ୟୁକ୍ରେନକୁ ବିମାନ ପଠାଇଲା ଭାରତ, ଶାନ୍ତି ବଜାୟ ରଖିବାକୁ ଭାରତର ଆହ୍ୱାନ
ୟୁକ୍ରେନ ଉପରେ ଋଷର ପଦକ୍ଷେପ ଯୁଦ୍ଧ ଆଡକୁ ବଢୁଛି । ଏହାକୁ ନେଇ ଭାରତ ,ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆଜି ସକାଳୁ ୟୁକ୍ରେନ ଅଭିମୁଖେ ଉଡାଣ ଭରିଛି ଏୟାର ଇଣ୍ଡିଆ ବିମାନ । ସପ୍ତାହକ ମଧ୍ୟରେ ୩ଟି ବିମାନରେ ୟୁକ୍ରେନରୁ ଭାରତୀୟ!-->…
Read More...
Read More...