ସନ୍ଥଗୁଡାରେ ମାଡ ହେଲା ଗୁଲାବ, ବର୍ଷା ବିପଦ ଟଳିନି
ଭୁବନେଶ୍ବର: ପ୍ରବଳ ବର୍ଷା ଧରି ଆଗକୁ ବଢୁଥିବା ବାତ୍ୟା ଗୁଲାବ୍ ଘଣ୍ଟା ପ୍ରତି ୨୭ କିଲୋମିଟରରେ ମାଡି ଆସି ସନ୍ଧ୍ୟା ୬ଟା ବେଳେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଥିଲା। ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଠାରୁ ୨୦ କିଲୋମିଟର ଦୂର ସନ୍ଥଗୁଡା ବ୍ଲକରେ ବାତ୍ୟା ମାଡ ହୋଇଥିବା!-->…
Read More...
Read More...