ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ବରଫ ନେଲାଣି ୩୫ ପ୍ରାଣ

0

ଵାଶିଂଟନ: ଆମେରିକାରେ ଅସହ୍ୟ ଥଣ୍ଡା ପରିସ୍ଥିତିରେ ସୁଧାର ଆସୁନାହିଁ । ସ୍ଥିତି ଏମିତି ଯେ ଏବେ ବି ତାପମାତ୍ରା ବିଯୁକ୍ତ ୫୦ ଡିଗ୍ରି ରହିଛି । ଲୋକେ ତ୍ରାହି ତ୍ରାହି ଡାକିଲେଣି । ଦେଖାଦେଇଥିବା ଏହି ମେରୁଝଡ କାରଣରୁ ୩୫ ଜଣଙ୍କ ପ୍ରାଣହାନି ହୋଇ ସାରିଥିବା କୁହାଯାଉଛି । ପାଣିପାଗବିତ୍‍ଙ୍କର କହିବା କଥା, ଆଗକୁ ସ୍ଥିତି ଆହୁରି ଜଟିଳ ହୋଇପାରେ । ବିଭିନ୍ନ ସ୍ଥାନରେ ଗରମ ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଥିଲେ ବି ଲୋକେ ଦୁର୍ଦଶା ଭିତରୁ ବାହାରି ପାରୁନାହାନ୍ତି । ଗତ ୨୦ ବର୍ଷ ମଧ୍ୟରେ ଏମିତି ପରିସ୍ଥିତି ହୋଇନଥିବା ପ୍ରକାଶ । ଏଥିପାଇଁ ବିମାନ ସେବା ବି ବାତିଲ୍‍ କରିଦିଆଯାଇଛି ।

Leave A Reply

Your email address will not be published.