ଥିରୁବନନ୍ତପୁରମ୍: କେରଳର ଆଲାପୁଝା ସ୍ଥିତ କୋଚିନ୍ ୟୁନିଭର୍ସିଟିର ଅଫ୍ ଇଞ୍ଜିନିୟରିଂ କଲେଜ୍ର କୁଳପତି ଛାତ୍ରଛାତ୍ରୀଙ୍କୁ ସରସ୍ବତୀ ପୂଜା ପାଇଁ ଅନୁମତି ଦେଇନାହାନ୍ତି। ଉତ୍ତର ଭାରତୀୟ ଛାତ୍ରମାନେ ବିଶ୍ବବିଦ୍ୟାଳୟରେ ସରସ୍ବତୀ ପୂଜା କରିବାପାଇଁ କୁଳପତିଙ୍କ ଅନୁମତି ମାଗିଥିଲେ। କୁଳପତି କହିଥିଲେ ଆମେ ଧର୍ମନିରପେକ୍ଷ। ତେଣୁ ବିଶ୍ବବିଦ୍ୟାଳୟରେ ନିର୍ଦ୍ଦିଷ୍ଟ କୌଣସି ପୂଜା କରାଯିବନି।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ