ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଯାହା ବିଷୟରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିମାନେ କଥା ହୁଅନ୍ତି

ଆନ୍ତର୍ଜାତିକ କ୍ରିକେଟରୁ ଧୋନିଙ୍କ ଅବସର ଓ ୧୯୨୯ ଘଣ୍ଟା ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ଅବସର ନେଇଛନ୍ତି। ସେ ହେଉଛନ୍ତି ଏମିତି ଶୈଳୀର ଜଣେ ଖେଳାଳି, ଯାହା ସଂପର୍କରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀମାନେ କଥା ହୋଇଥାନ୍ତି। ବିଶିଷ୍ଟ କ୍ରିକେଟ୍ ଖେଳାଳି ଜିନ୍ ଜୋନ୍ସଙ୍କର…
Read More...

ରାଜ୍ୟକୁ ଆଶା ଦେଖାଇଲେ ନବୀନ

୭୪ତମ ରାଜ୍ୟ ଉତ୍ସବରେ ପତାକା ଉତ୍ତୋଳନ କଲେ ନବୀନଓଡ଼ିଶାର କୃଷି ଅଭିବୃଦ୍ଧି ୭.୧ ପ୍ରତିଶତ ଛୁଇଁଛିପୁଞ୍ଜିନିବେଶରେ ମହାରାଷ୍ଟ୍ରକୁ ପଛରେ ପକାଇଲା ଓଡ଼ିଶାଦେଶର ୧୮ ପ୍ରତିଶତ ପୁଞ୍ଜିନିବେଶ ପ୍ରସ୍ତାବ ରାଜ୍ୟକୁ ଆସିଛି ଭୁବନେଶ୍ବର: ଓଡ଼ିଆ ଜାତି ଅନେକ ବିପଦର ସାମ୍ନା କରିଛି। ସାହସର ସହିତ…
Read More...

ଭିନ୍ନ ଜଣେ ଆଇଏଏସ୍ ଅଫିସର…

ଭୁବନେଶ୍ବର: ପୂର୍ବରୁ ଲାଲକୃଷ୍ଣ ଆଡ଼ଭାନୀ ଓଡ଼ିଶା ଆସିଲେ, ପୂର୍ବତନ ମନ୍ତ୍ରୀ କନକ ବର୍ଧନ ସିଂହଦେଓ ତାଙ୍କ ସାରଥୀ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ। ବିମାନବନ୍ଦରରୁ ସଭାସ୍ଥଳ ପର୍ଯ୍ୟନ୍ତ ସବୁଆଡେ ନିଜ ନିଜର ଇନୋଭା ଗାଡିରେ ତାଙ୍କୁ ସଭାସ୍ଥଳକୁ ଆଣିଥାନ୍ତି। ରାଜନୈତିକ ନେତାଙ୍କ…
Read More...

ଲକ୍ଷ ଲକ୍ଷ ଚ୍ୟାଲେଞ୍ଜ ଅଛି, ୧୩୦କୋଟି ସମାଧାନ ବି ଅଛି: ପ୍ରଧାନମନ୍ତ୍ରୀ

ଲାଲକିଲ୍ଲାରୀ ଆତ୍ମନିର୍ଭରଶୀଳ ଭାରତର ମନ୍ତ୍ର ଦେଲେ ମୋଦୀକୋଭିଡ୍ ଟିକା ଆଗକୁ ବଢିଲେ ବଣ୍ଟନ ପାଇଁ ରୋଡ୍ ମ୍ୟାପ୍ ହେବସବୁ ଗ୍ରାମରେ ଅପଟିକ୍ ଫାଇବର କେବୁଲ୍ ବିଛାଯିବ୭୫ତମ ସ୍ବାଧୀନତା ଦିବସ ବଡ଼ ଢଙ୍ଗରେ ପାଳନ କରାଯିବ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା…
Read More...

ଟେଷ୍ଟିଂ ପାଇଁ ସ୍ବେଚ୍ଛାକୃତଭାବେ ଆଗେଇ ଆସ; ଆହ୍ବାନ ଦେଲେ ନବୀନ

ପଇସା ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁରାଜ୍ୟ ସରକାର ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି: ମୁଖ୍ୟମନ୍ତ୍ରୀଟେଷ୍ବିଂ ପାଇଁ ବିଡିଓ, ପଞ୍ଚାୟତ ପ୍ରତିନିଧି ସଚେତନତା ଅଭିଯାନ କରିବାକୁ ନିର୍ଦେଶ ଅଗଷ୍ଟ ୧୫ରେ ପ୍ଲାଜ୍‌ମା ଦାତାଙ୍କୁ ଜିଲ୍ଲାସ୍ତରରେ ସମ୍ବର୍ଧିତ…
Read More...

ରାଜସ୍ଥାନ ଖେଳ: କିଏ ହିରୋ, କିଏ ଜିରୋ?

ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଙ୍ଗଳବାର ଦିନ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଏବଂ ଦଳର ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପାଇଲଟ୍ ଆହୁରି କହିଛନ୍ତି ଯେ "ମୁଁ ସୋନିଆ ଜୀ, ରାହୁଲ ଗାନ୍ଧୀ,…
Read More...

ଅମିର ଖାନ୍ ନେଲେ ବଡ଼ ନିଷ୍ପତ୍ତି

ମୁମ୍ବାଇ: କରୋନା ମହାମାରୀର ପ୍ରଭାବ ଏତେ ସାଂଘାତିକ ଭାବେ ପଡ଼ିଛି ଯେ ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଶଙ୍କି ଗଲେଣି। ଏଇ ଯେମିତି ଅମୀର ଖାନ୍‌ ଓ କରିନା କପୁରଙ୍କ ମୁକ୍ତିଲାଭ କରିବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲାଲ ସିଂ ଚଢା' ୨୦୨୦ ଖ୍ରୀଷ୍ଟମାସରେ…
Read More...

କୋଭିଡ୍ କେନ୍ଦ୍ରରେ ଅଗ୍ନିକାଣ୍ଡ, ୧୧ ମୃତ

ଗୁଜରାଟ ପରେ ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଘଟଣା ବିଜୟୱାଡା: ଗୁଜରାଟ ପରେ ଆନ୍ଧ୍ରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। କୋଭିଡ୍ ସଂକ୍ରମିତ ରହୁଥିବା ଏକ ହୋଟେଲରେ ଆଜି ଭୟାବହ ଅଗ୍ନିକାଣ୍ଡରେ ୧୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟା ବଢିପାରେ। ରବିବାର ପୂର୍ବାହ୍ନରେ…
Read More...

ବିହାରରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରେ

ନିର୍ବାଚନ ନ ହେବା ନେଇ ବଡ଼ ବିତର୍କ ଆରମ୍ଭନୀତିଶ ବି ସଙ୍କେତ ଦେଲେଣି ନିର୍ବାଚନ କରିବା କଷ୍ଟବଡ଼ ଚାଲ ଖେଳିପାରେ ବିଜେପି, ସୁଶୀଲଙ୍କୁ ଆଗକୁ ଆଣିବ ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯଦିଓ ଭାରତର ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ…
Read More...

କରୋନା ମୁକାବିଲାରେ ଆଗଧାଡିରେ ସୋଆ

ଭୁବନେଶ୍ୱର, ୭/୮ : ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆତଙ୍କିତ । ଅଦୃଶ୍ୟ ଶତ୍ରୁର ଭୟରେ ଭୟଭୀତ ସାରା ବିଶ୍ୱବାସୀ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆମେରିକା, ଇଟାଲୀ ଓ ବ୍ରାଜିଲ୍ ଭଳି ବଡ଼ ବଡ଼ ଦେଶ ସମେତ ଭାରତ ଏପରିକି ସାରା ବିଶ୍ୱ ଏବେ…
Read More...