ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ବିପର୍ଯ୍ୟୟ ମୁକାବିଲା ମନ୍ତ୍ର ଦେଲେ ନବୀନ

‘ସବୁ ଜୀବନ ମୂଲ୍ୟବାନ’ ଏବଂ ‘ସରକାରଙ୍କ ସମସ୍ତ ଶାଖାର ସମନ୍ବିତ ଅଂଶଗ୍ରହଣ’ ମୁଖ୍ୟ ଆଭିମୁଖ୍ୟସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତଙ୍କୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ
Read More...

ଚଳିତ ସପ୍ତାହରେ ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ

ଏବେ ସ୍କୁଲ ଖୋଲିବାର ନାହିଁ, ଗତବର୍ଷ ଭଳି ଏଥର ବି କମିବ ୩୦ ପ୍ରତିଶତ ସିଲାବସ୍ ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର ଆସୁଛି। ଯେ କୌଣସି ମୁହୂର୍ତ୍ତରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ। ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏଭଳି ସୂଚନା
Read More...

ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଟଚମଟ

ମୁଖ୍ୟମନ୍ତ୍ରୀ-ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବିବାଦ ସମାଧାନ ଲାଗି ରାହୁଲଙ୍କ ଘନ ଘନ ବୈଠକଦୋଷ ସୁଧାରିଲେ କେଜ୍ରିଓ୍ବାଲ, ଏଥର ଆଗୁଆ ଘୋଷଣା କଲେ ଯେ ଶିଖ୍ ସଂପ୍ରଦାୟର ନେତା ହେବେ ମୁଖ୍ୟମନ୍ତ୍ରୀସିଦ୍ଧୁଙ୍କ ଉପରେ ଆପ୍‌ର ଆଖି; ଚାଷୀ ପ୍ରସଙ୍ଗରେ ଅସନ୍ତୁଷ୍ଟ ବିଜେପି ନେତା ବି
Read More...

୨୭ ଯାଏ କେଉଁ ଅଞ୍ଚଳରେ ପାଗ କିଭଳି ରହିବ, ଜାଣନ୍ତୁ

କେନ୍ଦୁଝର, ରାୟଗଡାରେ ନିଅଣ୍ଟିଆ ସ୍ଥିତିରେ ଉନ୍ନତି ଘଟିପାରେ ପାଞ୍ଚଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତିରେ ପରିବର୍ତ୍ତନ ସମ୍ଭାବନା କମ୍ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ଭଲ ବର୍ଷା ନେଇ ପୂର୍ବାନୁମାନ ଭୁବନେଶ୍ବର: ସଂପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତି ଦିନ ସାଧାରଣ ଭାବେ
Read More...

ନେତା ମାଳ ମାଳ, ହେଲେ ବିବାଦ ପ୍ରବଳ

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସତୁରୀ ଦଶକରୁ ରାଜ୍ୟ ରାଜନୀତିରେ ଅଛନ୍ତି। ଏକାଧିକ ଧର ମନ୍ତ୍ରୀ ହୋଇଛନ୍ତି ଓ ପିପିସି ସଭାପତି ବି। ଆର୍ଥିକ ଦୃଷ୍ଟିରୁ ସେ ଆଦୌ ଦୁର୍ବଳ ନାହାନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କର ରାଜନୈତିକ ଜୀବନ ବେଶ୍ ଲମ୍ବା।
Read More...

ମୁଖ୍ୟଶାସନ ସଚିବ ବଦଳିଲେ, ନିଷ୍ପତ୍ତି ବଦଳିଯାଏ କି?

ଅସିତ କୁମାର ତ୍ରିପାଠୀ ମୁଖ୍ୟସଚିବ ଥିବା ବେଳେ ପିଏମୟୁ ନିଯୁକ୍ତି ଉପରେ କଟକଣା ଲାଗିଥିଲାତନାଘନା କରିଥିଲେ ଅର୍ଥବିଭାଗ, ସମୀକ୍ଷା ପାଇଁ ସବୁ ବିଭାଗକୁ ତଥ୍ୟ ମାଗିଥିଲେ ଅର୍ଥ ବିଭାଗ ସଚିବସୋମବାର ବୈଠକରେ ଯୋଜନ ଓ ସଂଯୋଜନ ବିଭାଗରେ ପିଏମ୍‌ୟୁ ଗଠନ ନେଇ ପୁଣି ହୋଇଛି
Read More...

ସାର ଦେଉନି କେନ୍ଦ୍ର: ସଦାନନ୍ଦଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ଅରୁଣ

ଭୁବନେଶ୍ବର: ଓଡିଶା ପାଇଁ ଧାର୍ଯ୍ୟ ସାର ପ୍ରଦାନରେ ଟାଳଟୁଳ ନୀତି ପ୍ରତିବାଦରେ ଆଜି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଅସନ୍ତୋଷ ଝାଡି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡଙ୍କୁ ଚିଠି ଲେଖି ଶ୍ରୀ ସାହୁ ଦର୍ଶାଇଛନ୍ତି ଯେ
Read More...

ଟିକା ରାଜନୀତି: ସେବେ ବିରୋଧୀ କହିଥିଲେ, ଏବେ ନଡ୍ଡା ଗର୍ଜିଲେ

ନୂଆଦିଲ୍ଲୀ: କୋଭିଡ୍ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜୀ ଆଜିଠାରୁ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅନ୍ୟପଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଦିଲ୍ଲୀର ରାମ
Read More...

ଚିଲ୍ଲେଇଲା ବିଜେପି: ଟିକା ମୋଦୀ ଦେଇଛନ୍ତି, ନବୀନଙ୍କ ଫଟୋ କାହିଁକି ଲାଗିବ?

ବାଲେଶ୍ବର, ଜୟପୁର ଓ ରାୟଗଡା ଟିକାକରଣ କେନ୍ଦ୍ରରେ ପ୍ରତିବାଦ କଲା ବିଜେପିନବୀନ ପ୍ରଚାର, ପ୍ରସାରରେ ବିଶ୍ବାସ କରନ୍ତିନି, ଏହା ବିଜେପିର କାମ:ବିଜେଡି ଭୁବନେଶ୍ବର: ଟିକାଦାନ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭଦ୍ରକ, ବାଲେଶ୍ବର
Read More...

ଆଉ କେତେ ମଲେ, ନିଦ ଭାଙ୍ଗିବ?

କମୁନି ହାତୀ-ମଣିଷ ଲଢ଼େଇ, ଏପ୍ରିଲ ଠାରୁ ଜୁନ୍ ଅଧିକ୮ ବନଖଣ୍ଡରେ ସ୍ଥିତି ଗମ୍ଭୀର, ମାଳ ମାଳ ଯୋଜନା ଚାଲିଛିଆସାମରେ ଲୋକେ ଆପଣେଇଲେଣି ଅଭିନବ କାର୍ଯ୍ୟକ୍ରମଓଡ଼ିଶାରେ କାମ୍ଫାର ୮୦୩ କୋଟି କେଉଁଠି ଖର୍ଚ୍ଚ ହେଲାକେତେ ଜଳାଶୟ ପୁନରୁଦ୍ଧାର ହୋଇଛି, କେତେ ନୂଆ ସିଏଜି ଅଡିଟ୍ କରୁନାହାନ୍ତି
Read More...