ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Browsing Tag

covid report odisha

ସଂକ୍ରମଣ କମିଲା, ମୃତ୍ୟୁ ସଂଖ୍ୟା ନୁହେଁ

ଅଗଷ୍ଟ ଆରମ୍ଭରୁ କରୋନା ଗ୍ରାଫ୍‌କୁ ନେଇ ସାମ୍ନାକୁ ଆସିଲା ଫେଣ୍ଟାଫେଣ୍ଟି ଚିତ୍ରରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୦୦୦ ଟପିଲାସଂକ୍ରମଣ ହାର ୧.୫୩କୁ ଖସିଲା, ଖୋର୍ଦ୍ଧାରେ ୨୩୭ ପଜିଟିଭ୍ ଭୁବନେଶ୍ବର: ଅଗଷ୍ଟ ଆରମ୍ଭରୁ ଆସିଛି ଆଶ୍ୱସ୍ତିକର ଖବର। ରାଜ୍ୟରେ ଗତ ଦୁଇ ଦିନ ହେବ…
Read More...

ସଂକ୍ରମଣ ହାର ୨% ତଳକୁ ଖସିଲା

ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ମାସ ପାଇଁ କଟକଣା ଆହୁରି କୋହଳ କରାଯାଇଥିବା କେବଳ କଟକ, ପୁରୀ,ଖୋର୍ଦ୍ଧା ଉପରେ ସରକାର ନଜର ରଖିଛନ୍ତି। କାରଣ ଏହି ୩ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିିଁ। ଗତ ୨୪ ଘଣ୍ଟା ମଧ୍ୟରେ ଏହି ୩ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନେକ ଦିନ…
Read More...

ଖୋର୍ଦ୍ଧାରେ ସମସ୍ତେ ଟିକା ନେଲେ, ତଥାପି ସଂକ୍ରମଣ କମୁନି କାହିଁକି?

ଭୁବନେଶ୍ବର: ସ୍ୱାସ୍ଥ୍ୟବିଭାଗ ବ୍ୟାପକ ପଦକ୍ଷେପ ପରେ ବି କରୋନା ସଂକ୍ରମଣ ଓ ମୃତ୍ୟୁରେ ଅଙ୍କୁଶ ଲାଗିପାରୁନି । କଟକଣା ପରେ ବି ସଂକ୍ରମିତଙ୍କ ସଂଖ୍ୟା ସେପରି ଆଖଦୃଶିଆ ଭାବେ କମୁନଥିବା ବେଳେ ମୃତ୍ୟୁହାର ବି ଉଦବେଗଜନକ ରହିଛି। ଏହାଛଡା ଖୋର୍ଦ୍ଧାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୫୦୦…
Read More...

ଦୁଇମାସ ବିତିଗଲା, ତଥାପି ନିୟନ୍ତ୍ରଣକୁ ଆସୁନି

ମେ' ୨୩ରେ ଶୀର୍ଷ ଛୁଇଁଥିଲା କରୋନାଏବେ ବି ପାଞ୍ଚ ଜିଲ୍ଲାରେ ଶତକ ମାରୁଛିଖୋର୍ଧାକୁ ଆୟତ୍ତକୁ ଆଣିପାରୁନାହାନ୍ତି ଭୁବନେଶ୍ବର: କରୋନାର ଦ୍ୱିତୀୟ ଲହର ଏହା ମଧ୍ୟରେ ଶୀର୍ଷକୁ ଛୁଇଁବାକୁ ଦୁଇ ମାସ ବିତିିଗଲାଣି। ଗତ ମେ' ୨୩ରେ ଶୀର୍ଷରେ ପହଞ୍ଚିଥିଲା ସଂକ୍ରମଣ। ଏହି ଦିନ ୧୨ ହଜାର ୮୫୨…
Read More...

ଖୋର୍ଦ୍ଧା ଓ କଟକକୁ କେମିତି ଫୋକସ୍ କରିଛନ୍ତି ଯେ…

ସଂକ୍ରମିତଙ୍କ ସଂଖ୍ୟା କମୁନି, ମୁଣ୍ଡ ବ୍ୟଥା ବଢିଲାଣିଆୟତ୍ତକୁ ଆଣିପାରୁନାହାନ୍ତି ବାବୁ, କଟକଣା ସବୁ ଫୁଲକଡାଉନ୍, ସଟଡାଉନ୍ ନିର୍ଦେଶ ସବୁ ଚୁଲିକୁ ଗଲାଣି ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ଥିବା ବେଳେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା…
Read More...

ପାଞ୍ଚ ଜିଲ୍ଲାରେ କରୋନା ଶତକ ମାରୁଛି

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ସ୍ଥିର ରହିଛି। ଉପକୂଳବର୍ତୀ ଜିଲ୍ଲାରୁ ସଂକ୍ରମଣ ଏଯାଏ କମୁନି।ଦୈନିକ ସଂକ୍ରମଣ ୨ ହଜାର ପାଖାପାଖି ରହୁଥିବା ବେଳେ ଅଧିକାଂଶ ଆକ୍ରାନ୍ତ ଉପକୂଳବର୍ତ୍ତୀ ଜିଲ୍ଲାର। ମୃତ୍ୟୁ ସଂଖ୍ୟା ମଧ୍ୟ ୬୦ ଉପରେ ରହିଛି । ସେହିପରି ରାଜ୍ୟରେ ଦୈନିକ ଚିହ୍ନଟ…
Read More...

ଦ୍ବିତୀୟ ଲହର ଭିତରେ ତୃତୀୟ ଲହର ଛୁଇଁବ କି?

ସଂକ୍ରମିତଙ୍କ ସଂଖ୍ୟା କମିଲା, ମୃତ୍ୟୁ ସଂଖ୍ୟା ବି ସାମାନ୍ୟ ହ୍ରାସ ପାଇଛିଟ୍ବିନ୍ ସିଟିରେ ବିଶେଷଜ୍ଞ ଆକଳନ ଫେଲ୍ ମାରୁଛି, ତଥାପି ବେକାବୁ ସଂକ୍ରମଣତୃତୀୟ ଲହର ପାଇଁ ପ୍ରସ୍ତୁତି ଚୂଡାନ୍ତ, ଆଜି ମୋହର ଲଗାଇବେ ଏସିଏସ (ସ୍ବାସ୍ଥ୍ୟ) ଭୁବନେଶ୍ବର: ଅନେକ ଦିନର ବ୍ୟବଧାନ ପରେ ୨ ହଜାର…
Read More...

ଟିକା ନେବା ପରେ ବି ସଂକ୍ରମିତ!

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଖୋର୍ଦ୍ଧାରୁ କିନ୍ତୁ ସଂକ୍ରମଣ କମୁନି। ଏପରିକି ଦୁଇଟି ଡୋଜ ଟିକା ନେବା ପରେ ଲୋକ ସଂକ୍ରମିତ ହେଉଛନ୍ତି । ଏଭଳି ଏକ ଚିନ୍ତାଜନକ ଦିଗ ସାମ୍ନାକୁ ଆସିଛି। ଟିକା ନେଇଥିବା ଲୋକଙ୍କ ମଧ୍ୟରେ ଭୁବନେଶ୍ୱରରେ ୪୦…
Read More...

କ’ଣ କହିବେ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ବର: ଆସନ୍ତାକାଲି ସକାଳେ ସରୁଛି ରାଜ୍ୟରେ ଆଶିଂକ ଲକଡାଉନର ଅବଧି । ତେଣୁ କଟକଣା ବଳବତର ରହିବ ନା ଉଠିବ ତା ଉପରେ ଏବେ ସମସ୍ତଙ୍କ ନଜର । ଏନେଇ ଆଜି ଅପରାହ୍ନ ୨ଟା ୩୦ ମୁଖ୍ୟ ଶାସନ ସଚିବ ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ। କାଟାଗୋରୀ ‘ବି’ରେ…
Read More...

ଲକଡାଉନ ହଟିବ ନା ରହିବ?

ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି ଭୁବନେଶ୍ବର: ଆଉ ଦିନକରେ ପରେ ସରିବ ଆଶିଂକ ଲକଡାଉନ> ପୂର୍ବଅପେକ୍ଷା ସଂକ୍ରମଣ କମୁଥିଲେ ମଧ୍ୟ ଖୋର୍ଦ୍ଧା ଓ କଟକରେ କିନ୍ତୁ ସଂକ୍ରମଣ ଏଯାଏ କମିନି । ତେଣୁ ସରକାର ଲକଡାଉନ ହଟାଇବେ ନା କଟକଣା ବଳବତର ରଖିବେ ତା ଉପରେ ଏବେ ନଜର । ସେହିପରି…
Read More...