ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

କରୋନା ସଂପର୍କରେ ବଡ଼ ସୂଚନା ଦେଲେ ମୁଖ୍ୟଶାସନ ସଚିବ

0

ଭୁବନେଶ୍ବର: କରୋନାର ତୃତୀୟ ଲହରିର ଭୟାବହତା ଦେଖି ରାଜ୍ୟ ସରକାର ଅନେକ ପଦକ୍ଷେପ ଏବେଠାରୁ ନେବା ଆରମ୍ଭ କରିଛନ୍ତି। କୌଣସି ପରିସ୍ଥିତିରେ ବି ତୃତୀୟ ଲହର ଯେଭଳି ଛୋଟ ପିଲାଙ୍କୁ ବେଶୀ ପ୍ରଭାବିତ କରିବ ନାହିଁ, ସେଥିପାଇଁ ଦେଶର ପ୍ରମୁଖ ଡାକ୍ତରଙ୍କୁ ନେଇ ସରକାର ଏକ କମିଟି ଗଠନ କରିଛନ୍ତି।

ଡ. ଶ୍ରୀନାଥ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ କମିଟିରେ ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର ରମାକାନ୍ତ ପଣ୍ଡା ପ୍ରମୁଖ ବଡ଼ ଡାକ୍ତର ଓ ବୈଜ୍ଞାନିକଙ୍କୁ ଏଥିରେ ଅଛନ୍ତି। ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି ଏହାର ଆବାହକ ଅଛନ୍ତି। ସେମାନଙ୍କ ପରାମର୍ଶ ଅନୁସାରେ ଭିତ୍ତିଭୂମି ନିର୍ମାଣ ହେବ। ସେହିଭଳି ପାଖାପାଖି ମାସେ ଯାଏ କଠୋର କଟକଣା ଭିତରେ ରହିବା ଲାଗି ମୁଖ୍ୟସଚିବ ସୂଚନା ଦେଇଛନ୍ତି।

Leave A Reply

Your email address will not be published.