ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ଶର୍ମା ଯିବେ, ଶର୍ମା ଆସିବେ!

ଭୁବନେଶ୍ୱର:ଅଗ୍ନିଶମ ବିଭାଗ ଦାୟିତ୍ୱରେ ଥବା ପୁଲିସ ଡିଜି କ୍ୟାଡର ଅଧିକାରୀ ଡ.ବିଜୟ ଶର୍ମା ପରବର୍ତ୍ତୀ ପୁଲିସ ଡିଜି ହୋଇପାରନ୍ତି । ବର୍ତ୍ତମାନର ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ଖୁବ୍‍ ଶୀଘ୍ର ନିଯୁକ୍ତି ପାଇବେ। ଗତକାଲି ଏ ସଂକ୍ରାନ୍ତ୍ର ଚୟନ କମିଟି
Read More...

ପୁଲିସକୁ ଅପରାଧୀ ଡରୁନାହାନ୍ତି କାହିଁକି?

କାହା ପାଇଁ କାମ କରୁଛି ପୁଲିସପୁରୀ ପରେ ଜଳେଶ୍ୱରରେ ଅଭାବନୀୟ ଘଟଣାହାଵଡାରୁ ଦୁଇ ଯୁବତୀଙ୍କୁ ଆଣି ଗଣଦୁ୍‍ଷ୍କର୍ମ କଲେ ତିନି ଦୁର୍ବୃତ୍ତମଙ୍ଗଳବାର କାରକୁ ଗୁଳି କରି ୫୦ଲକ୍ଷ ଲୁଟିଥିଲେ ଭୁବନେଶ୍ୱର: ପୁରୀ ବସଷ୍ଟାଣ୍ଡରେ ପୁଲିସ ମୁତୟନ ଥିବା ସତ୍ତ୍ୱେ ଜଣେ ହେଲପର୍‍ ବସ ମଧ୍ୟରେ ଜଣେ
Read More...

କାହା ପାଇଁ କାମ କରୁଛନ୍ତି ବିଜେଡି ନେତା

ପାଟକୁରା ରାଜନୀତିରେ ନିଆଁ ଲାଗିଲାବିଜେପି ମନ୍ତବ୍ୟ ପରେ ବିଜେଡିରେ କମ୍ପନ ଭୁବନେଶ୍ୱର: ପାଟକୁରା ନିର୍ବାଚନ ନେଇ ବିଜେଡି-ବିଜେପି ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ବିଜେଡିର ୩୦ରୁ ଅଧିକ ନେତା ସେଠାରେ ଡେରା ପକାଇ ପ୍ରଚାର ଚଳାଇଥିବା ବେଳେ ଅନ୍ୟପଟେ ବିଜେପି କିନ୍ତୁ
Read More...

ବାତ୍ୟାରେ ନିଜ କାର୍ଯ୍ୟର ପ୍ରମାଣ ଦେଲା ପୁଲିସ

ଭୁବନେଶ୍ୱର: ବାତ୍ୟା କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗେଇଛି । ଆଜି ସଚିବାଳୟରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ ଉତ୍ସବରେ ଭୟଙ୍କର ବାତ୍ୟା ଫନି-୨୦୧୯ ମୁକାବିଲାରେ ଓଡ଼ିଶା ପୁଲିସର ଭୂମିକା ସଂକ୍ରାନ୍ତ ରାଜ୍ୟ ପୁଲିସ ବିଭାଗ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚିତ୍ରକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ
Read More...

ଏକସଙ୍ଗରେ ୧୧୦ଟି ସ୍ଥାନରେ ସିବିଆଇ ଚଢଉ

ଦୁର୍ନୀତି ବିରୋଧରେ କେନ୍ଦ୍ରର ବଡ଼ ପଦକ୍ଷେପ୧୯ଟି ରାଜ୍ୟରେ ଚଢଉ କରୁଛନ୍ତି କର୍ତୃପକ୍ଷଦୁର୍ନୀତି, ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କ୍ଷେତ୍ରରେ ୩୦ମାମଲା ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରରେ ହୋଇଥିବା ଦୁର୍ନୀତି ସଂକ୍ରାନ୍ତରେ ଗତ ସପ୍ତାହରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା
Read More...

ଦୁର୍ଘଟଣା କମାଇବା ପାଇଁ ସରକାରୀ ତନାଘନା

ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକଦୁର୍ଘଟଣାଗ୍ରସ୍ତ ଛାତ୍ରଙ୍କୁ ମନ୍ତ୍ରୀଙ୍କ ସହାୟତା ରାଶି ପ୍ରଦାନ ଭୁବନେଶ୍ୱର: ସୋମବାର ପୂର୍ବାହ୍ନରେ ସଚିବାଳୟ ତୃତୀୟ ମହଲା ସମ୍ମିଳନୀକକ୍ଷ ଠାରେ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକ ରାଜ୍ୟ ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ
Read More...

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଆର୍ଥିକ ଅନଗ୍ରସର ବ୍ୟକ୍ତିତ୍ୱଙ୍କୁ ମାସକୁ ୧୦ହଜାର

ଭୁବନେଶ୍ୱର: ରାଜ୍ୟର ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ବିଜେତା ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସଂସ୍କୃତି ବିଭାଗର ଏହିପରି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଏହି ବର୍ଗର
Read More...

ସ୍କିଲ୍ ଗ୍ୟାପ୍ ହ୍ରାସ କରିବାକୁ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ/ଭୁବନେଶ୍ୱର: ସ୍କିଲ୍ ଗ୍ୟାପ୍କୁ ହ୍ରାସ କଲେ ଓ ଦକ୍ଷତା ସମ୍ପନ୍ନ ଏବଂ ଉତ୍ପାଦକ କାର୍ଯ୍ୟବଳ ତିଆରି ହେଲେ ଏହା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବାରେ ସହାୟକ ହେବ ବୋଲି ନୂଆଦିଲ୍ଲୀ ଠାରେ ବିଶ୍ୱ ଆର୍ଥିକ ଫୋରମ ଦ୍ୱାରା ଆୟୋଜିତ ଦକ୍ଷତା ବ୍ୟବଧାନ ଟ୍ୟାସ୍କଫୋର୍ସର ସମାପନ
Read More...

କଟକ ବିଜେପି ସଂଗଠନ ଦୁଇଫାଳ

କଟକ: ବିଜେପିର ଗୋଷ୍ଠୀ କନ୍ଦଳର ଭୟଙ୍କର ସ୍ବରୂପ ସାମ୍ନାକୁ ଆସିଛି। ରବିବାର କଟକ ସିଏମସି ଟାଉନହଲରେ ଦଳର ସଦସ୍ୟତା ଅଭିଯାନ ବୈଠକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିିଲେ। ପରସ୍ପର ହାତାହାତି ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ପୁଲିସ ମହାନିର୍ଦେଶକଙ୍କ
Read More...

ଆଫ୍‌ଗାନରେ ଆତଙ୍କବାଦୀ ବିସ୍ଫୋରଣ

ଗଜନୀ: ପୂର୍ବ ଆଫଗାନିସ୍ତାନରେ ଆତଙ୍କବାଦୀ ବଡ଼ ଧରଣର ବିସ୍ଫୋରଣ ଘଟାଇଛନ୍ତି। ତାଲିବାନ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣାରେ ୧୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୨୫ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
Read More...