ପ୍ରମୁଖ ଖବର

ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ
ପରଲୋକରେ ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାର୍
କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ
ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା
ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣା : ମିଳିବ କ୍ଷତିପୂରଣ

ଦକ୍ଷିଣ ଭାରତରେ ସଫଳ, ଓଡ଼ିଶାରେ କିନ୍ତୁ ବିଫଳ

ଦୁଇ ଦଶନ୍ଧି ମଧ୍ୟରେ ଅନେକ ଅଭିନେତା ରାଜନେତା ପାଇଁ ମନ ବଳାଇଛନ୍ତିହାତଗଣତି ଅଳ୍ପ କେତେଜଣଙ୍କୁ ଛାଡିଦେଲେ ଅନ୍ୟମାନେ ସମସ୍ତେ ଫେଲ୍ସରକାରରେ ଥିବାରୁ ବିଜେଡି ଅଳ୍ପ କେତେଜଣଙ୍କୁ ଥଇଥାନ କରିପାରିଛିନିର୍ବାଚନରେ ଫେଲ୍ ମାରିବା ପରେ ବିଜେପି ମଞ୍ଚରେ ଆଉ ଦିଶୁନାହାନ୍ତିପ୍ରଶାନ୍ତ, ସିଦ୍ଧାନ୍ତ
Read More...

ଆଜି ଆଫଗାନରେ ତାଲିବାନ ସରକାର

କାବୁଲ: ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ଏବେ ଆଫଗାନିସ୍ତାନ ସଂପୂର୍ଣ୍ଣ ତାଲିବାନ କବଜାରେ। ଆଜିଠୁ ଦେଶରେ ନୂଆ ସରକାର ଗଠନ କରିବ ତାଲିବାନ। ଏନେଇ ଆନୁଷ୍ଠାନିକ ଭାବେ ଆଜି ଘୋଷଣା ହେବ। ତାଲିବାନ ଆଫଗାନିସ୍ତାନରେ ଇସଲାମିକ ସରକାରକୁ ପୂର୍ଣ୍ଣ ସ୍ବରୂପ ଦେଇପାରେ। ସୂଚନା ଅନୁସାରେ
Read More...

କିଏ ହେବେ ପରବର୍ତ୍ତୀ ମୁଖ୍ୟଶାସନ ସଚିବ?

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ହୋଇପାରନ୍ତି ସୁରେଶ ମହାପାତ୍ରମୁଖ୍ୟଶାସନ ସଚିବ ପଦକୁ ନେଇ ପ୍ରଶାସନିକ କରିଡରରେ ଅଙ୍କକଷା ଜାରିପଞ୍ଚାୟତ ନିର୍ବାଚନ ପୂର୍ବରୁ ବଦଳିଯିବେ ରାଜ୍ୟ ପ୍ରଶାସନିକ ଓ ପୁଲିସ ମୁଖିଆଜିଭିଭିଙ୍କୁ ନେବେ ନା କେନ୍ଦ୍ରରୁ ଫେରିବେ ତୁହିନକାନ୍ତ ପାଣ୍ଡେ, ରାଜେଶ
Read More...

କେମିତି ଜାଣିବେ, ଆପଣଙ୍କ ପାଖରେ ଲୁଚିଛି ‘ହେପାଟାଇଟସ୍-ବି’ ଭୂତାଣୁ?

ଭୁବନେଶ୍ବର: ସମ୍ପ୍ରତି ହେପାଟାଇଟସ୍‍-ବି ସମସ୍ତଙ୍କ ଭିତରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଏହି ସଂକ୍ରାମକ ରୋଗଟି ହେପାଟାଇଟସ୍‍-ବି ନାମକ ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମଣିଷର ଯକୃତର କୋଷିକା ନଷ୍ଟ ହେବା ଫଳରେ ଯକୃତ ବା ଲିଭର ଯନ୍ତ୍ରଣା
Read More...

ସରକାର କହିଲେ କେମିତି ପାଳିବେ ଗଣେଷ ପୂଜା?

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ କଟକଣାକୁ ମଧ୍ୟ ସଂପୂର୍ଣ୍ଣ କୋହାଳ କରାଯାଇଛି। ହେଲେ ପାର୍ବଣରେ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ଗଣେଶ ପୂଜା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି ବିଏମସି। କୋଭିଡ ଗାଇଡଲାଇନରେ ଗଣେଶ ପୂଜା କରିବାକୁ ପରାମର୍ଶ ଦିଆଯାଇଛି। କଟକଣାରେ
Read More...

ଓଃ! ମୃତ୍ୟୁ ତଥ୍ୟରୁ ଟିକେ ନିସ୍ତାର ମିଳିଲା

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ଦିନ ପରେ ମୃତ୍ୟୁସଂଖ୍ୟା ୧୦ ତଳକୁ ଆସିଛି। ଅର୍ଥାତ ବଳକା ମୃତ୍ୟୁର ହିସାବ ସରିଯାଇଛି । ଗତ ୨୪ ଘଣ୍ଟାର ନୂଆ ମୃତ୍ୟୁ ତଥ୍ୟ ଦେଇଛନ୍ତି ସରକାର। ଆଜି ରାଜ୍ୟରେ ୬ ଜଣଙ୍କ ମୃତ୍ୟୁ ନେଇ ସରକାର ତଥ୍ୟ ଦେଇଛନ୍ତି । ୬ ଜଣ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪,ଯାଜପୁର ଓ
Read More...

କନ୍ଦେଇଦେଲେ ସିଦ୍ଧାର୍ଥ ଶୁକ୍ଳା

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ। ହୃଦଘାତରେ ସିଦ୍ଧାର୍ଥଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। ସିଦ୍ଧାର୍ଥଙ୍କ ଏତେ କମ ବୟସରେ
Read More...

ବିପଦ ଆଣିବ କି ନୂଆ ଭ୍ୟାରିଆଣ୍ଟ!

ଭୁବନେଶ୍ବର: କରୋନାର ନୂଆ ରୂପ ବିଶ୍ୱ ପାଇଁ ବିପଦ ଆଣିପାରେ। ନୂଆ ଭ୍ୟାରିଆଣ୍ଟ ଆଣିବ କି ତୃତୀୟ ଲହର ? ନ୍ୟୁ ଭ୍ୟାରିଆଣ୍ଟ ସି.୧.୨ ପରେ ‘ମ୍ୟୁ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ନୂଆ ଭୂତାଣୁ ‘ମ୍ୟୁ’ ଉପରେ ଏବେ
Read More...

କାହିଁକି ହଠାତ୍ କାଶ୍ମୀରରେ ବଢିଲା ସୁରକ୍ଷା?

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବିଚ୍ଚିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନିଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ସକାଳ ୫ଟାରେ ଜମ୍ମୁ କାଶ୍ମୀରର ହଇଦରପୋରାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମୃତ୍ୟୁ ପରେ ଲାଉଡସ୍ପିକର ଜରିଆରେ
Read More...

ଖୁବ୍‌ଶୀଘ୍ର ପବିତ୍ର ରିସ୍ତା ସିଜିନ ଟୁ, ଆସିଲା ପ୍ରୋମୋ

ଆସୁଛି ଘରେ ଘରେ ଲୋକପ୍ରିୟ ହେଇଥିବା ମେଗା ଧାରାବାହିକ ପବିତ୍ର ରିସ୍ତା ସିଜିନ -୨। ନିକଟରେ ଏହାର ପ୍ରମୋ ରିଲିଜ ହୋଇଛି। ପୂର୍ବପରି ସିଜିନ ଟୁରେ ମଧ୍ୟ ମୁଖ୍ୟ ଭୂମିକାରେ ଅଙ୍କିତା ଲୋଖଣ୍ଡେଙ୍କୁ ଦେଖିବାକୁ ମିଳିଛି। ହେଲେ ସୁଶାନ୍ତଙ୍କ ସ୍ଥାନରେ ଏଥିରେ ସାହି ଶେଖଙ୍କୁ ଦେଖିବେ ଦର୍ଶକ। ଏହି
Read More...