ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପଦ୍ମଶ୍ରୀ: ଗୀତା ଫେରାଇଥିଲେ, ଅରିବାମ ବି ଫେରାଇବେ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପଦ୍ମଶ୍ରୀକୁ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଫେରାଇ ଦେଇଥିଲେ । ନିର୍ବାଚନବର୍ଷ ଓ ରାଜନୈତିକ ଦୃଷ୍ଟିକୋଣରୁ ତାଙ୍କର ଏହି ପଦକ୍ଷେପ ଥିବା କୁହାଯାଇଥିଲା । ଯେହେତୁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ, ଏଣୁ ଏହାକୁ ବିଭିନ୍ନ ମହଲ ଗ୍ରହଣ କରିଥିଲେ ।
ଏବେ କିନ୍ତୁ ପୁଣି ଆଵାର୍ଡ ଫେରାଇବା ରାସ୍ତା ପୁଣି ଖୋଲିଯାଇଛି । ମଣିପୁରୀ ଚଳଚ୍ଚିତ୍ର ନିର୍ମାଣତା ଅରିବାମ ଶ୍ୟାମ ଶର୍ମା ନାଗରିକ ସଂଶୋଧନ ବିଲ୍‍ ୨୦୧୬କୁ ବିରୋଧ କରି ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଘୋଷଣା କରିଛନ୍ତି । ଅରିବାମଙ୍କୁ ୨୦୦୬ରେ ପଦ୍ମଶ୍ରୀ ମିଳିଥିଲା ।
ପୂର୍ବରୁ ଅସହିଷ୍ଣୁତା ପ୍ରସଙ୍ଗରେ ବିଶିଷ୍ଟ ବ୍ୟକ୍ତି ପୁରସ୍କାର ଫେରାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲେ ।

Leave A Reply

Your email address will not be published.