ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଲକ୍‌ଡାଉନ୍ ଖୋଲିବାକୁ ତରତର ହେଲେ, ଏବେ…

କରୋନା ଗ୍ରାଫ୍ ଉପରମୁହାଁ, ଟିପିଆର୍ ୫.୧୭ ପ୍ରତିଶତକୁ ବଢ଼ିଲାରାଜ୍ୟରେ ଡେଲ୍‌ଟା ପ୍ଲସ୍ ଭ୍ୟାରିଆଣ୍ଟ ଆଣିପାରେ ବଡ ବିପଦମୃତ୍ୟୁ ସଂଖ୍ୟା କମୁନି, ମାସକରେ ଗଲାଣି ୧୨୩୦ ଜଣଙ୍କର ଜୀବନସରକାର କଠୋର ନ ହେଲେ ତୃତୀୟ ଲହର ଆସିବା ଡେରି ନୁହେଁ ଭୁବନେଶ୍ବର: ପରିସ୍ଥିତିରେ ଉନ୍ନତି ଆସୁଥିବା
Read More...

ଡାକ୍ତରଙ୍କ ଉପରେ ବି ଦାଉ ସାଧୁଛି କରୋନା

ଓଡ଼ିଶାରେ ୩୪ ଡାକ୍ତରଙ୍କୁ ମୃତ୍ୟୁ ମୁହଁକୁ ଟାଣିନେଲାଣି କୋଭିଡ୍‌ ଦ୍ବିତୀୟ ଲହରବିବାହରେ ସର୍ବାଧିକ ଡାକ୍ତର ମୃତ୍ୟୁ, ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ ଭୁବନେଶ୍ବର: ଜଣେ କି ଦୁଇଜଣ ନୁହେଁ, ଦ୍ବିତୀୟ ଲହରରେ ଦେଶରେ ୭୭୬ଜଣ ଡାକ୍ତରଙ୍କ ପ୍ରାଣ ଗଲାଣି। ଏହା ହିଁ ସୂଚାଉଛି ଯେ
Read More...

ଓଡ଼ିଶାରେ ପଶିଲା ଡେଲଟା ଭ୍ୟାରିଆଣ୍ଟ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସଂକ୍ରମଣର ପ୍ରଭାବ କମିନଥିବା ବେଳେ ଚିନ୍ତା ବଢାଇଲା ନୂତନ ଭ୍ୟାରିଆଂଟ । ଓଡିଶାରେ ଚିହ୍ନଟ ହେଲା ଡେଲଟା ପ୍ଲସ ଭ୍ୟାରିଆଂଟ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟରେ ଗୋଟିଏ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଥିବା
Read More...

ବିନା ପରୀକ୍ଷାରେ ପାସ ହାର ରେକର୍ଡ କଲା

ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ପାସ ହାର ରହିଛି ୯୭.୮୯ ପ୍ରତିଶତ । ଯାହା ବୋର୍ଡ ଇତିହାସରେ ରେକର୍ଡ । ସବୁ ବର୍ଷର ପାସହାରକୁ କାଟିଦେଇଛି ଚଳିତବର୍ଷର ପାସହାର । ଅପରାହ୍ନ ୪ଟାରେ କଟକ ବୋର୍ଡ ଅଫିସରରୁ ରେଜଲ୍ଟ
Read More...

‘ମୁଁ କ’ଣ ଶୁଣିଲି, ଅମାନିଆ ହେଲେ କରୋନା ହଉଚି’

ତ୍ରୈଲୋକ୍ୟକୁ ନେଇ ପୁଣି ହଇଚଇ ଗୀତ ସହ ବଜାରକୁ ଆସୁଛନ୍ତି ଅଭିଜିତ୍ ମଜୁମଦାର୍କେ ସି ସାହୁଙ୍କ ନିର୍ଦେଶନାରେ କରୋନା ସଚେତନତା ପାଇଁ ପ୍ରସ୍ତୁତ ହୋଇଛି ଗୀତ ଭୁବନେଶ୍ବର: 'ମୁଁ ଇସ୍କୁଲରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି'। ଏହି ଗୀତ ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା।
Read More...

ଆଜିଠୁ ଅଲାରନାଥଙ୍କ ଅଣସର ଦର୍ଶନ

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ପଟିଦିଅଁ ପୂଜା ଆରମ୍ଭ ହୋଇଛି। ଏଥିସହିତ ବ୍ରହ୍ମଗିରିରେ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି।କୋଭିଡ୍ କଟକଣା ଯୋଗୁ ଅଣସର ନୀତି ଅନୁଷ୍ଠିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏଣୁ ସାଧାରଣ ଭକ୍ତ
Read More...

କିଛି ସମୟ ପାଇଁ ଦୁର୍ବଳ ହୋଇଗଲା ମୌସୁମୀ

ନୂଆଦିଲ୍ଲୀ: ହଠାତ୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ହୋଇଯାଇଛି। ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହା ଆଉ ଆଗକୁ ବଢ଼ିବା ସମ୍ଭବ ନୁହେଁ। ବିଭିନ୍ନ ମଡେଲ୍ ଚିତ୍ର ବିଶ୍ଳେଷଣ କରିବା ପରେ ପାଣିପାଗ ବିଜ୍ଞାନୀ ଏଭଳି ମତ ରଖୁଛନ୍ତି। ଭାରତର ପାଣିପାଗ ବିଭାଗ ଆକଳନ କରୁଛି, ଜୁନ
Read More...

ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଆଉ ପାଦେ ଆଗେଇଲେ

ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ଲାଗି ନିର୍ଦେଶ ଦେଲେ ସରକାର୬୦ କୋଟି ଟଙ୍କା ଅନୁମୋଦନ, ଓବିସିସି ପ୍ରକଳ୍ପ କାମ ହାତକୁ ନେଲାସତ୍ୟବାଦୀ ବନ ବିଦ୍ୟାଳୟ ଢାଞ୍ଚାରେ ହେବ ଏହି ବିଶ୍ବବିଦ୍ୟାଳୟ ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ
Read More...

ବନଖଣ୍ଡ ତତ୍ତ୍ବାବଧାନ କରିବେ ସମାଜସେବୀ

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପ୍ରକାଶ କଲା ବିଜ୍ଞପ୍ତି୪୧ ଅବୈତନିକ ବନଖଣ୍ଡ ତତ୍ୱାବଧାରକ ନିଯୁକ୍ତି ଦେଲେ ସରକାର ସୂର୍ଯ୍ୟ ନାରାୟଣ ଲେଙ୍କା କେନ୍ଦ୍ରାପଡା: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ୩୦ ଜିଲ୍ଲା ପାଇଁ ୪୧ ଜଣଙ୍କୁ ଅବୈତନିକ ବନଖଣ୍ଡ
Read More...

ବିଜେପିର ଅଡ଼ୁଆ ବଢ଼ାଇ ଦେଲେ ଅପରାଜିତା

ଯଦି ସାଂସଦ ଅପରାଜିତା ରିପୋର୍ଟ କାର୍ଡ ଦେଲେ, ଅନ୍ୟ ସାଂସଦ ଚୁପ୍ କାହିଁକି?ରାଜ୍ୟସଭାକୁ ମିଶାଇ ଅନ୍ୟ ସାତ ସାଂସଦ ଲୋକଙ୍କ ପାଇଁ କିଛି କରିନାହାନ୍ତି କି?କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି କହିନାହାନ୍ତିକେନ୍ଦ୍ରରୁ ଓଡ଼ିଶା ପାଇଁ କଣ ଆଣିଛନ୍ତି? ଭୁବନେଶ୍ବର: ସାଂସଦ, ମନ୍ତ୍ରୀ
Read More...