ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ନାସାର ‘ଡାର୍ଟ ମିଶନ’ ସଫଳ

ନାସାକୁ ମିଳିଛି ବଡ ସଫଳତା । ସଫଳ ହୋଇଛି ନାସାର ଐତିହାସିକ ଡାର୍ଟ ମିଶନ । ପୃଥିବୀ ଆଡକୁ ମାଡିଆସୁଥିବା ଆଷ୍ଟ୍ରଏଡ୍ ଗୁଡିକର ଦିଗ ବଦଳାଇଦେଇଛି ଏହି ‘ଡାର୍ଟ ମିଶନ୍’ । ପୃଥିବୀକୁ କୌଣସି କ୍ଷତି ହେବାରୁ ବଞ୍ଚାଇବାକୁ ଯାଇ ଏହାର କକ୍ଷ ପଥରେ ଥିବା ସମସ୍ତ ଗ୍ରହାଣୁ ଗୁଡିକର ଦିଗ ବଦଳାଇ ଦେଇଛି…
Read More...

ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି !

ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍‌ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି !୭୮ ଦିନର ଘୋଷଣା ହେଲା ବୋନସ୍‌ବୋନସ ପାଇଁ ଖର୍ଚ୍ଚ ହେବ ୧୮୩୨ କୋଟି ନୂଆଦିଲ୍ଲୀ: ଦିପାବଳୀ ଉପଲକ୍ଷେ ରେଳ କର୍ମଚାରୀଙ୍କୁ ବଡ ଉପହାର ଭେଟି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ରେଳ…
Read More...

ଅଳିଆ ଗାଡ଼ିକୁ ଟ୍ରାକ କରିବ ‘ସଫା’ ଆପ୍‍

ଅଳିଆ ଗାଡିକୁ ଜଗିବ ‘ସଫା’ ଆପ୍‍ସ୍ବଚ୍ଛତାରେ ଆଗକୁ ବଢିବ ରାଜଧାନୀଅଳିଆ ଗାଡ଼ିକୁ ଟ୍ରାକ କରିବ ‘ସଫା’ ଆପ୍‍ଘରେ ଘରେ ଲାଗିବ କ୍ୟୁଆର କୋଡ଼ ଭୁବନେଶ୍ବର: ଆହୁରି ସୁନ୍ଦର ଦିଶିବ ସ୍ମାର୍ଟସିଟି । ସ୍ବଚ୍ଛତା ଅଭିଯାନକୁ ଆଉ ପାଦେ ଆଗକୁ ବଢାଇବା ପାଇଁ ଅଣ୍ଟା ଭିଡିଛି ବିଏମସି । ଏଣିକି ଅଳିଆ…
Read More...

ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ସେନା ବିମାନ

ଗୋଆରେ ମିଗ୍ ୨୯କେ ବିମାନ ଦୁର୍ଘଟଣାସମୁଦ୍ରକୁ ଡେଇଁ ଜୀବନ ବଞ୍ଚାଇଲେ ପାଇଲଟ୍ଦ୍ବତୀୟ ଥର ହେଲା ବିମାନ ଦୁର୍ଘଟଣା ଗୋଆ: ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ସେନାର ମିଗ୍ ୨୯କେ ବିମାନ । ନିୟମିତ ଉଡାଣ ଭରିବା ବେଳେ ଗୋଆର ସମୁଦ୍ର ଉପରେ ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ଲଢୁଆ ବିମାନ…
Read More...

ବାତ୍ୟାକୁ ଗୁଜବ ବୋଲି କହିଲା ଆଇଏମଡି

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ ବତ୍ୟା ଆଶଙ୍କାକୁ ଗୁଜବ ବୋଲି କହିଛି। ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବା କହିଛି ଆମେରିକାର ଜିଏଫଏସ ମଡେଲ। କିନ୍ତୁ ବାତ୍ୟା ନେଇ ଯେଉଁ ଗୁଜବ ଉଠିଛି,ସେଥିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି…
Read More...

ଭିଜିଲାନ୍ସ ଜାଲରେ କିରାଣୀ

କେନ୍ଦୁଝର: କେନ୍ଦୁଝର ବାଂଶପାଳ ବିଇଓ ଅଫିସର ଜୁନିୟର କ୍ଲର୍କ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ସରକାରୀ କ୍ୱାଟର୍ସ ସମେତ ୫ଟି ଜାଗାରେ ଚଢାଉ ହେଉଛି । ଗଙ୍ଗାଧରଙ୍କ ବାଂଶପାଳ ଅଫିସ , କେନ୍ଦୁଝରସ୍ଥିତ…
Read More...

୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

୨-୧ରେ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା ଧୱନ ବାହିନୀବୋଲାରଙ୍କ କମାଲ ଯୋଗୁଁ ମ୍ୟାଚ୍ ହତେଇଲା ଭାରତ୭ ୱିକେଟରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ଜିତିଲା ଭାରତ। ଶେଷ ମ୍ୟାଚରେ ବୋଲରଙ୍କ…
Read More...

ଫେରିବ କି କରୋନା ?

ପୁଣି ଚିନ୍ତା ବଢ଼ାଇଲାଣି ମହାମାରୀ କରୋନାଚୀନରେ ଓମିକ୍ରନ ଦୁଇ ନୂଆ ସବ୍‌-ଭାରିଆଣ୍ଟ ଚିହ୍ନଟଏହା ଅଧିକ ସଂକ୍ରାମକ ଏବଂ ଦ୍ରୁତ ଗତିରେ ବ୍ୟାପୁଛି ଚୀନ: ବିଶ୍ୱରେ କରୋନା ଭାଇରସ ମାମଲା ହ୍ରାସ ପାଉଥିବା ବେଳେ ଚୀନରେ କିନ୍ତୁ ଫେଲ୍ ମାରୁଛି । ପୁଣି ଚୀନରେ ଓମିକ୍ରନର ଦୁଇ ନୂଆ…
Read More...

ଏକନାଥଙ୍କ ପାର୍ଟିକୁ ମିଳିଲା ୨ଟି ଖଣ୍ଡା ଓ ଢ଼ାଲ ଚିହ୍ନ

ସିନ୍ଧେଙ୍କ ପାର୍ଟିକୁ ମିଳିଲା ଖଣ୍ଡା ଓ ଢ଼ାଲ ଚିହ୍ନସିନ୍ଧେ ଗୋଷ୍ଠୀ ପଠାଇଥିଲେ ନିଜ ପସନ୍ଦର ୩ଟି ନିର୍ବାଚନ ଚିହ୍ନ ମୁମ୍ବାଇ: ଗତକାଲି ଉଦ୍ଧବ ଠାକରେଙ୍କ ପାର୍ଟିକୁ ମିଳିଥିଲା ମଶାଲ ଚିହ୍ନ, ଆଜି ନିର୍ବାଚନୀ ଚିହ୍ନ ଭାବେ ସିନ୍ଧେ ଗୋଷ୍ଠୀ ପାଇଲେ ୨ଟି ଖଣ୍ଡା ଓ ଢ଼ାଲ। ମହାରାଷ୍ଟ୍ର…
Read More...

ଗାଙ୍ଗୁଲିଙ୍କ ସ୍ଥାନ ନେବେ ରୋଜର ବିନ୍ନି !

ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିବେ ସୌରଭ ଗାଙ୍ଗୁଲି !ଗାଙ୍ଗୁଲିଙ୍କ ସ୍ଥାନ ନେଇପାରନ୍ତି ରୋଜର ବିନ୍ନିଅକ୍ଟୋବର ୧୧ ରେ ନାମାଙ୍କନ ଦାଖଲ କରିବେ ବିନ୍ନି ମୁମ୍ବାଇ: ବିସିସିଆଇ ଅଧ୍ୟକ୍ଷ ପଦ ନେଇ ଚାଲିଛି କଳ୍ପନାଜଳ୍ପନା । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଧ୍ୟକ୍ଷ ପାଇଁ ସାମ୍ନାକୁ ଆସୁଛି…
Read More...