ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଇଞ୍ଜିନିୟରିଂ କଲେଜ୍‌ରେ ସରସ୍ବତୀ ପୂଜାକୁ ନା’

0

ଥିରୁବନନ୍ତପୁରମ୍‌: ‌କେରଳର ଆଲାପୁଝା ସ୍ଥିତ କୋଚିନ୍‌ ୟୁନିଭର୍ସିଟିର ଅଫ୍‌ ଇଞ୍ଜିନିୟରିଂ କଲେଜ୍‌ର କୁଳପତି ଛାତ୍ରଛାତ୍ରୀଙ୍କୁ ସରସ୍ବତୀ ପୂଜା ପାଇଁ ଅନୁମତି ଦେଇନାହାନ୍ତି। ଉତ୍ତର ଭାରତୀୟ ଛାତ୍ରମାନେ ବିଶ୍ବବିଦ୍ୟାଳୟରେ ସରସ୍ବତୀ ପୂଜା‌ କରିବାପାଇଁ କୁଳପତିଙ୍କ ଅନୁମତି ମାଗିଥି‌ଲେ। କୁଳପତି କହିଥିଲେ ଆମେ ଧର୍ମନିର‌ପେକ୍ଷ। ତେଣୁ ବିଶ୍ବବିଦ୍ୟାଳୟରେ ନିର୍ଦ୍ଦିଷ୍ଟ କୌଣସି ପୂଜା କରାଯିବନି।

Leave A Reply

Your email address will not be published.