ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ହାପି ବାର୍ଥ ଡେ ବିଗ ବି’…

ମୁମ୍ବାଇ: ବଲିଉଡର ଶେହନଶାହା ବିଗ ବି ଅମିତାଭ ବଚ୍ଚନଙ୍କ ଆଜି ଜନ୍ମଦିନ। ୮୦ ବର୍ଷରେ ପାଦଦେଇଛନ୍ତି ବିଗ ବି । ୧୯୪୨ ମସିହା ଆଜିର ଦିନରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ ବଚ୍ଚନ। ଆଜି ତାଙ୍କ ଜନ୍ମଦିନ ଅବସରରେ ସବୁ ଆଡୁ ଛୁଟିଛି ଶୁଭେଚ୍ଛାର ସୁଅ। ଦୀର୍ଘ ୫ ଦଶନ୍ଧି ଧରି
Read More...

ଆଜି ବି ବଢିଲା ତୈଳ ଦର…

ଭୁବନେଶ୍ବର: ଆଜି ବି ବଢିଲା ତେଲ ଦର। ଦେଶରେ କ୍ରମାଗତ ଭାବରେ ତୈଳ ଦର ବଢିଚାଲିଛି। ଲଗାତର ସପ୍ତମ ଦିନରେ ତୈଳ ଦର ବୃଦ୍ଧି ପାଇଛି।ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି। ୧୦ ଦିନରେ ପେଟ୍ରୋଲ ମୂଲ୍ୟରେ ୨ ଟଙ୍କା ୮୦ ପଇସା ବୃଦ୍ଧି
Read More...

ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଜମ୍ମୁ କାଶ୍ମୀର: ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ। ଦୁଇଟି ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର କରାଯାଇଛି। ଅନନ୍ତନାଗରେ ଓ ବାନ୍ଦିପୋରାରେସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଅନନ୍ତନାଗରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ଆହତ
Read More...

ଆଜିଠୁ ରାତି ୮ ପରେ ବାହାରିବା ମନା..

ଭୁବନେଶ୍ବର: ପାର୍ବଣ ପାଇଁ ଆଜିଠୁ କଡାକଡି ହେବ ନାଇଟ କର୍ଫ୍ୟୁ। ଟୁଇନସିଟିରେ ଆଜିଠୁ ୧୦ ଦିନ ଧରି ରାତି ୮ରୁ ସକାଳ ୫ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ। ପାର୍ବଣ ସମୟରେ ବଜାରରେ ଅଧିକ ଭିଡ ହେବାର ଆଶଙ୍କା ରହିଛି। ଏବେ ବି ସଂକ୍ରମଣ ୫୦୦ ଉପରେ ରହୁଛି। କଟକ, ଭୁବନେଶ୍ୱରରେ ସଂକ୍ରମିତଙ୍କ
Read More...

ଦିନେ ଏଠାରେ ନରବଳି ଦିଆଯାଉଥିଲା!

ଭୁବନେଶ୍ୱର: ପାଟଣାଗଡ ବା ବଲାଙ୍ଗୀରର ପାଟଣେଶ୍ୱରୀ ଯେଭଳି ଆରାଧ୍ୟା ଦେବୀ, ସେମିତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାଜଉଆସ ପରିସରରେ ମାଆ ମାଣିକେଶ୍ୱରୀ ପୂଜା ପାଆନ୍ତି। ଏଠାରେ ଦେବୀ ପୂଜାର ମହତ୍ତ୍ୱ ନିଆରା। ଏକଦା ଏଠାରେ ନରବଳି ଦିଆଯାଉଥିବା ପ୍ରବାଦ ଅଛି। କିମ୍ୱଦନ୍ତୀ କହେ,
Read More...

ପାର୍ବଣରେ ହୋଇପାରେ ଆତଙ୍କୀ ଆକ୍ରମଣ

ଦେଶର ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ । ପାର୍ବଣରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି । ଗୁଇନ୍ଦା ସୂଚନା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ଅଧିକ ଭିଡ ହେଉଥିବା ବଜାର ମାନଙ୍କରେ ପୁଲିସ ମୁତୟନ କରାଯାଇଛି ।
Read More...

ରାମ ଓ ରାବଣ ହେବେ ବୋଲି ଏତେ ଟଙ୍କା ନେବେ?

ମୁମ୍ବାଇ: ବଲିଉଡ ଷ୍ଟାର ରିତିକ ରୋଶନ ଓ ରଣବୀର କପୁର ନିଜ ଅଭିନୟ କ୍ୟାରିୟରର ସବୁଠୁ ଦମଦାର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ରାମ ଓ ରାବଣ ଭୂମିକାରେ ନଜର ଆସିବେ ରିତିକ ଓ ରଣବୀର। ଫିଲ୍ମ ନିର୍ଦ୍ଦେଶକ ନିତେଶ ତିୱାରୀ ନିର୍ମାଣ କରିବାକୁ ଯାଉଥିବା ‘ରାମାୟଣ’ ଫିଲ୍ମରେ ଉଭୟ
Read More...

ପୁଣି ବଢିଲା ପେଟ୍ରୋଲ, ଡିଜେଲ; ସମସ୍ତେ ନିରବରେ ଦେଖୁଛନ୍ତି

ବିଜୁ ଜନତା ଦଳ ଯେମିତି ଚୁପ୍, କଂଗ୍ରେସ ବି ସେମିତିଦରଦାମ ଆକାଶଛୁଆଁ ହେଲାଣି, ସ୍ଥିତି ଆହୁରି ଗମ୍ଭୀର ହେବ ଭୁବନେଶ୍ବର: ପୁଣି ବଢିଲା ତୈଳ ଦର। ସରକାରୀ ତୈଳ କମ୍ପାନିଗୁଡିକ ଆଜି ତେଲ ଦର ପୁଣି ବୃଦ୍ଧି କରିଛନ୍ତି। ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା
Read More...

ମୋଦୀ ଏବେ ବି ସବୁଠୁ ଅଧିକ ଲୋକପ୍ରିୟ

ଆସନ୍ତାବର୍ଷ ନିର୍ବାଚନ ହେବାକୁ ଯାଉଥିବା ରାଜ୍ଯରୁ ଆସିଲା ସର୍ଭେ ରିପୋର୍ଟପଞ୍ଜାବରେ ଅରବିନ୍ଦ କେଜ୍ରିଓ୍ବାଲ ମୋଦୀଙ୍କ ଠୁ ବି ଅଧିକ ଲୋକପ୍ରିୟରାହୁଲଙ୍କୁ ଚାହୁଁନାହାନ୍ତି ଲୋକେ, ପଞ୍ଜାବରେ ବି ତାଙ୍କର ପତିଆରା ନାହିଁ ନୂଆଦିଲ୍ଲୀ: ଏବେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ
Read More...

ଦୁଇ ଦିନ ପରେ ଅନ୍ଧାର ହୋଇଯିବ କି ରାଜଧାନୀ?

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ ସଂକଟ ଉପୁଜିପାରେ। କୁହାଯାଉଛି ଯେ, ଯଦି କୋଇଲା ଯୋଗାଣ ନହୁଏ, ତେବେ ଦୁଇ ଦିନ ପରେ ପୂରା ଦିଲ୍ଲୀ ବ୍ଲାକ ଆଉଟ ହୋଇପାରେ। ଦିଲ୍ଲୀର ଶକ୍ତି ମନ୍ତ୍ରୀ ରାଜେନ୍ଦ୍ର ଜୈନଙ୍କ କହିବା ଅନୁସାରେ ଯେଭଳି ମହାମାରୀ ସମୟରେ ଅମ୍ଲଜାନ ଅଭାବ ହୋଇଥିଲା ,
Read More...