ନିର୍ଦେଶ ନ ମାନିଲେ, ଲାଇସେନସ ରଦ୍ଦ ଧମକ
ଭୁବନେଶ୍ୱର: ରାଜ୍ୟ ସରକାର ବୁଧବାର ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ଲାଗି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗୋଟିଏ ପଟେ ଦାୟିତ୍ୱରେ ଥିବା ୬ଜଣ ଆଇଏଏସ୍ ଅଫିସର ତୁହାକୁ ତୁହା ବୈଠକ ଜାରି ରଖିଥିବା ବେଲେ ଅନ୍ୟପଟେ ରାଜ୍ୟ ସରକାର ଆଜି ବିଦୁ୍ୟତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବଡ ବଡ ଠିକାଦାରଙ୍କୁ ନାଲିଆଖି ଦେଖାଇଛନ୍ତି । କହିଛନ୍ତି ଯେଉଁ ଠିକାଦାରମାନେ ରାଜ୍ୟ ସରକାରଙ୍କ ଆଦେଶ ନ ମାନିବେ,ସରକାର ସେମାନଙ୍କ ଲାଇସେନସ ରଦ୍ଦ କରିବାକୁ ବାଧ୍ୟ ହେବେ । ଏବେ ପାଖାପାଖି ୬୪୪ ଜଣ ଏଚଟି କଣ୍ଟ୍ରାକ୍ଟର ଥିବା ସୂଚନା ମିଳିଛି ।
ଅନ୍ୟପଟେ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟ୍ୱିିଟ୍ କରି କହିଛନ୍ତି ଯେ ଓଡ଼ିଶାକୁ ୨୦୫୫ ଜଣ ଶ୍ରମିକଙ୍କୁ ପଠାଯାଇଛି ଓଡ଼ିଶା । ତେଲେଙ୍ଗାନା ସରକାର ମଧ୍ୟ ୧୦୦୦ ଶ୍ରମିକଙ୍କୁ ପଠାଇଥିବା ସୂଚନା ମିଳିଛି ।
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ