଶ୍ବର: ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ
Read More...

ଯେତେ ଖୋଳିଲେ ସେତେ ବାହାରୁଛି ଟଙ୍କା

ସରୁନି ଟଙ୍କା ଗଣା । ଯେତେ ଖୋଳିଲେ ସେତେ ବାହାରୁଛି । ଜଣେ ଯନ୍ତ୍ରୀଙ୍କ ଘରୁ ଏତେ ଟଙ୍କା ଓ ସୁନା ଗହଣା ବାହାରିଛି ଯେ ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି । ଟଙ୍କା ଗଣିବା ପାଇଁ ମେସିନ ବି ବ୍ୟବହାର କରାଯାଇଛି । ପେଟି ପେଟି ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀଙ୍କ ବି ଆଖି ଖୋସି
Read More...

ଶର୍ମିଷ୍ଠା ରାଉତ ଗିରଫ, ଖୋଲିବ ମାନସ ମୃତ୍ୟୁର ରହସ୍ୟ

ସରିଲା ଲୁଚକାଳି ଖେଳ। ଦୀର୍ଘ ଦିନ ଧରି ପୁଲିସ ସହ ଛକାପଞ୍ଝା ପରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି। ତାଙ୍କ ସହଯାଗୀ ଝୁନା ଭୋଇ ବି ଗିରଫ। କ୍ରାଇମବ୍ରାଞ୍ଚ ଏଡିଜି ଏନେଇ ସୂଚନା ଦେଇଛନ୍ତି। ଆଜି
Read More...

ଚୀନରେ କରୋନା ସ୍ଥିତି ସଙ୍ଗୀନ, ସାଂଘାଇରେ ପୁଣି ଫେରିଲା ଲକଡାଉନ

ମହାମାରୀ କରୋନାର ପ୍ରକୋପ ଏବେ ବି କମିନାହିଁ । କରୋନା ସଂକ୍ରମଣ ପୁଣି ଥରେ ଚୀନରେ ଚିନ୍ତା ବଢାଇଦେଇଛି । ଚୀନର ସାଂଘାଇରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଚୀନର ସବୁଠୁ ବଡ଼ ସହର ସାଂଘାଇରେ ପୁଣି ଥରେ ଲକଡାଉନ ଫେରିଛି । ସାଂଘାଇର ପୁଡୋଙ୍ଗ ଓ ଆଖପାଖ ଅଂଚଳରେ ସୋମବାରରୁ ଶୁକ୍ରବାର ଯାଏ
Read More...

ବିଜେଡି କବଳରେ ଅମଲାତନ୍ତ୍ର: ପୃଥ୍ୱୀରାଜ

ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶାସନିକ ଅଧିକାରୀ ଭେଟିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ନିର୍ବାଚନରେ ସଫଳତା ପରେ ରାଜ୍ୟର ବରିଷ୍ଠ ଓ ବିଶିଷ୍ଟ ପ୍ରଶାସନିକ ଅଧିକାରୀମାନେ ରାଜ୍ୟର ମୁଖିଆଙ୍କୁ ଭେଟି ଅଭିନନ୍ଦନ ଜଣାଇବା ଏହା ଚାଟୁକାରିତାକୁ ଆଙ୍ଗୁଳି ନିର୍ଦ୍ଦେଶ
Read More...

ଉପରମୁହାଁ ତେଲ ଦର, ୭ ଦିନରେ ୬ ଥର ବଢିଲାଣି

ରାତି ପାହିଲେ ବଦଳୁଛି ତେଲ ଦର । ୭ ଦିନରେ ୬ ଥର ବଢିଲାଣି ତେଲ ଦର । । ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି । ୨୨ ମାର୍ଚ୍ଚରୁ ୨୮ ମାର୍ଚ୍ଚ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୪ଟଙ୍କା
Read More...

ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି

ଭୁବନେଶ୍ବର: ରାଜଧାନୀରେ ପେଟ୍ରୋଲ ପମ୍ପରେ ଗୁଳିମାଡ଼ । ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଥିବା ପେଟ୍ରୋଲ ପମ୍ପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ଭାରତ ବନ୍ଦ ଥିବାରୁ ପେଟ୍ରୋଲ ପମ୍ପରେ
Read More...

ଆଜି ଭାରତ ବନ୍ଦ: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ?

ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଭାରତ ବନ୍ଦ । କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଦୁଇ ଦିନଆ ଭାରତ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ । ସକାଳୁ
Read More...

ବ୍ରହ୍ମପୁରରେ ନିର୍ବାଚନୀ ହିଂସା, ରାତି ଅଧରେ ଘର ଉପରୁ ଟେକା ପଥର ମାଡ଼

ବ୍ରହ୍ମପୁରରେ ଦେଖିବାକୁ ମିଳିଛି ନିର୍ବାଚନୀ ପରବର୍ତ୍ତୀ ହିଂସା । ଗଞ୍ଜାମ ଗୋଷାଣୀ ନୂଆ ଗାଁ ଅନ୍ତର୍ଗତ ବ୍ରିଟ କଲୋନୀରେ ହିଂସା ଦେଖିବାକୁ ମିଳିଛି । ପରାଜିତ ପ୍ରାର୍ଥୀଙ୍କ ଘର ଆଗରେ ରାତି ଅଧରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି । ପରାଜିତ ପ୍ରାର୍ଥୀଙ୍କ ଘର ଉପରକୁ ଟେକା ପଥର ମାଡ଼
Read More...