୬ବର୍ଷର ରେକର୍ଡ ଭାଙ୍ଗିଲା ସୁନା
ମାର୍ଚ୍ଚ ବେଳକୁ ୩୪ ହଜାର ଛୁଇଁପାରେ
ନୂଆଦିଲ୍ଲୀ: ବାହାଘର ଋତୁ ପୂର୍ବରୁ ହଠାତ୍ ସୁନା ଗହଣା ବଜାରରେ ନିଆଁ ଲାଗିଛି । ସୁନା ଦର ଗତ ୬ବର୍ଷର ରେକର୍ଡ ଭାଙ୍ଗିଛି । ୧୦ ଗ୍ରାମ ସୁନା ମୂଲ୍ୟ ୩୩ ହଜାର ୬୫୦ ଟଙ୍କା ଛୁଇଁଲାଣି । ବ୍ୟବସାୟୀମାନେ ସଙ୍କେତ ଦେଇଛନ୍ତି ମାର୍ଚ୍ଚ ପୂର୍ବରୁ ଦର କମିବା ସମ୍ଭାବନା କ୍ଷୀଣ । ବରଂ ସୁନା ୩୪ ହଜାର ଡେଇଁଯିବା ବିଚିତ୍ର ନୁହେଁ । ଗୋଟିଏ ପଟେ ନିର୍ବାଚନ ପାଇଁ ଭୋଟରଙ୍କୁ ଆକର୍ଷଣ ଲାଗି କେନ୍ଦ୍ର ସରକାର ଯଥେଚ୍ଛା ସୁବିଧା ସୁଯୋଗ ଅଜାଡି ଦେଉଥିବା ବେଳେ, ଅନ୍ୟପଟରେ ସୁନାର ମହଙ୍ଗା ରୂପ ବିବାହ ଋତୁରେ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ବଡ଼ ବିପଦ ଟାଣିଆଣିଛି । ଏହାର ନକରାତ୍ମକ ପ୍ରଭାବ ପଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।
ପ୍ରମୁଖ ଖବର
ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍-ଓଏଏସ୍ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା