ସୈନ୍ୟ ଶିବିର ଉପରେ ଋଷର ବଡ଼ ଆକ୍ରମଣ, ୭୦ରୁ ଅଧିକ ୟୁକ୍ରେନ ସୈନିକଙ୍କ ମୃତ୍ୟୁ
ୟୁକ୍ରେନ-ଋଷ ମଧ୍ୟରେ ଆଜି ଯୁଦ୍ଧର ଷଷ୍ଠ ଦିନ । ଦୁଇ ଦେଶ ମଧ୍ୟ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ଋଷ ସେନାଙ୍କ ଆକ୍ରମଣରେ ୟୁକ୍ରେନର ୭୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଛି । ଓଖର୍ଟିକାରେ ଅବସ୍ଥିତ ମିଲିଟ୍ରି ବେସକୁ ଟାର୍ଗେଟ କରାଯାଇଥିଲା । ଓଖର୍ଟିକା ସହର ଖାର୍କିଭ ଓ କିବ୍ ମଧ୍ୟରେ!-->…
Read More...
Read More...