ଆଇଏଏସ ଅଫିସର ସ୍ତରରେ ଅଦଳବଦଳ
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ସେ ଏହି ବିଭାଗ ଦାୟିତ୍ୱରେ ଥିଲେ। ସେହିଭଳି ୨୦୦୮ ବ୍ୟାଚ ଆଇଏଏସ ଭୁପିନ୍ଦର ସିଂହ ପୁନିଆଙ୍କୁ ଇପିକଲ ଏମଡି ଭାବେ ନିଯୁକ୍ତି ଦିଆଯାଇଛି। ସେ ଇଡ଼କୋ ଦାୟିତ୍ୱରେ ବି ରହିବେ।!-->…
Read More...
Read More...