Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
ଏମିତି ବିପଦ ଆଣି ଆସୁଛି ତୃତୀୟ ଲହର!
ଭୁବନେଶ୍ବର:
ପିଲାଙ୍କ ପାଇଁ ଘାତକ ସାଜିବ କି କରୋନାର ତୃତୀୟ ଲହର?
ପୁଣିଥରେ ବିଗିଡ଼ି ଯିବ କି ପିଲାଙ୍କ ପାଠପଢ଼ା?
ଗତ ୧୫ ଦିନ ହେଲା ଦେଶର ବିଭିନ୍ନ ଭାଗରେ ଛୋଟ ପିଲା କୋଭିଡ୍-୧୯ରେ ଆକ୍ରାନ୍ତ ହେଉଥିବା ଖବର ଏବେ ଅଭିଭାବକ ମହଲରେ ଏଭଳି ଭୟ ସୃଷ୍ଟି କଲାଣି। ବିଶେଷକରି!-->!-->!-->!-->!-->!-->!-->…
Read More...
Read More...
ନବୀନଙ୍କ ପାଖରେ ବିରୋଧୀଙ୍କ ଦରଖାସ୍ତ ବିଚାରାଧୀନ
ଯେ କୌଣସି ମୁହୂର୍ତରେ ପଞ୍ଚାୟତ ଓ ପୌର ନିର୍ବାଚନ ବିଗୁଲ୍ ବାଜିବଦଳବଦଳ ପାଇଁ ନେତାଙ୍କ ସଜବାଜ ଆରମ୍ଭ, ଶାସକ ଦଳରେ ବେଶୀ ଭିଡବିରୋଧୀ ଦଳ ନେତାଙ୍କ ହାବଭାବ ହିଁ କହୁଛି ବିଜେଡି ବଦନାମ୍ ହୋଇନିପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପରେ ବି ନବୀନଙ୍କ ପ୍ରତି ଆକର୍ଷଣ କମିନାହିଁଦୁର୍ଗା ପୂଜା ପରେ!-->…
Read More...
Read More...
ଆଫଗାନରେ ଚାଲିବ କି ବର୍ବରଙ୍କ ଶାସନ
ପୁଣି ଆଫଗାନିସ୍ତାନରେ ଚାଲିବ କି ବର୍ବର ତାଲିବାନୀ ଶାସନ? ତାଲିବାନୀ ଗୋଟିଏ ପରେ ଗୋଟିଏ ସହର କବଜା କରିଚାଲିଛନ୍ତି। ତାଲିବାନ ଆତଙ୍କରେ କେବଳ ଜନସାଧାରଣ ନୁହଁନ୍ତି ଆଫଗାନ ସୁରକ୍ଷାକର୍ମୀ ବି ଥରହର। ଆଫଗାନିସ୍ତାନର ଗୋଟେ ପରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ସହରକୁ ତଲିବାନ ନିଜ କବଜାକୁ!-->…
Read More...
Read More...
ସୌମ୍ୟଙ୍କୁ କିଏ ମାରିଲା, ଏବେ କ୍ରାଇମବ୍ରାଞ୍ଚ କାଢିବ
ସରକାରଙ୍କ ମୁଣ୍ଡରେ ପାହାଡ ଭଳି ବଦନାମ ଲଦିବା ପରେ ଚେତିଲେ ବାବୁବହୁଚର୍ଚ୍ଚିତ ଏହି ମାମଲା ଉପରୁ ପରଦା ହଟାଇ ପାରିଲାନି ପୁଲିସ, ଫେଲ୍ ମାରିଲାଶେଷରେ ପୁଲିସ ମହାନିର୍ଦେଶକ ଅଭୟ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ପ୍ରଦାନ କଲେଜଣେ ଡିଏସପିଙ୍କ ନେତୃତ୍ବରେ ତିନିଜଣିଆ ଟିମ୍ ଏବେ ମାମଲାର!-->…
Read More...
Read More...
ମିଳିମିଶି ବିରଞ୍ଚି ପ୍ରସଙ୍ଗକୁ ଗିଳିଦେଲେ!
କେଉଁଠି ଅଟକିଗଲା ଭିଜିଲାନ୍ସ ତଦନ୍ତ ଆଉ କେହି ମୁହଁ ଖୋଲୁନାହାନ୍ତିଗଣମାଧ୍ୟମ ଚୁପ୍ ପଡିଗଲା, ବିରୋଧୀ ରାଜନୈତିକ ଦଳ ନେତା ବିକମିସନଙ୍କ ଅଧ୍ୟକ୍ଷ ଓ ସଦସ୍ୟଙ୍କ ପ୍ରତି ସରକାରଙ୍କ ଏତେ ଦରଦ କାହିଁକି?
ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବହୁ!-->!-->!-->…
Read More...
Read More...
ଯେବେ ଡ୍ରାଇଭର ଲୁଟେରା ସାଜେ…
ଭୁବନେଶ୍ବର: ଘରର ଡ୍ରାଇଭର ଯେ ମାଲିକଙ୍କ ଘରେ ବିଶ୍ବସ୍ତ ସାଜି କଳାକନା ବୁଲାଇ ଦେବ, ଏକଥା କେହି ଅନୁମାନ କରିପାରୁଛନ୍ତି କି? ଆଜ୍ଞା ହଁ। ଏମିତି ହିଁ ଗୋଟିଏ ଘଟଣା ଏବେ ସାମ୍ନାକୁ ଆସିଛି। ତାହା ପୁଣି କୌଣସି ସାଧାରଣ ଘରୁ ନୁହେଁ କି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ। ଖୋଦ୍ ଅବସରପ୍ରାପ୍ତ!-->…
Read More...
Read More...
ପଛୁଆ କାର୍ଡରେ ବି ସମସ୍ତେ ପଛରେ ପଡିଲେ
ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ କରିବ ବୋଲି ଘୋଷଣା କରିଦେଲା ବିଜୁ ଜନତା ଦଳପଛୁଆ ବର୍ଗ କାର୍ଡ ଖେଳ ଆରମ୍ଭ କରିଥିଲା କେନ୍ଦ୍ର, ଅକଳରେ ପକାଇଲେ ନବୀନଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ନେଇ ରାଜ୍ୟ ରାଜନୀତିରେ ବିଜେଡିର ମାଷ୍ଟର ଷ୍ଟ୍ରୋକ୍୩୩ ପ୍ରତିଶତ ମହିଳା ପ୍ରାର୍ଥୀ କାର୍ଡ ଖେଳି ଗତ!-->…
Read More...
Read More...
ବୁଣାକାରଙ୍କ ସ୍ବତନ୍ତ୍ର ପ୍ୟାକେଜରେ କଣ ରହିଛି?
ଭୁବନେଶ୍ୱର: ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ ।
ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ!-->!-->!-->…
Read More...
Read More...
ମହାମାରୀ ବେଳେ ବଢିଛି ଧଳଜହର ବେପାର!
ଭୁବନେଶ୍ବର: କରୋନା କାଳରେ ବଢିଚାଲିଛି ନିଶାଖୋର ମାଫିଆଙ୍କ ରାଜ ଧଳଜହର କବଜାରେ ରାଜଧାନୀ । ଗିରଫ ପରେ ମଧ୍ୟ ସୁଧୁରୁନାହାନ୍ତି ଡ୍ରଗ୍ସ ବେପାରୀ। ପୁଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି । ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେେ ପୂର୍ବ ଅପକ୍ଷୋ ଢେର ପରିମାଣରେ ଏବେ ବଢିଛି ବ୍ରାଉନସୁଗାର ବେପାର ।!-->…
Read More...
Read More...