ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଜି କିବ୍‌କୁ କବ୍‌ଜା କରିପାରେ ଋଷ ସେନା!

ଋଷର ଆକ୍ରମଣ ପରେ ୟୁକ୍ରେନରେ ଜଳୁଛି ନିଆଁ । ୟୁକ୍ରେନର ରାଜଧାନୀ କିବ୍‌ରେ ପ୍ରବେଶ କରିଛି ଋଷ ସେନା । ଆଜି ବି କିବ୍‌ରେ ଭୟ୍‌ଙ୍କର ବିସ୍ଫୋରଣର ଶଦ୍ଦ ଶୁଣିବାକୁ ମିଳିଛି । ୟୁକ୍ରେନର ଦକ୍ଷିଣ ପୂର୍ବ ଅଞ୍ଚଳରେ ୬ଟି ମିସାଇଲ ମାଡ଼ କରିଛନ୍ତି ଋଷ ସେନା । ୟୁକ୍ରେନର ବିଭିନ୍ନ ବିମାନବନ୍ଦରରେ…
Read More...

ହାତ ଟେକିଦେଲା ଆମେରିକା, କହିଲା ୟୁକ୍ରେନକୁ ପଠାଇବ ନାହିଁ ସେନା

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷକୁ ନିନ୍ଦା କରିଛନ୍ତି । ବାଇଡେନ କହିଛନ୍ତି ଯେ, ଆମକୁ ପ୍ରଥମରୁ ଜଣାଥିଲା ଯେ ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବ । ପୁଟିନ ହେଉଛନ୍ତି ଆକ୍ରମଣକାରୀ, ସେ ଯୁଦ୍ଧର ରାସ୍ତା ବାଛିଲେ । କିନ୍ତୁ ପୁଟିନ ଆଉ ତାଙ୍କ ଦେଶ…
Read More...

ଋଷର ଘନଘନ ଆକ୍ରମଣ, ଯୁଦ୍ଧର ପ୍ରଥମ ଦିନରେ ୧୩୭ ଜଣଙ୍କୁ ହରାଇଲା ୟୁକ୍ରେନ

ୟୁକ୍ରେନ ଉପରେ ଋଷର ଘନ ଘନ ଆକ୍ରମଣ ସାରା ବିଶ୍ୱକୁ ଦୋହଲାଇଦେଇଛି । ଗୁରୁବାର ସକାଳ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଦୁଇ ଦେଶ ଏବେ ଭିନ୍ନ ଭିନ୍ନ ଦାବି କରୁଛନ୍ତି । ୟୁକ୍ରେନ ରାଜଧାନୀ କିଭ୍‌ରେ ଋଷ ସେନା ଧସେଇ ପଶିଥିବା ଦାବି କରାଯାଇଛି । କୁହାଯାଉଛି ଋଷ…
Read More...

ୟୁକ୍ରେନରେ ଧସେଇ ପଶିଲା ଋଷ ସେନା, ଘନଘନ ମିଜାଇଲ,ବୋମାମାଡ଼

ୟୁକ୍ରେନରେ ଧସେଇ ପଶିଲା ଋଷ । ୟକ୍ରେନର ୬ଟି ଏୟାରଫିଲ୍ଡକୁ ଟାର୍ଗେଟ କରିଛି ଋଷ ସେନା । ଫ୍ରାଙ୍କକ୍ୱିସ୍କ ବିମାନବନ୍ଦରରେ ମଧ୍ୟ ମିସାଇଲ ଆକ୍ରମଣ କରିଛି ଋଷ । ୟୁକ୍ରେନର ଏକାଧିକ ସ୍ଥାନରେ ଋଷ ପକ୍ଷରୁ ରକେଟ ମାଡ଼ କରାଯାଉଛି । ୟୁକ୍ରେନର ଅନେକ ଅଞ୍ଚଳକୁ ଦଖଲ କରିନେଇଛି ଋଷ ସେନା । ଆକାଶରୁ…
Read More...

ପଞ୍ଚମ ପର୍ଯ୍ୟାୟ ଭୋଟ: ୭୦% ମତଦାନ

ରାଜ୍ୟରେ ସୁରୁଖୁରୁରେ ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ। ଆଜି ଶେଷ ପର୍ଯ୍ୟାୟ ମତଦାନରେ ୭୦ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିଶନର ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି। ସବୁଠି ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିବା ବେଳେ କିଛି ସ୍ଥାନରେ ଆଇନଶୃଙ୍ଖଳାପାଇଁ ମତଦାନ…
Read More...

ଜୀବନ ବଞ୍ଚାଇବାକୁ ମେଟ୍ରୋ ଷ୍ଟେସନ ବନିଲା ସୁରକ୍ଷା କବଚ

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇ ଦେଶ ମଧ୍ୟ ଗତ କିଛି ମାସ ହେବ ବିବାଦ ଚାଲିଥିଲା । ଆଜି ସକାଳୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ଯୁଦ୍ଧ ଆରମ୍ଭ ହେବା ପରେ ଏବେ ଉଭୟ ଦେଶର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।…
Read More...

ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି

ଯାହା ଆଶଙ୍କା କରାଯାଉଥିଲା, ସତରେ ସେଇଆ ହିଁ ଘଟିଲା । ଋଷ ଓ ୟୁକ୍ରେନ ମଧ୍ୟ ଆରମ୍ଭ ହୋଇଯାଇଛି ଯୁଦ୍ଧ । କିନ୍ତୁ ୟୁକ୍ରେନରେ ଫସିରହିଯାଇଛନ୍ତି ଭାରତୀୟ । ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ କିଛି ଭାରତୀୟଙ୍କୁ ଅଣାଯାଇର୍ଥିଲେ ମଧ୍ୟ ଆଉ ହଜାର ହଜାର ଭାରତୀୟ ଫସି ରହିଛନ୍ତି । ୟୁକ୍ରେନରେ…
Read More...

ଯୁଦ୍ଧକୁ ନେଇ ଚିନ୍ତାରେ ବିଶ୍ୱ, ହେଲେ ଇମ୍ରାନ ଖୁସି

ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ। ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ଭିତରେ ଥରହର ହେଉଛି ବିଶ୍ୱ। ଏଭଳି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି। ଯାହା ସମସ୍ତଙ୍କୁ ବ୍ୟଥିତ କରିଛି। ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ…
Read More...

ଭାରତୀୟ ବଜାରରେ ଯୁଦ୍ଧର ପ୍ରଭାବ

ଋଷ-ୟୁକ୍ରେନ ଯୁଦ୍ଧ ବଜାରରେ ନିଆଁ ଲଗାଇଛି। ସେୟାର ବଜାରର ସ୍ଥିତି ସାଂଘାତିକ ହୋଇଛି। ଖସିଲା ସେୟାର ବଜାର ଓ ସେନସେକ୍ସ। ୧୫୦୦ ପଏଣ୍ଟତଳକୁ ଖସିଲା ଭାରତୀୟ ସେୟାର ବଜାର। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ନିଫ୍ଟି)ରେ ୪୪୨ ପଏଣ୍ଟ ହ୍ରାସ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଆଜି କାରବାର ଆରମ୍ଭ…
Read More...