ପ୍ରମୁଖ ଖବର

ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଗିରଫ
ପୁଲିସ୍ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ
କଲେଜ ଉପରେ ଖସିପଡ଼ିଲା ବିମାନ: ୧ ମୃତ, ଏକାଧିକ ଆହତ
୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ଘଟଣାରେ ସମସ୍ତ ୧୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ଖୋଲାରେ ପେଟ୍ରୋଲ ନଦେବାକୁ ସଂଘର ନିଷ୍ପତ୍ତି : ସରକାର ଡାକିଲେ ବୈଠକ
ରେଭେନ୍ସାରେ ରାଗିଂ :୧୦ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ
ପୂଜାରୀଙ୍କ ବିରୋଧରେ ଅଭିଯୋଗ
ଟଙ୍କା ନଦେଲେ ଜଳାଭିଷେକ କରିପାରିବନି ଭକ୍ତ
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

କାହିଁକି ଓଡ଼ିଶାକୁ ସବୁଠି ପ୍ରଶଂସା?

ଭୁବନେଶ୍ବର: ସମଗ୍ର ଦେଶରେ ଆଜିସୁଦ୍ଧା ୨୪ ହଜାର ୫୦୬ ଜଣଙ୍କ ଠାରେ ମହାମାରୀ କରୋନା ଭୁତାଣୁ ଠାବ ହୋଇଛି। ପାଖାପାଖି ୫୦୬୩ ଜଣ ସୁସ୍ଥ ହୋଇସାରିଲେଣି ଓ ୭୭୫ ଜଣଙ୍କର ମୃତ୍ୟୁ ହୋଇଛି। ବିଶ୍ବସ୍ତରରେ ଏହି ମୃତ୍ୟୁ ହାର ୧ଲକ୍ଷ ୯୭ ହଜାର ଡେଇଁସାରିଲାଣି। ଭାରତବର୍ଷର ଜନସଂଖ୍ୟା
Read More...

ଶ୍ରୀଜଗନ୍ନାଥପ୍ରେମୀଙ୍କୁ ବଳ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ମହାପ୍ରଭୁ ନୀତିକାନ୍ତି ନେଇ ଶୁକ୍ରବାର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଯେଉଁ ନିର୍ଣ୍ଣୟ ଦେଇଛନ୍ତି, ତାହା ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ରହିଥିବା ଅନେକ ଆଶଙ୍କାରେ ପୂର୍ଣ୍ଣଛେଦ ଟାଣିଛି। ଏମିତି ପରିସ୍ଥିତିରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍
Read More...

ରଥଯାତ୍ରା ଦ୍ବନ୍ଦ୍ବ ବଢିଲା, ଶଙ୍କରାଚାର୍ଯ୍ୟଙ୍କୁ ନଜର

ଭୁବନେଶ୍ବର: ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ, ସେ ନେଇ ଦେଖାଦେଇଥିବା ଦ୍ବନ୍ଦ୍ବ ଏବେ ନୂଆ ମୋଡ଼ ନେଇଛି। ଦୀର୍ଘ ଦୁଇ ଘଣ୍ଟା ଧରି ପରିଚାଳନା କମିଟି ବୈଠକରେ ହୋଇଥିବା ଆଲୋଚନା କ୍ରମେ ସ୍ଥିର ହୋଇଛି ଯେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
Read More...

କରୋନା ବଦଳାଇଦେଲା କୁନିପିଲାଙ୍କ ପାଠପଢା ତରିକା

ଅନଲାଇନ୍ ପାଠ ପଛରେ ଅଭିଭାବକଅଙ୍କୁର ସ୍କୁଲ ପଢାଉଛନ୍ତି ଏଭଳି ଢଙ୍ଗରେ ଛୁଆଙ୍କୁଅଭିଭାବକଙ୍କ ପାଇଁ ବି ଆରମ୍ଭ ହେବ କ୍ଲାସ୍ ଭୁବନେଶ୍ବର: କରୋନା ବିଗାଡ଼ିଦେଲା ଶିକ୍ଷାବର୍ଷ। ସରକାର ଜୁନ୍ ୧୭ ଯାଏ ସ୍କୁଲ ବନ୍ଦ କରିଥିଲେ ହେଁ, କେବେ ବାସ୍ତବରେ ଶିକ୍ଷାବର୍ଷ ଆରମ୍ଭ ହେବ, ତାହା
Read More...

କରୋନା ମାଡ଼ରେ ବିଜେଡି, ବିଜେପି, କଂଗ୍ରେସ ଆକ୍ତାମାକ୍ତା?

ଭୁବନେଶ୍ବର: କରୋନା ମାଡ଼ ଏତେ ନିର୍ଘାତ ଯେ ଏହା କେବଳ ଧନ, ଜନ ଜୀବନ ଓ ଅର୍ଥନୀତିକୁ ପ୍ରଭାବିତ କରିଛି ତା ନୁହେଁ, ରାଜନୀତିକୁ ବି ଅଟକାଇ ଦେଇଛି। ଦଳମତ ନିର୍ବିଶେଷରେ ସମସ୍ତେ ଏହାଦ୍ବାରା ଢେର୍ ପ୍ରଭାବିତ ହୋଇଛନ୍ତି। ଏଇ ଯେମିତି, ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳରେ ମୁଖିଆ
Read More...

ସରପଞ୍ଚଙ୍କୁ ଶପଥ କରାଇଲେ ନବୀନ

ପଞ୍ଚାୟତରେ କରୋନା ପଶିବାକୁ ଦେବେ ନାହିଁ ବୋଲି ଶପଥ ନେଲେ ସରପଞ୍ଚଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ କଥା ହେଲେ, ପଞ୍ଚାୟତସ୍ତରକୁ ଗଲା ମୁକାବିଲା ଭୁବନେଶ୍ବର: ମୁଁ ଶପଥ କରି କହୁଛି ଯେ ମୋ ପଞ୍ଚାୟତରେ କରୋନାକୁ ରୋକିବା ପାଇଁ ମୋତେ ଦିଆଯାଇଥିବା ଦାୟିତ୍ବ ଲୋକଙ୍କ ମଙ୍ଗଳ
Read More...

ସର୍ଦାର ପଟେଲ, ପାଣ୍ଡିଆନ୍ ଏବଂ ବାବୁମାନେ

ଆଜି ବେସାମରିକ ସେବା ଦିବସ, ବାବୁଙ୍କୁ ଶାହଙ୍କ ଅଭିନନ୍ଦନ୨୦୦୬ରୁ ଏପ୍ରିଲ ୧କୁ ସ୍ବତନ୍ତ୍ର ଭାବେ ପାଳନ କରୁଛି ଦେଶ ଭୁବନେଶ୍ବର: କିଏ ବେଶୀ କ୍ଷମତାଶାଳୀ। ବ୍ୟୁରୋକ୍ରାଟ୍ସ ନା ରାଜନେତା? ସତରେ କଣ ରାଜନେତାମାନେ ଧୀରେ ଧୀରେ ନିଷ୍ପ୍ରଭ ହୋଇଯାଉଛନ୍ତି? ସତରେ କଣ ପ୍ରଶାସନିକ
Read More...

ପୁଣି ବଡ଼ ଓ କଠୋର ନିଷ୍ପତ୍ତି ଶୁଣାଇଲେ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆଜି ଘୋଷଣା କରିଛନ୍ତି, କରୋନା ଚିକିତ୍ସା ସମୟରେ ପ୍ରାଣ ହରାଇଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ ସହଯୋଗୀ ସେବା ପ୍ରଦାନକାରୀ ବ୍ୟକ୍ତିଙ୍କ ପରିବାରକୁ ମିଳିବ ୫୦ଲକ୍ଷ
Read More...

ବଦଳିିଯିବ ନିର୍ବାଚନ ପ୍ରଚାର ତରିକା

ନୂଆଦିଲ୍ଲୀ: ବିଶ୍ବର ଅନ୍ୟ ସବୁ ପ୍ରମୁଖ ଦେଶ ଅପେକ୍ଷା ଭାରତବର୍ଷର ନିର୍ବାଚନ ପ୍ରଚାର ତରିକା ନିଆରା। ଏହା ଯେତିକି ବ୍ୟୟବହୁଳ, ସେତିକି ଅବ୍ୟବସ୍ଥିତ। ପ୍ରଚାର ବେଳେ ଯେତିକି ହିଂସା ଘଟେ, ପ୍ରାୟ ତା ଠାରୁ କେଇ ଗୁଣ ଅଧିକ ଲୋକଙ୍କ ଭାବଗତ ସଂପର୍କକୁ ଏହା ଅଳ୍ପ ବହୁତେ ପ୍ରଭାବିତ
Read More...

ପୁଣି ନବୀନ ଚମକାଇଲେ: ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ

ଅସାଧାରଣ ସମୟରେ ଅସାଧାରଣ ନିଷ୍ପତ୍ତି ନେବାକୁ ହୁଏ ଭୁବନେଶ୍ବର: ରାଜ୍ୟ ସରକାର କରୋନା ମୁକାବିଲା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଏଭଳି ପଦକ୍ଷେପ ନେଉଛନ୍ତି, ଯାହା ଭାରତବର୍ଷକୁ ଚମକାଇ ଦେବାଭଳି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏକ ବାର୍ତା ଦେଇ ନବୀନ ଏକ ବଡ଼ ଘୋଷଣା କରିଛନ୍ତି ଯେ
Read More...