ପ୍ରମୁଖ ଖବର

ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ
ପରଲୋକରେ ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାର୍
କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ
ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା
ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣା : ମିଳିବ କ୍ଷତିପୂରଣ

ଭୟଙ୍କର ବିସ୍ଫୋରଣରେ ଭୁଶୁଡିଲା ଥାନା

ଭୁବନେଶ୍ବର: ଥାନା ଭିତରେ ଭୟଙ୍କର ବିସ୍ପୋରଣ। ବିସ୍ଫୋରଣରେ ଭୁଶୁଡିଲା ଥାନାର କାନ୍ଥ। ଉଡିଗଲା ଛାତ। ପୁରୀ ବଳଙ୍ଗା ଥାନାରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଢଙ୍ଗରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡମଣ୍ଡଳ ଥରିଉଠିଥିଲା। ପୂରା ଥାନା ଏବେ ମାଟିରେ
Read More...

ମୋଦୀଙ୍କ ଡିଜିଟାଲ ମିସନକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୭ – ସାମଗ୍ରିକ ଏବଂ ସମାବେଶୀ ସ୍ୱାସ୍ଥ୍ୟ ମଡ଼େଲ ତଥା ଗରିବ ଏବଂ ମଧ୍ୟବିତ ବର୍ଗର ଲୋକଙ୍କ ଚିକିତ୍ସା ପାଇଁ ହେଉଥିବା ସମସ୍ୟାକୁ ଦୂର କରିବା ଦିଗରେ ଆଜି ଆୟୁଷ୍ମାନ ଭାରତ ଡ଼ିଜିଟାଲ ମିଶନର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ
Read More...

ନବୀନ-ମୋଦୀ ବୌଦ୍ଧିକ ଲଢେଇ ପୁଣି ଜମିଲାଣି

‘ଆୟୁଷ୍ମାନ’ ଓଡ଼ିଶାରେ ଆରମ୍ଭ ହୋଇପାରିଲା ନାହିଁ; ଏବେ ଡିଜିଟାଲ ହେଲ୍‌ଥ ମିସନର ଭାଗ୍ୟ କଣ ହେବ?ଭୁବନେଶ୍ୱର: କଥା କଥାରେ ନାଲିଆଖି ଦେଖାଉଥିଲେ କେନ୍ଦ୍ର ସରକାର। ଛୋଟ ଛୋଟ କଥାରେ ରାଜ୍ୟ ବିଜେପି ନେତା ବହେ ବର୍ଷିଯାଉଥିଲେ ରାଜ୍ୟ ସରକାରଙ୍କ ଉପରେ, ବିଜେଡି ଉପରେ ବି। ପରିସ୍ଥିତିରେ ପଡି
Read More...

ସନ୍ଥଗୁଡାରେ ମାଡ ହେଲା ଗୁଲାବ, ବର୍ଷା ବିପଦ ଟଳିନି

ଭୁବନେଶ୍ବର: ପ୍ରବଳ ବର୍ଷା ଧରି ଆଗକୁ ବଢୁଥିବା ବାତ୍ୟା ଗୁଲାବ୍ ଘଣ୍ଟା ପ୍ରତି ୨୭ କିଲୋମିଟରରେ ମାଡି ଆସି ସନ୍ଧ୍ୟା ୬ଟା ବେଳେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଥିଲା। ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଠାରୁ ୨୦ କିଲୋମିଟର ଦୂର ସନ୍ଥଗୁଡା ବ୍ଲକରେ ବାତ୍ୟା ମାଡ ହୋଇଥିବା
Read More...

ଦିଲ୍ଲୀରେ ମାଓଦମନ ଚିନ୍ତା

ନୂଆଦିଲ୍ଲୀ: ଦିଲ୍ଲୀରେ ମାଓ ଦମନ ଚିନ୍ତା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପାଞ୍ଚଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ।ଦୁର୍ଗମ ଅଞ୍ଚଳର ରାସ୍ତା, ରେଳପଥ, ଟାୱାର ନିର୍ମାଣ ପ୍ରସଙ୍ଗକୁ ମୁଖ୍ୟତଃ
Read More...

ବାତ୍ୟା ମୁକାବିଲା ପାଇଁ ତନାଘନା

୪୨ଟି ଓଡ୍ରାଫ ଓ ୨୪ ଟି ଏନଡିଆରଏଫ ଓ ୧୦୩ଟି ଅଗ୍ନିଶମ ଦଳ ନିୟୋଜିତଆସନ୍ତାକାଲି ପ୍ରଭାବିତ ୧୧ଟି ଜିଲ୍ଲାର ସ୍କୁଲ ବନ୍ଦ ରହିବ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲାବର ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏହି ଅବସରରେ
Read More...

ଦୀପାବଳିରେ ଆସୁଛି ସୂର୍ଯ୍ୟବଂଶୀ

ମୁମ୍ବାଇ: ମହାରାଷ୍ଟ୍ରରେ ଖୁବ ଶୀଘ୍ର ଖୋଲିବ ସିନେମା ହଲ। ମହାମାରୀ କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ଥିବା ସିନେମା ହଲ ଅକ୍ଟୋବର ୨୨ରେ ଖୋଲିବା ନେଇ ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି। ଏବେ ସିନେମା ହଲ ଖୋଲିବା ନେଇ ସିନେ ପ୍ରେମୀ ଖୁସିଥିବା ବେଳେ ଏହି
Read More...

ସଇତାନ ତାଲିବାନ ଶବକୁ ବି ଛାଡିଲାନି!

କାବୁଲ: ସରକାର ଗଠନ କରିବାର କିଛି ସମୟ ହୋଇଥିବା ବେଳେ ତାଲିବାନର ସଇତାନ ଚେହେରା ଏବେ ସାମ୍ନାକୁ ଆସିବାରେ ଲାଗିଛି । ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ଯେବେଠୁ ସରକାର ଗଠନ କଲେ, ସେବେଠୁ ଭିନ୍ନ ଭିନ୍ନ ଦାବି ରଖିଆସୁଛନ୍ତି। କଟ୍ଟର ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ, ସେମାନେ ଆଉ
Read More...

ପବନ କମ୍, ଅଧିକ ବର୍ଷା ଧରି ରଡୁଛି ‘ଗୁଲାବ’

ଭୁବନେଶ୍ବର: ବିଶାଳ ମେଘ ଖଣ୍ଡକୁ ସାଙ୍ଗରେ ଧରି ଆଗକୁ ମାଡ଼ିଆସୁଛି ବଙ୍ଗୋପସାଗରରେ ସୃଷ୍ଟି ସାମୂଦ୍ରିକ ଝଡ଼ ‘ଗୁଲାବ’। ବାତ୍ୟା ଯେତିକି ପାଖେଇ ଆସୁଛି ଲୋକଙ୍କ ମନରେ ଭୟ ସେତିକି ବଢିବାରେ ଲାଗିଛି। ଘଣ୍ଟା ପ୍ରତି ୧୦କିଲୋମିଟରରେ ବେଗରେ ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା। ଆଜି
Read More...

ପାକିସ୍ତାନ ନାଁ ନ ନେଇ ଗର୍ଜିଲେ ମୋଦୀ

ଜାତିସଂଘ ସାଧାରଣ ପରିଷଦ ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେଆଫଗାନ ମାଟି ଆତଙ୍କବାଦ ବିସ୍ତାର ପାଇଁ ବ୍ଯବହାର ହେବା ଉଚିତ୍ ନୁହେଁଭାରତକୁ ବିଶ୍ବର ସବୁଠାରୁ ବଡ ହାଇଡ୍ରୋଜେନ୍ ହବ୍ ନେଇ କାର୍ଯ୍ଯ ଚାଲିଛିନାଜାଲ୍ ଭ୍ଯାକସିନ୍ ନେଇ ଭାରତର ବୈଜ୍ଞାନିକ କାର୍ଯ୍ଯ କରୁଥିବା କହିଲେ ମୋଦୀଯେବେ ଭାରତ
Read More...