ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଶହୀଦ କୋଭିଡ ଯୋଦ୍ଧାଙ୍କୁ ନୀରବ ପ୍ରାର୍ଥନା ଜରିଆରେ ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଗତ ୫ ମାସ ଧରି ଓଡିଶା କୋଭିଡ ବିରୁଦ୍ଧରେ ଲଢେଇ ଜାରି ରହିଛି। ଏହି ଲଢେଇର ଆଗଧାଡିରେ ରହିଥିବା କୋଭିଡ ଯୋଦ୍ଧା ମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ଆଜି ରାଜ୍ୟର କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଛି। ଏହାକୁ କୋଭିଡ ଯୁଦ୍ଧର ଏକ ମହତ୍ବପୂର୍ଣ୍ଣ ଘଟଣା…
Read More...

୧୫ ଦିନରେ ରାଜ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁରର MKCG Medical College ଓ ବୁର୍ଲାର ଭିମ୍‌ସାରରେ ରାଜ୍ୟର ଚତୁର୍ଥ ଓ ପଞ୍ଚମ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଦୁଇଟି ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହେବା…
Read More...

ୟୁପିଏସସି ପରୀକ୍ଷାରେ ଓଡିଆଙ୍କ ବାାଜିମାତ୍

ଭୁବନେଶ୍ବର: ୟୁନିୟନ ପ୍ଲବିକ ସର୍ଭିସ କମିସନ ବା ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ ୮ଶହ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଦୀପ ସିଂହ ଟପର ହୋଇଥିବା ବେଳେ ଓଡିଶାକୁ ପ୍ରଥମ ୧୦ଜଣଙ୍କ ମଧ୍ୟରେ ଦୁଇଟି ସ୍ଥାନ ମିଳିଛି। ଅଭିଷେକ ସରାଫ୍ ଅଷ୍ଟମ ଓ ସଞ୍ଜିତା…
Read More...

ପ୍ରବାସୀ ଓଡ଼ିଆଙ୍କ ଭରସା ଏବେ ଓଡ଼ିଆ ସାଂସଦ

ଭୁବନେଶ୍ବର; କରୋନା ମହାମାରୀ ଉଭୟ ଜୀବନ ଓ ଜୀବିକା ପାଇଁ ବିପର୍ଯ୍ୟୟ ଟାଣି ଆଣିଛି। ଶିକ୍ଷିତ ବେକାର ଚାକିରି ପାଉ ନାହାନ୍ତି। ଏହାଠାରୁ ଆହୁରି ସାଂଘାତିକ କଥା ହେଲା ଯେଉଁମାନେ ରୋଜଗାର କରୁଥିଲେ,ଚାକିରି କରୁଥିଲେ ‌ସେମାନେ ଏବେ ବେଶୀ ଦୁର୍ଦ୍ଦିନ ଭିତରେ। ରୋଜଗାର ନାହିଁ,ଚାକିରି…
Read More...

ଦେଓରଂଜନ ଓ ମାଥି ବଦଳିଲେନି

ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିସନର ଦାୟିତ୍ବସୁରେନ୍ଦ୍ରଙ୍କୁ ଖଣି, ଅନୁଙ୍କୁ ଜଳସଂପଦ ବିଭାଗ ଦାୟିତ୍ବ ଭୁବନେଶ୍ବର: ରାଜ୍ୟ ସରକାର ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କସ୍ତରରେ ଏକ ଅଦଳବଦଳ କରିଛନ୍ତି। ଖଣି ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର…
Read More...

ମନ୍ତ୍ରୀଙ୍କୁ ସମୟ ମିଳିଲା, ବିପଦ ବଢିଲା

କିଛି ଦିନ ସ୍ଥଗିତ ରହିଲା ମନ୍ତ୍ରିମଣ୍ଡଳ ଅଦଳବଦଳପ୍ଲାଜମା ପାଇଁ ଜିଲ୍ଲା ଗସ୍ତ ବି ଏକ ମାପଦଣ୍ଡ ହେବ ଭୁବନେଶ୍ବର: ଆପାତତଃ ଯୋଜନା ସରିଥିଲା। କିଏ କିଏ ମନ୍ତ୍ରୀ ପଦରୁ ଯିବେ, ଆଉ କାହାକୁ ସାମିଲ କରାଯିବ, ସେ ନକ୍ସା ବି ପ୍ରସ୍ତୁତି ଚାଲିଥିଲା। ହେଲେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି…
Read More...

ବଡ଼ ଆଶା ଦେଖାଇଲେ ନବୀନ, ନଭେମ୍ବର ସୁଦ୍ଧା କୋଭିଡ୍ ଟିକା

ସେରମ୍ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେଲେଓଡ଼ିଶାରେ ଟିକାକରଣ ପାଇଁ ସହଯୋଗ ଲୋଡ଼ିଲେ, ରାଜ୍ୟର ମୁକାବିଲା ମିଳିଲା ପ୍ରଶଂସା ଭୁବନେଶ୍ବର: ଗୋଟିଏ ପଟେ ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟପଟରେ…
Read More...

ରଙ୍ଗବତୀ ଗୀତ ପାଇଁ ବଦଳିଲା ଗାଁର ନାମ

ଏବେଠାରୁ ବିଲୁଙ୍ଗ୍ ଗାଁ, ରଙ୍ଗବତୀ ବିଲୁଙ୍ଗ ନାମରେ ନୂଆ ପରିଚୟ ପାଇଲାରାଜ୍ୟ ସରକାରଙ୍କ ସୁପାରିସକୁ ଅନୁମୋଦନ ଦେଲେ କେନ୍ଦ୍ର ସରକାରଓଢ଼ିଶା ଇତିହାସ ପାଇଁ ଏକ ବିରଳ ଘଟଣା, ଅମର ହୋଇଗଲା ରଙ୍ଗବତୀ ଗୀତ ଭୁବନେଶ୍ବର: ଭାରତ ଇତିହାସରେ ଆଜି ଏକ ବିରଳ ଅଧ୍ୟାୟ ଯୋଡି ହୋଇଛି।…
Read More...

୫ମାସ ମାଗଣା ଡାଲି ଓ ଚାଉଳ

କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫…
Read More...

ଡାକ୍ତରଙ୍କ ଅବସର ବୟସ ୬୨ ରୁ ୬୫ କୁ ବୃଦ୍ଧି

ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ବର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦ ପ୍ରତିଶତ ଥିବାବେଳେ କଟକ ଜିଲ୍ଲାରେ ଏହା ୭୧ ପ୍ରତିଶତ ରହିଛି, ଯାହାକି…
Read More...