ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ଗଡିଲା ମୋ ବସ..ମିଳିଲା ପ୍ରତିଶ୍ରୁତି

ଗଡିଲା ମୋ ବସ । ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ମୋ ବସ କର୍ମଚାରୀ । ଆସନ୍ତା ୭ ତାରିଖ ମଧ୍ୟରେ ଦରମା ବୃଦ୍ଧି ନେଇ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି କର୍ମଚାର । ତେବେ ଯଦି ୭ ତାରିଖ ସୁଦ୍ଧା କୌଣସି ନିଷତ୍ତି ନନିଆଯାଏ ଆନ୍ଦୋଳନକୁ ପୁଣି ଓହ୍ଲାଇବ ସଂଘ । ମୋ ବସ
Read More...

ନିଜକୁ ନିଜେ ଗୁଳି କଲେ..

ଭୁବନେଶ୍ୱର ଗଙ୍ଗନଗରରେ ଫୁଟିଲା ଗୁଳି । ଜଣେ ସୁରକ୍ଷାକର୍ମୀ ନିଜକୁ ନିଜେ ଗୁଳି କରିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷାକର୍ମୀଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ନିଜ ସର୍ଭିସ ବନ୍ଧୁକରେ ନିଜ ପେଟକ ୁ ଗଳି କରିଛି । ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଜଣକ ନିଜକୁ ନିଜେ ଗୁଳି
Read More...

କମୁଛି ସଂକ୍ରମଣ, ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା

ଗତ ତିନି ଦିନ ଧରି ରାଜ୍ୟରେ ଲଗାତର କରୋନା ସଂକ୍ରମଣ ହାର ୨ ପ୍ରତିଶତ ତଳେ ରହିଛି । ସେମାବାର ସଂକ୍ରମିତଙ୍କ ସଂଖ୍ୟା ହଠାତ ହଜାରେକୁ ଖସି ଆସିଥିଲା । ହେଲେ ଗତକାଲି ଅପକ୍ଷୋ ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ତେବେ ରାଜ୍ୟର ସମସ୍ତ ଜିଲ୍ଲାର ସଂକ୍ରମଣ କିନ୍ତୁ ୫ ପ୍ରତିଶତ ତଳେ ରହିଛି
Read More...

ଓଡ଼ିଶାରେ ବେଦାନ୍ତ ଅଛି, କିନ୍ତୁ ବିଶ୍ବବିଦ୍ୟାଳୟ?

ସ୍ବପ୍ନରେ ରହିଗଲା ପୁରୀରେ ବିଶ୍ବସ୍ତରୀୟ ବେଦାନ୍ତ ବିଶ୍ବବିଦ୍ୟାଳୟଏମଓୟୁ ହେଲା, ବିଧାନସଭାରେ ବିଲ୍ ଅନୁମୋଦନ ବିରାଜ୍ୟପାଳ ଦସ୍ତଖତ କଲେନି, ବିଲ୍ ରଖିଦେଲେ; ଫେରାଇନାହାନ୍ତି କୋର୍ଟରେ ଝୁଲୁଛି ମାମଲା, ପ୍ରକଳ୍ପ କ୍ଷତିଗ୍ରସ୍ତଙ୍କ ସ୍ଥିତି ସଙ୍ଗିନ୍ମହାପ୍ରଭୁଙ୍କର ଅମୃତ ମଣୋହୀ ଜମି କାହା
Read More...

ହାରିଗଲେ କିନ୍ତୁ ହୃଦୟ ଜିତିଲେ

ହାରିଗଲା କିନ୍ତୁ ହୃଦୟ ଜିତିଲା। ଟୋକିଓ ଅଲିମ୍ପକ୍ସରେ ପୁରୁଷ ହକି ଦଳର ସେମିଫାଇନାଲ ଟକ୍କର ପରେ ବି ଭାରତକୁ ନିରାଶ ହେବାକୁ ପଡିଛି ।ଭାରତକୁ ହରାଇ ଫାଇନାଲକୁ ବେଲିଜୟମ ଯାଇଛି । ଭାରତକୁ ୫-୨ ଗୋଲରେ ହରାଇ ବେଲଜିୟମ ବିଜୟୀ ହୋଇଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଭାରତୀୟଟିମ ଖେଳିବ । କିନ୍ତୁ
Read More...

ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର…ସେପଟେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବୁଲିବା ମଜା

କରୋନା କଟକଣା କୋହଳ ହେବା ପରେ ଧୀରେ ଧୀରେ ମଲ, ମନ୍ଦିର ଖୋଲିବା ଆରମ୍ଭ ହୋଇଯାଇଛି । କଟକଣା ଭିତରେ ଆଜି ଖୋଲିଛି ମା’ସମଲେଶ୍ୱରୀଙ୍କ ମନ୍ଦିର । ମନ୍ଦିର ଖୋଲିବା ନିଷ୍ପତି ସରକାର ଜିଲ୍ଳା ପ୍ରଶାସନ ଉପରେ ଛାଡିଥିବାବେଳେ ଜିଲ୍ଲାପ୍ରଶାସନ ସହ ମନ୍ଦିର କତୃପର୍କ୍ଷଙ୍କ ଆଲୋଚନା ପରେ ଆଜିଠୁ
Read More...

ନବୀନଙ୍କ ହାତରେ ଯାଦୁଛଡି! ହାତ ବାଜିଲେ ସଫଳ!!

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଆଦୌ ଆଗ୍ରହ ନଥିଲା। ବାପା ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ପୁଅ ରାଜନୀତିର ଧାର ଧାରିନଥିଲେ। ଏମିତିକି ବାପାଙ୍କର କୌଣସି ସହଯୋଗୀଙ୍କ ସହିତ ସଂପର୍କ ବି ନଥିଲା। ହଠାତ୍ ବାପାଙ୍କର ବିୟୋଗ ହେଲା। ବାପାଙ୍କ ସହଯୋଗୀମାନେ ତାଙ୍କ ହାତ ଧରି ଓଡ଼ିଶାଯାଏ ଟାଣିଆଣିଲେ।
Read More...

କାହିଁକି ପିଏମ୍ଓ ଛାଡିଲେ ଅମରଜିତ୍?

ନୂଆଦିଲ୍ଲୀ: କାର୍ଯ୍ୟକାଳ ଶେଷ ହେବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟକୁ 'ଗୁଡ୍ ବାଏ' କରିଛନ୍ତି ବରିଷ୍ଠ ପ୍ରଶାସକ ଅମରଜିତ୍ ସିହ୍ନା। ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ସରିବାର ସାତ ମାସ ପୂର୍ବରୁ ସେ ନିଜ ଦାୟିତ୍ବରୁ ଅବ୍ୟାହତି ନେଇଯାଇଛନ୍ତି। ୧୯୮୩
Read More...

୧୧ରୁ ମାଟ୍ରିକ ମୂଲ୍ୟାୟନ

ଭୁବନେଶ୍ବର: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ ମାଟ୍ରିକ ପରୀକ୍ଷା ଖାତା ଦେଖା। ଅଗଷ୍ଟ ୧୧ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ ହୋଇ ୩ ଦିନରେ ଖାତାଦେଖା ସରିବ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୭ ଜିଲ୍ଳାରେ ୯ଟି କେନ୍ଦ୍ରରେ ମାଟ୍ରିକ ଖାତା ଦେଖିବେ ୧୫
Read More...