ଧିକ୍ ଏମିତିକା ପୁଅ ବୋହୂ..
ଜନମ କରିଥିଲେ ତିନି ତିନିଟା ପୁଅ । ବୟସର ଅପରାହ୍ନରେ ଟିକେ ସାହା ହେବେ ବୋଲି । ହେଲେ ବୃଦ୍ଧାକାଳରେ ପୁଅ,ବୋହୂ କେହି ବାସିରେ ବି ପଚାରିଲେନି । ଗୋଟିଏ କୋଠରୀରେ ବନ୍ଦ କରିଦେଲେ ବୃଦ୍ଧାଙ୍କୁ । ୭ ଦିନ ପରେ ବନ୍ଦ କୋଠରୀରୁ ୮୨ ବର୍ଷୀୟା ବୃଦ୍ଧାଙ୍କ ମୃତଦେହ ମିଳିଲା । ହେଲେ ମୃତ୍ୟୁ ପରେ!-->…
Read More...
Read More...