ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦେଶରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁହାର

କମିଲା କରୋନା । ରାଜ୍ୟ ଓ ଦେଶ ପାଇଁ ଆଶ୍ୱସ୍ତିକର ଖବର । ଧୀରେ ଧୀରେ କମୁଛି ସଂକ୍ରମଣ । ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାରକୁ ଖସିଛି । ଗତ ୨୪ ଘଣ୍ଟାରେ ୩ ହଜାର ୩୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୫୦୪ ଜଣ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୪୬ ଜଣ…
Read More...

ସଂସଦର ବଜେଟ ଅଧିବେଶନର ପ୍ରଥମ ଦିନ, ଆସିବ ଅର୍ଥନୈତିକ ସର୍ଭେ ରିପୋର୍ଟ

ଆଜିଠୁ ଆରମ୍ଭ ହେଉଛି ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଲୋକସଭା ଓ ରାଜ୍ୟସଭା ସଦଦ୍ୟଙ୍କୁ ସମ୍ବୋଧନ କରିବେ । ଆଜି ଓ ଆସନ୍ତାକାଲି ପ୍ରଶ୍ନୋତ୍ତର କିମ୍ବା ଶୂନ୍ୟକାଳ ହେବ ନାହିାଁ କରୋନା କଟକଣା ଭିତରେ ବଜେଟ ଅଧିବେଶନ ହେବ । ଅଧିବେଶନର ପ୍ରଥମ ଦିନରେ ଆସିବ…
Read More...

୧୨ ଘଣ୍ଟାରେ ୫ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ସୁରକ୍ଷାକର୍ମୀ ଗତ ୨୪ ଘଣ୍ଟାରେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦର ୫ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର କମାଣ୍ଡର ଜାହିଦ ୱାନି ଏବଂ ଆଉ ଏକ…
Read More...

ଫେବୃଆରିରେ ବ୍ୟାଙ୍କ କର୍ମଚାରୀ ମନାଇବେ ଖୁସି

ଆରମ୍ଭ ହେବାକୁ ଯାଉଛି ଫେବୃଆରି ମାସ । ଯଦି ଆପଣଙ୍କର ଆସନ୍ତା ମାସରେ କୌଣସି ବ୍ୟାଙ୍କ କାମ ରହିଛି ତେବେ ବ୍ୟାଙ୍କକୁ ଯିବା ପୂର୍ବରୁ ଏହି ତାରିଖକୁ ଧ୍ୟାନ ଦିଅନ୍ତୁ । କାରଣ ଫେବୃଆରି ରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ପ୍ରଥମ ସପ୍ତାହରେ ହିଁ ଛୁଟି। ଫେବୃଆରି ଆରମ୍ଭରୁ ହିଁ ୨ ତାରିଖରେ…
Read More...

ଖସୁଛି ଦୈନିକ ସଂକ୍ରମଣ, ଆଣୁଛି ଆଶ୍ୱସ୍ତି

ଧୀରେ ଧୀରେ ଖସୁଛି ଦୈନିକ ସଂକ୍ରମଣ । ଯାହା ଆଶ୍ୱସ୍ତିକର ଖବର । ଶୀର୍ଷ ଛୁଇଁ ରାଜ୍ୟରେ ସଂକ୍ରମଣ ଖସୁଥିବା ଅନୁମାନ କରାଯାଉଥିବା ବେଳେ ଏନେଇ କିଛି ସ୍ପଷ୍ଟ ଜଣାପଡିଛି । ରାଜ୍ୟରେ ଗତ ୨୪ ଘଣ୍ଟା ରେ ୫ ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ମୃତ୍ୟୁସଂଖ୍ୟା ବଢିଛି । …
Read More...

‘ଏବେ ବି ଯୁଦ୍ଧ ଟାଳିବାକୁ ସମୟ ଅଛି’

ୟୁକ୍ରେନରେ ସଙ୍କଟ ବଢିବାରେ ଲାଗିଛି । ୟୁକ୍ରେନକୁ ନେଇ ଆମେରିକା ଓ ଋଷ ମଧ୍ୟରେ ବିବାଦ ମଧ୍ୟ ଚରମ ସୀମାରେ ପହଞ୍ଚିଲାଣି । ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ କହିଛି ,ଯଦି ଋଷ ସୈନ୍ୟମାନେ ୟୁକ୍ରେନ ଉପରେ ଆକ୍ରମଣ କରନ୍ତି ତେବେ ଏହାର ପରିଣାମ ଭୟଙ୍କର ହେବ । ୟୁକ୍ରେନରେ ଯଦି ଋଷ…
Read More...

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କରିବେ କୋଭିଡ ସମୀକ୍ଷା

କୋଭିଡ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଦେଶରେ ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ କିଛି ରାଜ୍ୟରେ ଏବେ ବି ସ୍ଥିତି ନିୟନ୍ତ୍ରଣ ବାହାରେ ଅଛି । ଆଜି ପୂର୍ବୋତ୍ତର ରାଜ୍ୟର କରୋନା ସ୍ଥିତି ନେଇ ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।…
Read More...

ଉହାନ: କରୋନାର ତୃତୀୟ ଲହରକୁ ନେଇ ପୂରା ବିଶ୍ବରେ ଆତଙ୍କ ଟଳିନାହିଁ। ଏହାର ନୂଆ ପ୍ରଜାତି ଓମିକ୍ରନ୍ ଏବଂ ଡେଲଟା ପ୍ରଭାବରେ ଅନେକ ଆଜି ବି ଆକ୍ରାନ୍ତ ହେଉଛନ୍ତି। ଏମିତି ସମୟରେ ପୁଣି ଗୋଟିଏ ଆତଙ୍କ ସୃଷ୍ଟି କରିବା ଭଳି ଖବର ସାମ୍ନାକୁ ଆସିଛି। ୨୦୧୯ରେ ଯେଉଁଠାରେ ଦିନେ କରୋନା ଭୂତାଣୁ…
Read More...

ନାଜାଲ ବୁଷ୍ଟର ଡୋଜ ଟ୍ରାଏଲକୁ ଅନୁମତି

କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ଏବେ ବୁଷ୍ଟର ଡୋଜ ଦିଆଯାଉଛି । ଦୁଇଟି ଡୋଜ ନେଇସାରିଥିବା ବ୍ୟକ୍ତି କିଭଳି ସଂକ୍ରମଣରୁ ବର୍ତ୍ତିବେ ସେଥିପାଇଁ ବୁଷ୍ଟର ଡୋଜ ଦିଆଯାଉଛି । ଏବେ ଇଞ୍ଜେକସନ ଜରିଆରେ ବୁଷ୍ଟର ଡୋଜ ଦିଆଯାଉଥିବା ବେଳେ ଖୁବ ଶୀଘ୍ର ଦେଶରେ ଉପଲବ୍ଧ ହେବ କୋଭିଡର ନାଜାଲ ଡୋଜ ।…
Read More...

ତଳମୁହାଁ ହେଉଛି କରୋନା

ତଳ ମୁହାଁ ହେଉଛି କରୋନା ଗ୍ରାଫ୍ । ଧୀରେ ଧୀରେ ଖସୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ୫ ହଜାରକୁ ଖସିଛି ସଂକ୍ରମଣ । ରାଜ୍ୟରେ କରୋନା ପିକ୍‌ ଛୁଇଁସାରିଥିବା ଅନୁମାନ କରାଯାଉଛି । ଗତକାଲି ଜନସ୍ୱାର୍ଥ ନିର୍ଦ୍ଦେଶକ କହିଥିଲେ , ରାଜ୍ୟରେ ଦୈନିକ ସଂକ୍ରମଣ ଖସୁଥିବାରୁ ଶୀର୍ଷ…
Read More...