ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ପାଞ୍ଚ ଜିଲ୍ଲାରେ କରୋନା ଶତକ ମାରୁଛି

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ସ୍ଥିର ରହିଛି। ଉପକୂଳବର୍ତୀ ଜିଲ୍ଲାରୁ ସଂକ୍ରମଣ ଏଯାଏ କମୁନି।ଦୈନିକ ସଂକ୍ରମଣ ୨ ହଜାର ପାଖାପାଖି ରହୁଥିବା ବେଳେ ଅଧିକାଂଶ ଆକ୍ରାନ୍ତ ଉପକୂଳବର୍ତ୍ତୀ ଜିଲ୍ଲାର। ମୃତ୍ୟୁ ସଂଖ୍ୟା ମଧ୍ୟ ୬୦ ଉପରେ ରହିଛି । ସେହିପରି ରାଜ୍ୟରେ ଦୈନିକ ଚିହ୍ନଟ
Read More...

… ଶେଷରେ ତମ୍ବୁଟାଣି ଶବକୁ ରାତିସାରା ଜଗିଲେ

କୁଆଖାଇ ନଦୀ ପଠାରେ ଅଜଣା ମୃତଦେହବାଲି ଖୋଳି ବାହାର କରାଯିବାକୁ ପ୍ରସ୍ତୁତି ଆରମ୍ଭରାତିସାରା ଜଗିବସିଥିଲା କମିସନରେଟ୍ ପୁଲିସ ଭୁବନେଶ୍ବର: କିଏ ମାରିଲା? କାହିଁକି ମାରିଲା? କାହାକୁ ମାରିଲା? କେବେଠୁ ମାରିଲାଣି? ଏଠି କାହିଁକି ମୃତଦେହ ପୋତିଲା? କେହି ଜାଣିପାରିଲେନି କେମିତି?
Read More...

ସାମ୍ନାକୁ ଆସିଲା ୧୧୨ନାମ, ସବୁଠି କମ୍ପନ

ଓଡ଼ିଶା ଠାରୁ ଦିଲ୍ଲୀ ସମସ୍ତେ ଡରିଲେଣିଘଣ୍ଟା ଘଣ୍ଟା ଗପୁଥିଲେ, ଏବେ ଥତମତ୨୮ରେ ସଂସଦୀୟ କମିଟିରେ ଆଲୋଚନା ନୂଆଦିଲ୍ଲୀ/ ଭୁବନେଶ୍ବର: ପେଗାସସ୍ ପ୍ରକଳ୍ପ ନେଇ ଦ ଓ୍ବେୟାର ଆଜି ଆଉ ପାଦେ ଆଗକୁ ଯାଇ ୧୧୨ ଜଣଙ୍କ ନାମ ତାଲିକା ଜାରି କରିଛି। ଏଥିରେ ରାଜନେତାଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ,
Read More...

ରଥ ଉପରେ ଫଟୋ ଉଠାଇଥିବା ଦୁଇଯୁବକ କିଏ?

ଭୁବନେଶ୍ବର: ମହାମାରୀ କରୋନା ପାଇଁ କଡା କଟକଣାରେ ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଓ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। କର୍ଫ୍ୟୁ ମଧ୍ୟରେ ସଂପୂର୍ଣ୍ଣ ରଥଯାତ୍ରା ଓ ବାହୁଡାଯାତ୍ରା ହୋଇଥିବା ବେଳେ କେବେଳ ସେବାୟତମାନେ ରଥ ଟାଣିନେଇଛନ୍ତି। ବଡ଼ଦାଣ୍ଡର ଲୋକ ମଧ୍ୟ ରଥଯାତ୍ରା ଦେଖିବାରୁ
Read More...

ସତ ଉଗାଳିଲା ସଇତାନ

ଜଗନ୍ନାଥ କହିଲା, ପ୍ରିୟଙ୍କାକୁ ସେ କେମିତି ମାରିଲା?ଦହିବରା ବଞ୍ଚାଇ ଦେଲା କୁନି ପୁଅକୁ, ନେଇଗଲେ ଘର ମାଲିକ ଭୁବନେଶ୍ବର: ସ୍ଥାନୀୟ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ମାମଲାରେ ସତ ଉଗାଳିଲା ଅଭିଯୁକ୍ତ। ପ୍ରିୟଙ୍କା ସାହୁକୁ କଣ ପାଇଁ ମାରିଲା? କେମିତି ମାରିଲା ? କେତେ ଦିନ ଆଗରୁ
Read More...

ବିଜେପି ହଠାତ୍ ଏମିତି କାହିଁକି କଲା?

ନୂଆଦିଲ୍ଲୀରେ ନବୀନଙ୍କ ଇସ୍ତଫା ଦାବି କଲେ ବସନ୍ତରାଜ୍ୟରେ ନିର୍ବାଚନ କରିବାର ଆବଶ୍ୟକତା ଅଛି କହିଲେସଂସଦରେ ଉଠାଇବେ ରାଜ୍ୟ ସରକାରଙ୍କ ଦୋଷତ୍ରୁଟିଏପଟେ ରାଜ୍ୟରେ ବି ରାସନ୍ ବଣ୍ଟାରେ କେଁ କାଢିଲା ଦଳବଦଳିଗଲା କି ବିଜେପି-ବିଜେଡି ରାଜନୈତିକ ସଂପର୍କଗତକାଲି ବିଜେଡିର ଦିନ ଥିଲା, ଆଜି
Read More...

କାହିଁକି ମାରିଲା, ପୁଲିସକୁ କହୁଛି ଜଗା

ଭୁବନେଶ୍ବର: ଭୀମଟାଙ୍ଗି ପ୍ରିୟଙ୍କା ସାହୁ ମୃତ୍ୟୁ ଉପରୁ ପରଦା ହଟିବାକୁ ଯାଉଛି। କଣ ପାଇ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ପ୍ରିିୟଙ୍କାକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ପ୍ରକୃତ ସତ ପଦାକୁ ଆସିବା ସମ୍ଭାବନା ବଢିଯାଇଛି। ପ୍ରିୟଙ୍କାକୁ ହତ୍ୟା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗନ୍ନାଥ
Read More...

ବୋଲ ମାନୁନି ଖୋର୍ଧା! ସଂକ୍ରମଣ ଅଧିକ, ମୃତ୍ୟୁ ବି ଅଧିକ!!

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ଏକ ପ୍ରକାର ସ୍ଥିର ରହିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ପାଖାପାଖି ରହୁଥିବା ବେଳେ ଖୋର୍ଦ୍ଧାରେ ସଂକ୍ରମଣ ଶୀର୍ଷରେ ରହୁଛି। କଟକଣା କୋହଳ ପରେ ସ୍ଥିତି ଅଧିକ ବିଗୁଡିଛି। ଉପକୂଳ ଜିଲ୍ଲାରେ ମଧ୍ୟ ଲକ୍ଡାଉନ, ସଟଡାଉନର ବିଶେଷ ପ୍ରଭାବ ପଡୁନାହିଁ ।
Read More...

ନିରଞ୍ଜନଙ୍କ ଟିମ୍‌ରୁ ନରସିଂହ ଆଉଟ୍!

ସଭାପତି ଚୟନ ବେଳେ ବଡ଼ ଭୂୂମିକା ନେଇଥିଲେଏବେ ପୋଷ୍ଟରରେ ରହୁନି ନରସିଂହ ମିଶ୍ରଙ୍କ ଫଟୋଭୁବନେଶ୍ବରରେ ଥିଲେ ବି କାର୍ଯ୍ୟକ୍ରମରେ ରହୁନାହାନ୍ତିପେଗାସସ୍ ପ୍ରସଙ୍ଗରେ କଂଗ୍ରେସ ନେତା ଚୁପ୍ କାହିଁକି?ଆଉ ସ୍ବର ନାହିଁ ନା ଭିତ୍ତିରି ସଂପର୍କ !ବୁଝାପଡୁନାହିଁ ଭୁବନେଶ୍ବର: ଦୁଇଭାଗ
Read More...