ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପୁଟିନଙ୍କ ନାଲି ଆଖି, ୟୁକ୍ରେନ ମାମଲାରେ ହସ୍ତକ୍ଷେପ କଲେ ଛାଡିବୁନି

ଆରମ୍ଭ ହୋଇଛି ଋଷ-ୟୁକ୍ରେନ ମହାଯୁଦ୍ଧ। ୟୁକ୍ରେନ ବିରୋଧରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ଆରମ୍ଭ ହୋଇଛି ଆକ୍ରମଣ। ସେପଟେ ଜାତିସଂଘ ବୈଠକରେ ସବୁ ଦେଶର କଥାକୁ ପଛରେ ପକାଇ କଡ଼ା ଚେତାବନୀ ଦେଇଛନ୍ତି ପୁଟିନ। ଯେଉଁ ପାଶ୍ଚାତ ଦେଶ ୟୁକ୍ରେନକୁ ସହଯୋଗ କରିବେ…
Read More...

ଆସିଗଲା ଯୁଦ୍ଧ ସମୟ! ଋଷର ସେନା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଆସିଗଲା ଯୁଦ୍ଧ ସମୟ। ୟୁକ୍ରେନ ବିରୋଧରେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶ। ପୁଟିନ କହିଛନ୍ତି,ୟୁକ୍ରେନକୁ କବଜା କରିବାର କୌଣସି ଉଦ୍ଦେଶ୍ୟ ନାହିଁ।କିନ୍ତୁ ୟୁକ୍ରେନ ନମାନିଲେ ଯୁଦ୍ଧ ହିଁ ହେବ। ଅନ୍ତର୍ଜାତୀୟ ଗଣମାଧ୍ୟ ପକ୍ଷରୁ ରିପୋର୍ଟରେ…
Read More...

ଆଜି ଶେଷ ପର୍ଯ୍ୟାୟ ମତଦାନ: ମାଓ ଇଲାକାରେ ପଡିଲା ଭୋଟ

ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ସକାଳ ୭ରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅଧିନରେ ଥିବା ୯୭୫ ପଞ୍ଚାୟତରେ ମତଦାନ ହେଉଛି। ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପଞ୍ଚମ ପର୍ଯ୍ୟାୟରେ…
Read More...

ମନ୍ତ୍ରୀଙ୍କ ହାତରେ ହାତକଡ଼ି

ଶେଷରେ ମନ୍ତ୍ରୀଙ୍କ ହାତରେ ପଡିଛି ହାତକଡ଼ି । ମୋଷ୍ଟ ୱାେଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମ ଓ ଅଣ୍ଡରୱାଲ୍ଡଙ୍କ ସହ ଲିଙ୍କ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡିର ଏକ ଟିମ୍ ନବାବଙ୍କୁ…
Read More...

ବନ୍ଧା ହେଲେ ନକଲି ଡାକ୍ତରଙ୍କ ଭଉଣୀ

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଭଉଣୀକୁ ବାନ୍ଧିଛି ପୁଲିସ । ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ତାଲିକା ଲମ୍ବି ଚାଲିଥିବା ବେଳେ ଏଥିରେ ତାଙ୍କୁ ସହଯୋଗ କରୁଥିବା ଭଉଣୀକୁ କମିସନରେଟ ପୁଲିସ ଗିରଫ କରିଛି । ଭିଣୋଇ କୁଆଡେ ଫେରାର ହୋଇଯାଇଛନ୍ତି । ଭାଇ-ଭଉଣୀ ଉଭୟଙ୍କୁ ମୁହାଁମୁହିଁ ଜେରା…
Read More...

କିଏ କରୁଛି ନିର୍ବାଚନୀ ହିଂସା?

ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ହିଂସାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବଜେଡି-ବିଜେପି । ଆଜି ବିଜେଡି ଓ ବିଜେପିର ଏକ ଟିମ୍ ରାଜ୍ୟ ନିର୍ବାଚନ କମିଶନକୁ ଭେଟି ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଉଭୟ ବିଜେଡି ଓ…
Read More...

ଦୁଇ ମହାଶକ୍ତି ଆମେରିକା-ଋଷ ମୁହାଁମୁହିଁ

ୟୁକ୍ରେନ ସଙ୍କଟ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି ଦୁଇ ମହାଶକ୍ତି ଆମେରିକା ଓ ଋଷ। ଗୋଟେ ପଟେ ଋଷ ସେନାର ଟ୍ରକ ଗୁଡିକ ୟୁକ୍ରେନ ଆଡକୁ ଯାଉଥିବା ବେଳେ ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଗକୁ ବଢିବାକୁ ନିଜ ସେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମାଚର ଏଜେନ୍ସି ରଏଟର୍ସ ଅନୁସାରେ, ଋଷ…
Read More...

ଲାଲଗଡ଼ରେ ପଡିବ ଭୋଟ

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନ । କାଲି ଶେଷ ପର୍ଯ୍ୟାୟରେ ଲାଲଗଡ଼ରେ ପଡିବ ଭୋଟ । ସ୍ୱାଭିମାନଅଞ୍ଚଳର ୯ଟି ପଞ୍ଚାୟତରେ ଭୋଟ ପଡିବ। ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ସୁରୁଖୁରୁରେ ନିର୍ବାଚନ କରାଇବା ବଡ଼ ଚ୍ୟାଲେଞ୍ଜ ହେବ । ଦୀର୍ଘ ୧୫…
Read More...