ଭସାଣି ବେଳେ ଦୁର୍ଘଟଣା: ୩୦ରୁ ଅଧିକ ଆହତ, ୪ ଗୁରୁତର
କେନ୍ଦ୍ରାପଡା; କାର୍ତ୍ତିକେଶ୍ୱର ଭସାଣି ଚାଲିଥିବାବେଳେ ବାଣ ଫୁଟି ୩୦ରୁ ଅଧିକ ବ୍ୟକ୍ତି ଆହତ ହେବା ସହ ୪ ଜଣ ଗୁରୁତର ଅଛନ୍ତି। ଏହି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଟାଉନ୍ ବାଲିଆ ବଜାରରେ। ଏକାଧିକଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ!-->!-->!-->…
Read More...
Read More...