ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Browsing Tag

odisha news

ଜନ୍ମାଷ୍ଟମୀରେ ନିରଞ୍ଜନ ଆଣିଲେ ‘ସୁନା ଠାକୁର’

କବି ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ଭଜନ ସମେତ ୫ ଟି ଆଧୁନିକ ସଂଗୀତ ଲୋକାର୍ପିତ ଭୁବନେଶ୍ୱର: ଗୀତ ସହିତ ମିତ ବସିଗଲେ ଜୀବନଟା ସତରେ ଭାରି ମଧୁର ହୋଇଯାଏ। ଫଗୁଣ, ବଉଳ, କୋଇଲି, ଫୁଲ, ମଳୟ,ଜହ୍ନ, ତାରା ଆପଣା ପଣରେ କୋଳେଇ ନିଅନ୍ତି ଏମିତି ଢଙ୍ଗରେ…,ବର୍ଷା, ବସନ୍ତ, ବୈଶାଖ, ଶୀତ,…
Read More...

‘ପିଲାମାନଙ୍କୁ ଠିକ୍ ଭାବେ ମାର୍ଗଦର୍ଶନ କର’

ଶିକ୍ଷକମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସରକାରୀ ସ୍କୁଲ ଲୋକାର୍ପିତସ୍କୁଲର ରୂପାନ୍ତର ପିଲାଙ୍କ ଭିତରେ ରୂପାନ୍ତର ଆଣିପାରିଛିପିଲାଙ୍କୁ ସଫଳ ହେବା ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଦେଲେଛାତ୍ରଛାତ୍ରୀ କହିଲେ, ସରକାରୀ ସ୍କୁଲରେ…
Read More...

‘ଶଙ୍ଖା ସିନ୍ଦୁର ପିନ୍ଧିବନି, ମାନ୍ୟବର ଡାକିବ’

ଭୁବନେଶ୍ବର: ମାନବବାଦ ସଂଗଠନରେ ସାମିଲ ହେବାକୁ ହେଲେ ମାନିବାକୁ ହେବ ସମସ୍ତ ନିୟମ। ମାନବବାଦ ସଂଗଠନର ଏବେ ଗୋଟେ ପରେ ଗୋଟେ ଗୁମର ପଦାକୁ ଆସିବାରେ ଲାଗିଛି। ନିଜକୁ ମାନବବାଦୀ ସଂଗଠନର ମୁଖ୍ୟ କହୁଥିବା ମାନସ ଦାସ କିଭଳି ଗରିବ ଓ ନିଃସହାୟ ଲୋକଙ୍କୁ ନିର୍ଯାତନା ଦେଉଥିଲା ତାର ଚିତ୍ର ଏବେ…
Read More...

ପିଲା ପରୀକ୍ଷା ଦେଲେ, ମାର୍କସିଟ୍ କାହିଁକି ମିଳୁନି ?

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନସ୍ନାତକ ଶେଷ ସେମିଷ୍ଟାରର ମାର୍କସିଟ୍ ଶୀଘ୍ର ଦେବାକୁ କହିଲେଛାତ୍ରଛାତ୍ରୀ ନାମ ଲେଖାଇବାରୁ ବଞ୍ଚିତ ହେଉଛନ୍ତି ଜଣାଇଲେ ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ସ୍ନାତକ(ୟୁଜି) ପରୀକ୍ଷା ଦେଇଥିବା…
Read More...

ଖୁବ୍ ଶୀଘ୍ର ବଦଳିଯାଇପାରେ ଓଡ଼ିଶା ବିଜେପିର ଚେହେରା

ଓଡ଼ିଶା ଦଖଲ ପାଇଁ ନୂଆଦିଲ୍ଲୀରେ ଚାଲିଛି ନକ୍ସା ପ୍ରସ୍ତୁତି, ଅନେକ ସଂସ୍ଥା ଲାଗିଛନ୍ତି କାମରେକାହାକୁ କବାଟ କିଳିବ, କାହାକୁ ପାଛୋଟି ନେବ ସେ ନେଇ ଖସଡା ପ୍ରସ୍ତୁତି ଆରମ୍ଭବିଜେଡି ନେତାଙ୍କୁ ବିଜେପି ଦୁଆର ମନା,କେବଳ ନିର୍ବିବାଦୀୟ ନେତାଙ୍କୁ ସ୍ବାଗତ କରିବପ୍ରଭାବହୀନ ଆମଦାନୀ ନେତାଙ୍କୁ…
Read More...

କେଉଁ ରାସ୍ତାରେ ଯାଉଛି ଓଡ଼ିଶା ସାହିତ୍ୟ ଏକାଡେମୀ?

ଭୁବନେଶ୍ବର: ହଠାତ୍ ଓଡ଼ିଶା ସାହିତ୍ୟ ଏକାଡେମୀ ଦୈନିକ ଓଡ଼ିଆ ଖବରକାଗଜରେ ଗୋଟିଏ ବିଜ୍ଞାପନ ଦେଇଛନ୍ତି। ଏକାଡେମୀ ପକ୍ଷରୁ ସଭାପତି ଏବଂ ସଚିବ କହିଛନ୍ତି ଯେ ଦୋକାନ, ବଜାର ଅବା ଦପ୍ତର, ଓଡ଼ିଆରେ କୁହ, ଓଡ଼ିଆରେ ଲେଖ, ଓଡ଼ିଆ ଭାଷାଟି ମାଆ ତୁମର। ଏକାଡେମୀର ସଚିବ ପ୍ରବୋଧ ରାଉତ…
Read More...

ନିଶାମାଫିଆଙ୍କ ଗଡ୍‌ଫାଦର କିଏ ?(୨)

ନିଶା ବେପାରୀଙ୍କ ଭୂସ୍ବର୍ଗ ପାଲଟିଲାଣି ଉପକୂଳ ଓ ଉତ୍ତର ଓଡ଼ିଶାଦିନ ଦି'ପହରେ କୋଟି କୋଟି ଟଙ୍କାର ବ୍ରାଉନସୁଗାର କାରବାର ଚାଲିଛିସମସ୍ତେ ସବୁ ଜାଣୁଛନ୍ତି, କାହାର କିନ୍ତୁ ନିଦଭାଙ୍ଗୁନି କି ମିଳିତ ଚଢାଉ ନାହିଁରାଜ୍ୟରେ କାହା ସ୍ବାର୍ଥରେ କାମ କରୁଛି ଅବକାରୀ ବିଭାଗ?ମନ୍ତ୍ରୀ କି କାମରେ…
Read More...

ସେପ୍ଟେମ୍ବର ୫ ବେଳକୁ ଆଉ ଏକ ଲଘୁଚାପ ସୂଚନା

ଭୁବନେଶ୍ବର: ଆଜି ସକାଳେ ଓଡ଼ିଶା ଉପକୂଳ ଦୂରରେ ସୃଷ୍ଟି ହୋଇଥିବା ଲଘୁଚାପର କେନ୍ଦ୍ର ରହିଥିଲା। ଏହା କ୍ରମଶଃ ବିସ୍ତୃତ ହେବା ସହିତ ଦକ୍ଷିଣ ଆଡକୁ ଯାଇ ୩୦ ତାରିଖ ସକାଳେ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ରହିବ। ଏହା ପରେ ନାଗପୁର ଦେଇ ରାଜସ୍ଥାନ ଆଡକୁ ମୁହାଁଇବ ବୋଲି ପାଣିପାଗ…
Read More...

ଢେଙ୍କାନାଳରେ ତୈଳ ଟର୍ମିନାଲର ଭୂମିପୂଜନ ହେଲା

ଢ଼େଙ୍କାନାଳ ଓ ପଡ଼ୋଶୀ ଜିଲ୍ଲାରେ ଶିଳ୍ପାୟନର ଅଭିବୃଦ୍ଧିରେ ବଡ଼ ଭୂମିକା ନେବ: ଧର୍ମେନ୍ଦ୍ର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଭିସି ଜରିଆରେ ସାମିଲ ହୋଇଥିଲେରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେଧାମରାରୁ ତାଳଚେର ଜଳପଥରେ ଷ୍ଟିମର…
Read More...

ପୂରା ଓଡ଼ିଶାରେ ମାତିଛନ୍ତି ନିଶା ମାଫିଆ (୧)

ଉତ୍ତର ଓ ଉପକୂଳରେ ବେଧଡକ ଚାଲିଛି ବ୍ରାଉନସୁଗାର କାରବାରପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କଫ୍ ସିରଫ ରାକେଟ୍ ମାତିଛନ୍ତିଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରୁ ଦେଶର ବିଭିନ୍ନ ସ୍ଥାନକୁ ଯାଉଛି ଗଞ୍ଜେଇଅବକାରୀ ବିଭାଗ-ପୁଲିସ-କ୍ରାଇମବ୍ରାଞ୍ଚ ମଧ୍ୟରେ ସର୍ବନିମ୍ନ ସମନ୍ବୟ ନାହିଁକାହା…
Read More...