ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Tag

covid report odisha

ପୁଣି ବଢିଲା କରୋନା ସଂକ୍ରମଣ ହାର

ଆଉ କେତେ ଲମ୍ବିବ ମୃତ୍ୟୁ ତାଲିକା? ଭୁବନେଶ୍ବର: ଅନେକ ଦିନ ବ୍ୟବଧାନ ପରେ ସଂକ୍ରମଣ ଗତକାଲି ୩ ପ୍ରତିଶତ ତଳକୁ ଖସି ଆସିଥିଲା। ଆଜି ପୁଣି ଏହା ଉପରମୁହାଁ ହୋଇଛି। ପରୀକ୍ଷା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଉପକୂଳବର୍ତୀ ଜିଲ୍ଲାରେ ପଜିଟିଭ ହାର ଅଧିକ ରହିଛି ।…
Read More...

ଖୋର୍ଧା: ତୃତୀୟ ଲହର ଛୁଇଁଲା କି? କାହିଁକି କମୁନି ସଂକ୍ରମଣ??

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତ ବି ଅଧିକ, ମୃତ୍ୟୁ ସଂଖ୍ୟା ବିରାଜ୍ୟରେ ଖସୁଛି ସଂକ୍ରମଣ ହାର, ଲମ୍ବୁଛି ମୃତ୍ୟୁ ତାଲିକା ଭୁବନେଶ୍ବର: ଲାଲବଳୟରୁ ହଟିବନି କି ଖୋର୍ଦ୍ଧା? କମିବନି କି ସଂକ୍ରମଣ ? ନା ତୃତୀୟ ଲହର ଏହା ଭିତରେ ଛୁଇଁଗଲାଣି। ଏମିତି କିଛି ଚର୍ଚ୍ଚା ଏବେ ସାଧାରଣରେ ଆରମ୍ଭ…
Read More...

ଖୋର୍ଦ୍ଧାରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ଆଉ ୬୧ କୋଭିଡ ମୃତ୍ୟୁର ହିସାବଲାଲ ବଳୟରୁ ହଟୁନି ଖୋର୍ଦ୍ଧା,କଟକ ଭୁବନେଶ୍ବର: ଦେଶରେ ୮ ରାଜ୍ୟରେ କରୋନା ସ୍ଥିିତି ଚିନ୍ତାଜନକ ଥିବା ବେଳେ ଏହି ତାଲିକାରେ ଓଡିଶାର ନାଁ ରହିଛି । ଓଡିଶାର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ଖୋର୍ଦ୍ଧାରେ ସଂକ୍ରମଣ କମିବା…
Read More...

ନିୟନ୍ତ୍ରଣକୁ ଆସିପାରୁନି ଖୋର୍ଧା ଜିଲ୍ଲା

୫୯ ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କଲେ ସରକାର, ଜୁଲାଇର ପ୍ରଥମ ୭ ଦିନରେ ୩୪୦ ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ହେଲେ ମୃତ୍ୟ ସଂଖ୍ୟା ବଢିବଢି ଚଲିଛି । ଗତ ୨୪ ଘଂଟାରେ ୫୯ ଜଣଙ୍କ ମୃତ୍ୟ ଘୋଷଣା କରାଯାଇଛି। ଯାହା ସର୍ବାଧିକ । ମୃତ୍ୟୁସଂଖ୍ୟା ବୃଦ୍ଧିକୁ ନେଇ…
Read More...

କୋଭିଡ୍ ସଂପର୍କରେ ଆସିଲା ବଡ଼ ଖବର

ଲକ୍‌ଡାଉନରୁ ମିଳିଛି ବଡ଼ ସଫଳତା: ୧୦ ପ୍ରତିଶତ ତଳକୁ ଖସିଲା ସଂକ୍ରମଣ ହାର ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତାଜନକ, କେବଳ ଜୁନରେ ୨୪୦ଜଣଙ୍କ ମୃତ୍ୟୁ ଘୋଷଣାଭୁବନେଶ୍ବରରେ ବି ସଂକ୍ରମଣ ହାର କମିନି, ୧୧୬୭ଜଣଙ୍କ ଠାରେ କୋଭିଡ୍‌ ଚିହ୍ନଟ ଭୁବନେଶ୍ବର: ମେ' ୫ ତାରିଖରେ ସାରା ରାଜ୍ୟକୁ…
Read More...