ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବିଜେପିକୁ ଅକଳରେ ପକାଇଲାଣି ଯୋଗୀଙ୍କ ରଣନୀତି

ଲକ୍ଷ୍ନୌ: ଶେଷରେ ମୁଣ୍ଡ ନୁଆଁଇଲେ ଯୋଗୀ ସରକାର। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ପରେ ବ୍ୟାକଫୁଟରେ ଥିବା ଯୋଗୀ ସରକାର ଏବେ ନିଜ ନିଷ୍ପତ୍ତି ବଦଳାଇଛନ୍ତି। ଖେରିରେ କୃଷକଙ୍କ ମୃତ୍ୟୁ ପରେ ଗତ ୪ ଦିନ ଧରି ରାଜନୈତିକ ଯୁଦ୍ଧ ଲାଗି ରହିଥିବା ବେଳେ ଆଜି ବଦଳିଛି ଚିତ୍ର। ଏବେ ଯୋଗୀ…
Read More...

ଏବେ ବି ଖୋଲା ମାୟାବିନୀର ମାୟାଜାଲ

ଭୁବନେଶ୍ବର: ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ ମାମଲାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଗୁପ୍ତ ତଥ୍ୟ ଲିକ ମାମଲାରେ ଆରମ୍ଭରୁ ମାୟାବିନୀର ପରିଚୟ ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟର ସମସ୍ତ ତଦନ୍ତକାରୀ ସଂସ୍ଥା ଲାଗିପଡିଥଲା ବେଳେ ଏବେ ଏହି ଘଟଣାର ପାକିସ୍ତାନ ଲିଙ୍କ ମିଳିଛି। ରହସ୍ୟମୟୀ…
Read More...

ଲୋକେ କହିଲେ, ମଡେଲ ବି ମାରିଯିବେ ଫେଲ୍‌…

ନୂଆଦିଲ୍ଲୀ: ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କ ପ୍ରଶଂସକ ଏବେ କେବଳ ଭାରତରେ ନୁହଁନ୍ତି ସାରା ବିଶ୍ୱରେ ଅଛନ୍ତି। ନୀରଜଙ୍କ ଜଲୱା ଏବେ ସବୁଠି ଦେଖିବାକୁ ମିଳୁଛି। ଖେଳ ଓ ଅଭିନୟ ବ୍ୟତୀତ ଏବେ ଫ୍ୟାସନ ୱାଲ୍ଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ନୀରଜ ଚୋପ୍ରା। ପ୍ରସିଦ୍ଧ ଡିଜାଇନର ରୋହିଲ…
Read More...

ଆଗକୁ ବିଦ୍ୟୁତ ସଙ୍କଟ, ଅଧିକାଂଶ ସମୟ କଟିବ ବିଜୁଳି

ନୂଆଦିଲ୍ଲୀ: ଆଗକୁ କିଛି ଦିନ ଭିତରେ ଆପଣଙ୍କୁ ଘୋର ବିଦ୍ୟୁତ ସଙ୍କଟର ସାମ୍ନା କରିବାକୁ ପଡିପାରେ। କାରଣ ଭାରତରେ ବିଜୁଳି ଉତ୍ପାଦନ ପାଇଁ ସର୍ବାଧିକ କୋଇଲା ବ୍ୟବହୃତ ହେଉଥିବା ବେଳେ ଦେଶରେ ରହିଥିବା ବିଦ୍ୟୁତ ପ୍ଲାଣ୍ଟ ଗୁଡିକରେ ଏବେ କୋଇଲାର ଅଭାବ ଦେଖାଦେଇଛି। ଦେଶରେ କେବଳ ୪ ଦିନ ପାଇଁ…
Read More...

ବିଶ୍ୱ ଦେଖିବ ଓଡ଼ିଆ ଖାଦ୍ୟର ମହକ

ଲୋକାର୍ପିତ ହେଲା ‘ ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’ ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଆଜି ଓଟିଡିସି ଅଧ୍ୟକ୍ଷା…
Read More...

ଦୁର୍ଗାପୂଜା ପୂର୍ବରୁ ଚାଲିଗଲେ ରାବଣ

ମୁମ୍ବାଇ: ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଧରାପୃଷ୍ଠକୁ ଅବତରଣ କରିବେ ମା' ଦୁର୍ଗା। ଦଶହରାରେ ପୂଜା ପାର୍ବଣ ମାହୋଲ ପରେ ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ରାବଣ ପୋଡି କରିବାର ପରମ୍ପରା ରହିଛି। କିନ୍ତୁ ରାବଣ ପୋଡି ପୂର୍ବରୁ ପରପାରିକୁ ଚାଲିଗଲେ ଟିଭି ପରଦାର ରାବଣ। ଯେବେ ଯେବେ ରାବଣର…
Read More...

ତୃତୀୟ ସପ୍ତାହରେ ମାଡ଼ିଆସିବ ବଡ ବାତ୍ୟା, କେଉଁଠି ଛୁଇଁବ?

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଓଡ଼ିଶା ପାଇଁ ପୁଣି ଗୋଟିଏ ବାତ୍ୟା ଆଣିବ କି? ବିଭିନ୍ନ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ପରେ ଏଭଳି ଏକ ଭୟ ଏବେ ବଢିବାରେ ଲାଗିଲାଣି। ବାତ୍ୟା 'ଗୁଲାବ' ଟଳିଯିବା ପରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କ୍ଷେତ୍ର ଉଭୟ…
Read More...

କେଉଁ ମନ୍ତ୍ରରେ ପୂଜା ପାଆନ୍ତି ମାଆ ତାରିଣୀ, ଜାଣନ୍ତୁ

ଆଜି ଷୋଳପୂଜାର ଅଷ୍ଟମ ଦିବସ, ଦେବୀ ମନସ୍କ ହେଉଛି ସାରା ଓଡ଼ିଶା ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ମହକୁମାଠାରୁ ୪୫ କି.ମି ଦୂରରେ ଓଡିଶାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ଘଟଗାଁ ତାରିଣୀ ପୀଠ ଅବସ୍ଥିତ। ୧୪୮୦ ଖ୍ରୀଷ୍ଟାବ୍ଦରୁ ମାଆ ତାରିଣୀ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ରୁପେ…
Read More...

ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଭାରତ

ଯେକୌଣସି ପରିସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ଅଛି ଭାରତ । ଚୀନ ସୀମା ସ୍ଥିତି ନେଇ ଆଜି ନୂଆ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସଲ ଭି.ଆର.ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଏଲଏସି ସେପଟେ ଚୀନ ବାୟୁସେନାର ଲଢୁଆ ବିମାନ ରହିଛି । ଏଲଏସିର ୩ଟି ଏୟାରବେସରେ ଚୀନ ସେନା ମୁତୟନ…
Read More...

ଫେସବୁକ ଡାଉନ ଯୋଗୁଁ ଜୁକରବର୍ଗଙ୍କୁ ହେଲା ବଡ଼ କ୍ଷତି

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ,ଇନଷ୍ଟା,ହ୍ୱାଟସଆପ ପୁଣି କାମ କରିବା ଆରମ୍ଭ କରିଛି । ୬ ଘଣ୍ଟା ଧରି ସର୍ଭର ଡାଉନ ପରେ ଏବେ ସବୁ ସେବା ସ୍ୱାଭାବିକ ହୋଇଛି । ମେସେଞ୍ଜର ଆପ କେବଳ ଭାରତ ନୁହେଁ, ପୁରା ବିଶ୍ୱରେ କିଛି ଘଣ୍ଟା ପାଇଁ କାମ କରିନଥିଲା । ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ…
Read More...