ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ଆଡ଼ରୁଷା ମାରିଲେଣି ବିଜେଡି ତୁଙ୍ଗ ନେତା

କାଲି ଯିଏ ପ୍ରଭାବଶାଳୀ, ଆଜି ସେ ଅଲୋଡ଼ା ଭବିଷ୍ୟତର ନେତାଙ୍କୁ ଥଇଥାନ କଲେ ସୁପ୍ରିମୋ ସଂଗଠନରେ ଆଉ କିଛି ଗୁରୁତ୍ବ ପାଇବେ ଅନଙ୍ଗ, ମହେଶ୍ୱରଙ୍କ ଭଳି ନେତା ଆଉ ପାଇବେନି ଗୁରୁତ୍ବ ଭୁବନେଶ୍ୱର: ବିଜୁ ଜନତା ଦଳ ଟିକେଟରେ ଯେଉଁମାନେ ଗତ ନିର୍ବାଚନ ଲଢ଼ିଥିଲେ, ସେମାନଙ୍କୁ ଥଇଥାନ
Read More...

ସରକାରଙ୍କ ପ୍ରଥମ ଗଣମାଧ୍ୟମ ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଭାବେ ମାନସ ରଂଜନ ମଙ୍ଗରାଜ ଆଦି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀ ମଙ୍ଗରାଜ ରାଜ୍ୟ ସରକାରଙ୍କ ଲୋକସଂପର୍କ ନିର୍ଦେଶାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ଏହି ଅବସରରେ ଶ୍ରୀ ମଙ୍ଗରାଜ ଓ ଲୋକସଂପର୍କ
Read More...

ମୋଦୀଙ୍କ ପସନ୍ଦ ଓଡ଼ିଆ ଅଫିସର

ଡ. ପି କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତଏହି ପଦବିରେ ନିଯୁକ୍ତି ପାଇବାରେ ଡ. ମିଶ୍ର ପ୍ରଥମ ଓଡ଼ିଆଗଙ୍ଗାଧର ମେହେର କଲେଜରୁ ଉତ୍ତୀର୍ଣ୍ଣ ହୋଇଥିଲେଭୁବନେଶ୍ୱର: ଓଡ଼ିଶା ପାଇଁ ବଡ଼ ଖବର । ଗୁଜୁରାଟ କ୍ୟାଡର ଆଇଏଏସ୍‍ ଅଫିସର ଡ. ପି କେ ମିଶ୍ର ( ପ୍ରମୋଦ କୁମାର
Read More...

ଶ୍ରୀମନ୍ଦିର ଢାଞ୍ଚାରେ ହେବ ଶ୍ରୀଲିଙ୍ଗରାଜଙ୍କ ପାଇଁ ଆଇନ

ମନ୍ଦିର ପରିଚାଳନାକୁ ନେଇ ସରକାରୀ ତନାଘନା ଭୁବନେଶ୍ବର: ଗୋଟିଏ ପଟେ ପୁରୀକୁ ଐତିହ୍ୟ ସହର ମାନ୍ୟତା ଦେବା ଲାଗି ସରକାର ଜୋରଦାର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ରାଜ୍ୟର ଚାରିଟି ପ୍ରମୁଖ ମନ୍ଦିର ପରିଚାଳନାରେ ସୁଧାର ଆଣିବା ଲାଗି ଆଇନ ମନ୍ତ୍ରୀ ପ୍ରତାପ ଜେନା ତନାଘନା
Read More...

ରାଜ୍ୟ କଂଗ୍ରେସକୁ ଗାନ୍ଧୀ ଭରସା

ପୁରୁଣା ବେମାରି ଭଲ ହୋଇନି, ପୁଣି ଗୋଷ୍ଠୀ ବାଦ ଅକ୍ଟୋବର ୨ରୁ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ମାତିବେ ନେତା ଭୁବନେଶ୍ବର: ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ ରାଜ୍ୟ କଂଗ୍ରେସର ଭବିଷ୍ୟତ କଣ ହେବ? ଓଡ଼ିଶାରେ ସଂଗଠନ ଭୁଶୁଡିଯିବ କି? ରାଜନୈତିକ ମହଲରେ ଏହାକୁ ନେଇ କଳ୍ପନାଜଳ୍ପନା
Read More...

ମଦୁଆ ଡ୍ରାଇଭର ସାବଧାନ୍‍!

ଶୁକ୍ରବାର ସନ୍ଧ୍ୟାରୁ ଡିଜିଙ୍କ ନିର୍ଦେଶରେ ଧରପଗଡସରକାରଙ୍କ ଉପରେ ଚାପ ବଢିଲାପୁଲିସର ଆଚରଣ କମିସନରଙ୍କ ପାଇଁ ବିପଦ ଭୁବନେଶ୍ୱର: ପୁଲିସ ମହାନିର୍ଦେଶକ ବିଜୟ ଶର୍ମା ଆଜି ଗଣମାଧ୍ୟମକୁ କହିଛନ୍ତି, ମଦ ପିଇ ଗାଡି ଚଳାଇଲେ ଏଣିକି ଡ୍ରାଇଭର ବନ୍ଧା ହେବେ । ରାଜ୍ୟର ସମସ୍ତ ୧୪ଟି ଯାକ
Read More...

ଦେବତାଙ୍କୁ ଏତେ ନିର୍ଯାତନା!

ଦ୍ୱିତୀୟ ଦିନ ପାଇଁ ଲିଙ୍ଗରାଜ ମହାପ୍ରଭୁ ଉପବାସରେଜଗନ୍ନାଥଙ୍କ ପାଇଁ ଥିବା ଦରଦ ଲିଙ୍ଗରାଜଙ୍କ ପାଇଁ ନାହିଁପ୍ରଶାସନ, ଆଇନ ବିଭାଗ ବେଫିକର, କାର୍ଯ୍ୟାନୁଷ୍ଠାନ ଶୂନ ଭୁବନେଶ୍ୱର: ଜମି ମହାପ୍ରଭୁ ଲିଙ୍ଗରାଜଙ୍କର । କିନ୍ତୁ ଏହି ଜମିର ମାଲିକାନାକୁ ଦେଖାଇ ସେବକମାନେ ନିଜ ନିଜର କେତେ ତାକତ
Read More...

ମଠାଧୀଶ ମେଳି ପଛରେ କିଏ?

ଧର୍ମ ଚର୍ଚ୍ଚା ପାଇଁ ସମ୍ମେଳନ ହେଉନିଭକ୍ତଙ୍କ ଜମି ବି ବିକ୍ରି କରି ଦେଇଛନ୍ତିତନାଘନା ନ କରି ପ୍ରଶାସନ ଚୁପ୍ କାହିଁକି? ଭୁବନେଶ୍ବର: ପୁରୀ ମଠ ଭଙ୍ଗା ପ୍ରକ୍ରିୟାକୁ ଅଟକାଇବାକୁ ହଠାତ୍ ମଠାଧୀଶ ମେଳି ବାନ୍ଧିଲେଣି। ଦେଶର ବିଭିନ୍ନ ଭାଗରୁ ମଠାଧୀଶ ପୁରୀରେ ଏକାଠି ହୋଇଛନ୍ତି। ସେପଟେ
Read More...

ପୃଥିବୀର ସବୁଠାରୁ କୁନି ଗଣେଶ ଦେଖିଛନ୍ତି କି?

ବିଶାଳ ନୁହଁ କି ସୁଉଚ୍ଚ ନୁହଁ ପୃଥିବୀର ସବୁଠାରୁ କୁନି ଗଣେଶ ଭୁବନେଶ୍ୱର: ବ୍ରହ୍ମପୁରର ଶିଳ୍ପୀ ସତ୍ୟନାରାୟଣ ମହାରଣା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ଗଣେଶ ପୂଜା ଅବସରରେ ଦେଢ ଇଞ୍ଚର ଗଣେଶ ତିଆରି କରିଛନ୍ତି । ଅଦରକାରୀ ସାମଗ୍ରୀ ତଥା ଚିରା ଫଟା ଖବରକାଗଜ,
Read More...

ଗଣେଶ ଚତୁର୍ଥୀରେ ଥଇଥାନ ପ୍ୟାକେଜ୍‍

ପୁରୀ ପାଇଁ ବଡ଼ ଥଇଥାନ ପ୍ୟାକେଜ ଘୋଷଣାଜମି, ଘର, ଭଡ଼ା, ସ୍ଥାନାନ୍ତର ପାଇଁ ସହାୟତା ପ୍ରତିଶ୍ରୁତିମଠର ଗାଦି ସୁରକ୍ଷିତ ରହିବ, ଐତିହ୍ୟ ସ୍ପର୍ଶ ରହିବକ୍ଷୁଦ୍ର ବ୍ୟବସାୟୀଙ୍କୁ ବି ବାଦ୍‍ ଦେଇନାହାନ୍ତି ଭୁବନେଶ୍ୱର: ଜନ୍ମାଷ୍ଟମୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ବିକାଶର
Read More...