ନୂଆଦିଲ୍ଲୀ:ମହାରାଷ୍ଟ୍ରର ଗଡଚିରୋଲିରେ ଆଜି ମାଓବାଦୀ ପୁଣି ଏକ ବଡ଼ ଧରଣର ହିଂସାକାଣ୍ଡ ଭିଆଇଛନ୍ତି । ଆଇଇଡି ବିସ୍ଫୋରଣ କରି ଏକ ପାଟ୍ରୋଲିଂ ଗାଡିକୁ ଉଡାଇ ଦେବାରୁ ୧୬ ଯବାନ ସହିଦ ହୋଇଛନ୍ତି । ମାଓ ବିରୋଧୀ ବାହିନୀ କମାଣ୍ଡୋ ଅଧୀନରେ ଏମାନେ କାମ କରୁଥିଲେ ।
ବିସ୍ଫୋରଣ ପରେ କମ୍ୱିଂ ଅପରେସନ୍ ଜୋରଦାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।
ଆଜି ସକାଳେ ଗଡଚିରୋଲି ଅନ୍ତର୍ଗତ କୁରଖେଡା ଜିଲ୍ଲାରେ ସଡ଼କ ନିର୍ମାଣରେ ନିୟୋଜିତ ୨୭ଟି ଗାଡିକୁ ପୋଡି ଦେଇଥିଲେ ।
ପ୍ରମୁଖ ଖବର
ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍ ସହ ପଞ୍ଜାବ ପୁଲିସ୍ ଇନ୍ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ